Trending
Saturday , May 18 , 2024

ଉତେଜନା ସୃଷ୍ଟି କରିଛି 5T ସଚିବଙ୍କ ହେଲିକେପଟର ଯାତ୍ରା...!!!  
           
      କିଏ ଦେଉଛି ହେଲିକେପଟର ଭଡା...!!!

      କାହିଁକି ରାଜନୀତି ଯୋର ଧରିଛି 5T ସଚିବଙ୍କ ଜିଲ୍ଲା ଗ୍ରସ୍ତକୁ ନେଇ...!!!             
    
        ବର୍ତ୍ତମାନ 5t ସଚିବଙ୍କ  ଗୋଟିଏ ପରେ ଗୋଟିଏ ଜିଲ୍ଲା ଗ୍ରସ୍ତକୁ ନେଇ ବର୍ତ୍ତମାନ ଏବେ ରାଜନୀତି ଜୋର୍ ଧରିଛି...!! ପୂର୍ଵରୁ ମଧ୍ୟ୍ୟ ଏହା ଜନ ଶୁଣାଣି କାର୍ଯ୍ୟକ୍ରମ ପାଇଁ 5t ସଚିବ ପାଣ୍ଡିଆନ ଯେତେବେଳେ  ଗ୍ରସ୍ତ କରିଥିଲେ, ସେତେବେଳେ ବିବାଦ ମଧ୍ୟ୍ୟ ଦେଖିବାକୁ ମିଳି ଥିଲା...!!!
  
    ଏଵେ ସେ ଯେଉଁ ହେଲିକେପଟରରେ ଯାତ୍ରା କରୁଛନ୍ତି... ସେହି ଯାତ୍ରାକୁ ନେଇ ବିରୋଧି ଥିବା ଅନ୍ୟ ଦଳର ପ୍ରାର୍ଥୀ ମାନେ ଏହାର ହିସାବ ମାଗିଲେଣି ....!!

         କାରଣ ଏଵେ ଚର୍ଚ୍ଚା ଚାଲିଛି ଯେମିତିକି 5ଟି ସଚିବ ଭିକେ ପାଣ୍ଡିଆନ ହେଲିକେପଟରରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତ୍ରା କରୁଛନ୍ତି ! ତେବେ ଏହି ଯାତ୍ରା କରୁଥିବା ବେଳେ ତାଙ୍କର ସବୁ ଖର୍ଚ୍ଚ କିଏ ବହନ କରୁଛି ...!!!
  
   କିନ୍ତୁ ଏହାରି ଭିତରେ ପାଖପାଖି 27 ଜିଲ୍ଲାକୁ ସେ ବୁଲି ସାରିଲେଣି ...!! ହେଲେ ଯେତେବେଳେ ସେ ହେଲିକେପଟରରେ ଯାତ୍ରା କରୁଥିବା ବେଳେ...ତାଙ୍କ ପ୍ରତି ବିବାଦ ଦେଖା ଯାଉଥିଲା ବୋଲି କୁହାଯାଉଛି ...!!!!!
  
    ବିଜେଡି ର ଯେଉଁ ବିଧାୟକ ରହିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ, 5ଟି ସଚିବଙ୍କ  ହେଲିକେପଟର ଗ୍ରସ୍ତ ଏବଂ ସବୁ ଜିଲ୍ଲାରେ ସଭାସମିତି ପାଇଁ ପ୍ରାୟ 300 ସହ କୋଟି ଖର୍ଚ୍ଚ କରାଯାଇଛି ବୋଲି ଖବର କାଗଜରେ ଲେଖିଥିଲେ....!!  ଏ ନେଇ ବିରୋଧି ବିଜେପି ଆଉ କଂଗ୍ରେସ ମଧ୍ୟ୍ୟ ପ୍ରତିକ୍ରିୟା କରିଛନ୍ତି...!!!!
  
      ତେବେ ବିଜେପି ଆଉ କଂଗ୍ରେସର ପ୍ରତିକ୍ରିୟା ଆଗକୁ ଆସୁଛି ଯେ 5ଟି ସଚିବଙ୍କ ହେଲିକେପଟର ଗ୍ରସ୍ତକୁ ନେଇ ବହୁ ଆଲୋଚନା ଚାଲିଛି....!!! କିନ୍ତୁ ସେ ଯେଉଁ ହେଲିକେପଟରରେ ଯିବା ଆସିବ କରିଥିଲେ ସେଥିର 300 କୋଟି ଖର୍ଚ୍ଚ ହୋଇଛି...ଏବଂ ଏମିତି ରହିଛି ଭିକେ ପାଣ୍ଡିଆନଙ୍କ ହେଲିକେପଟର ଭଡା.....!!!
  
    ବ୍ୟୁର ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With