Trending
Tuesday , February 11 , 2025

ଦିଗପହଣ୍ଡି ପଞ୍ଚାଯତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ...!!
ପୁଣିଥରେ ହୋଇପାରିବ କି ଅଧକ୍ଷ  ଉପନିର୍ବାଚନ ...!! 

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସ୍ଥଗିତ !ସ୍ଥଗିତ ପାଇଁ ନିର୍ବାଚନ କମିଶନଙ୍କ ନିଦ୍ଦେଶ !ଆଜି ଦିଗପହଣ୍ଡି ବ୍ଲକ ଅଧକ୍ଷ୍ୟ ପଦ ପାଇଁ ହେଉଥିବା  ଉପନିର୍ବାଚନ ସ୍ଥଗିତ ! ବ୍ଲକରେ ମୋଟ 25 ସମିତିସଭ୍ୟ ,ମ୍ଯାଜିକ ନମ୍ବର 13 !ଦିଗପହଣ୍ଡିରେ ରାଜନୀତିରେ ବିବାଦ ଲାଗିରହିଛି !ମଙ୍ଗ କିଏ ଧରିବ ତାକୁନେଇ ଦ୍ଵନ୍ଦ ଲାଗିରହିଛି !ମୋଟ 25ଟି ପଞ୍ଚାୟତ ର 25 ଜଣ ସମିତିସଭ୍ୟ ଅଦକ୍ଷ ଚୟନ ପାଇଁ !ମତଦାନ କରିବେ ଏହି ଭଳି ସ୍ଥିତିରେ କିଏ ବାଜିମାତ କରିବ ତାକୁନେଇ ଚର୍ଚା !ତେବେ କୌଣସି ଅପୃତିକର ପରିସ୍ଥିତି କୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି !
ଗୋଟେ ଚଳଚଞ୍ଚଳ ପରିସ୍ଥିତି ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକରେ !ଦିଗପହଣ୍ଡି ସ୍ଥିତ ପୁଞ୍ଜିକଇଁ ଛକ ନିକଟରେ ଏହାର ଉତେଜନା ଦେଖିବାକୁ ମିଳିଛି !ବିଭିନ୍ନ ସ୍ଥାନରେ ଟାୟାର ଜାଲିଛନ୍ତି !ସେଇ ମାନଙ୍କ କହିବା କଥା କାହିଁକି ବାତିଲ କରାଗଲା !   ବ୍ଲକ କାଯ୍ୟଳୟ ଆଗରେ ଉତ୍ତେଜନା ସୃଷ୍ଟି ହୋଇଛି !
ବାହୁଶାଙ୍ଖ୍ୟ ରେ ଲୋକ ଅନୁଷ୍ଟିତ ଅଛନ୍ତି !ଘଟଣା ସ୍ତଳରେ ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ଉତୟନ କରାଯାଇଛି !ସୁରକ୍ଷା ବେବସ୍ତା କୁ କଡାକାଢି କରାଯାଇଛି !ଯେଉଁଭଳି ବିଶୁଙ୍ଖଳିତ ପରିସ୍ଥିତି ସୃଷ୍ଟି ନହୁଏ ସେଇଥି ପାଇଁ ପୋଲିସ ସଜାଗ ରହିଛି !
ନିର୍ବାଚନ ମଣ୍ଡଳୀ ପଯ୍ୟବେକ୍ଷକ ଦାହିତ୍ୟରେଥିବା ମାନସ ମଙ୍ଗରାଜ ପାଇଁ ମୁଣ୍ଡବ୍ୟଥାର କାରଣ ହେଇଛି ଏହି ପ୍ରକ୍ରିୟା !କାରଣ ଆଉ କିଛିଦିନ ପରେ ବିଧାନସଭା ନିର୍ବାଚନ ତେଣୁ  ଅଧକ୍ଷପଦ ହାତେଇବା ପାଇଁ କର ବା ମର ସଦୁସ୍ୟ ପାଲଟିଛି !

Tags :- # news # tvp news9 # tvp # tvpnews

Share With