Trending
Saturday , May 18 , 2024

ଏମିତି କାମ କରିଦେଲେ ମହେଶ ବାବୁଙ୍କ ଝିଅ, ବାଃ ବାଃ କରୁଛି ଭାରତ.....!!!!
   
    ନିଜର ପ୍ରଥମ ଇନକମ୍ ୧କୋଟି ଟଙ୍କା ଦାନ କଲେ ମହେଶଙ୍କ ଝିଅ.....!!!!
  
    ଆଗକୁ ଯେତେ ଫିଲ୍ମ କରିବେ ସେତେ ଦାନ କରିବେ.....!!!
  
         ମୋ ଝିଅ ପରି କିଏ ହେବ କହିଲେ ମହେଶ ବାବୁ.....!!!!
 
       "ହଁ ଦର୍ଶକ ବନ୍ଧୁ "
ମହେଶ ବାବୁଙ୍କ ଝିଅ ଏମିତି ଏକ କାମ କରିଛନ୍ତି ଯେ...!!!
 
ଯିଏ ଶୁଣୁଛି ସିଏ ପ୍ରଂଶସା କରୁଛି....!!!!
  
    ନିଜ ଜୀବନର ପ୍ରଥମ ରୋଜଗାର ସବୁକୁ ଦାନ କରିଦେଇଛନ୍ତି... ମହେଶ ବାବୁଙ୍କ ଝିଅ.....!!!!
   
   ତାହା ପୁଣି ଲକ୍ଷ୍ୟ କି 2ଲକ୍ଷ୍ୟ ନୁହେଁ...!! ପୁରାକୁ ପୁରା ୧କୋଟି ଟଙ୍କା....!!!!

    ଏତେ ଟଙ୍କା ଦାନ କରିବା ପରେ ସାରା ଦେଶରେ ତାଙ୍କୁ ଶୁଭେଚ୍ଛା ସ୍ଵ ସୁଟୁଛି ...!!!
 
  ସେ ଆଗକୁ ଆହୁରି ଫିଲ୍ମ କରିବେ....! ଆଉ ସେମିତି ଟଙ୍କା ଦାନ କରୁଥିବେ...!!!!!
 
ଆଉ ଏବେ ମହେଶ ବାବୁଙ୍କ ଠାରୁ ଭି ଅଧିକ ଲୋକପ୍ରିୟ ହୋଇ ଯାଇଛନ୍ତି ତାଙ୍କ ଝିଅ....!!!!
  
       ତେଣୁ ମୋ ଝିଅ ପରି ଆଉ କିଏ ହବ ବୋଲି କହି ଖୁସି ପ୍ରକଟ କରିଛନ୍ତି ମହେଶ ବାବୁ........!!!!!
  
   ପ୍ରଥମ ଵିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କା ଦାନ କରିଛନ୍ତି....!!
   ମହେଶ ବାବୁଙ୍କ ଝିଅ......!!!
   
     ତେଲୁଗୁ ସୁପର୍ ଷ୍ଟାରଙ୍କ ମହେଶ ବାବୁଙ୍କ ଝିଅ ସୀତାରା କୌଣସି ଷ୍ଟାର ଠାରୁ ଭି କମ୍ ନୁହନ୍ତି....!!!!

   ଖୁବ୍ କମ୍ ବୟସରୁ ସେ ଲୋକପ୍ରିୟ ହୋଇ ପାରିଥିବା ବେଳେ  ଇନଷ୍ଟାଗ୍ରାମରେ ତାଙ୍କର ମିଲିଅନ୍ ମିଲିଅନ୍ followers ରହିଛନ୍ତି....!!!!
 
  ସୋସିଆଲ୍ ମିଡ଼ିଆ ଷ୍ଟାର ପାଲଟିବା ପରେ କିଛି ଦିନ ତଳେ ସୀତାରା ଏକ ବଡ ଗ୍ରହଣା Brand ପାଇଁ  ଆମ୍ବାସେଟର ହୋଇଥିବା ଜଣା ପଡିଥିଲା....!!!!
 
      ଅଳଙ୍କାର brand PMJ jewellers ପାଇଁ ଵିଜ୍ଞାପନ ଅଂଶ ଭାବରେ time ସ୍କୁୟର ବିଲ୍ ବୋର୍ଡ ରେ ତାଙ୍କ ଫୋଟ ସ୍ଥାନ ପାଇଥିଲା....!!!
 ଆଉ  ସେଥିପାଇଁ ତାଙ୍କୁ ୧କୋଟି ଟଙ୍କା ମିଳିଥିଲା...!!!!
    ଆଉ ଏବେ ଖବର ମିଳିଛି ଯେ ବିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କାକୁ ସୀତାରା ଦାନ କରିଦେଇଛନ୍ତି.....!!!!
  
   ୧କୋଟି ଟଙ୍କା ଦାନ କରିବା ପରେ ସୀତାରା କହିଛନ୍ତି... ଟାଇମ୍ ସ୍କୁଏର ବିଲ୍ ବୋର୍ଡରେ ମୋର ଫୋଟ ଓ ଵିଜ୍ଞାପନ ଭିଡ଼ିଓ ଦେଖି ବାପା ବହୁତ ଭାବୁକ ହୋଇ ପଡ଼ିଥିଲେ....!!!!
 
    ବିଜ୍ଞପନ ପରେ ମୁଁ ଏବେ ଫିଲ୍ମରେ କାମ କରିବାକୁ ଇଛା ରଖିଛି.....!!!!!
  
  ଆଉ ଆଗକୁ ଆହୁରି କିଛି କରିବାକୁ ବାକି ରହିଛି....!!!!

  ତେବେ ଟାଇମ୍ ସ୍କୁଏର ବିଲ୍ ବୋର୍ଡସରେ ଡେବିଟ୍ ପାଇଁ ସୀତାରା ଙ୍କୁ ବହୁତ ଭଲ ପାଇବା ଏବଂ ପ୍ରଂଶସା ମିଳିବା ସହିତ ଏଥି ପାଇଁ ତାଙ୍କୁ ମିଳିଥିବା ପାରିଶ୍ରମିକ କୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି ...!!!
  
   ଝିଅର ଏହି  ସଫଳତା ନିଜ ପ୍ରଂଶସଙ୍କ ସହ ସେୟାର କରିଥିଲେ ମହେଶ ବାବୁ ଇନଷ୍ଟାଗ୍ରାମ  ଟାଇମ୍ ସ୍କୁଏର ବିଲ୍ ବୋର୍ଡସରେ ଫୋଟୋ ସେଆର କରି ଝିଅ ପାଇଁ  ବହୁତ ଖୁସି ଥିବା ଲେଖିଥିଲେ !ଆଉ ତାକୁ ନେଇ ଏବେ ସାରା ଦେଶରେ ଆଲୋଚନା ଚାଲିଛି !!!!

Tags :- # bollywood # news # tvp news9 # tvp # tvpnews

Share With