ଖୋଲିଲା  ହୀରାକୁଦ ର ଆଉ ୫ଟି  ଗେଟ୍...!
ବନ୍ଧ ହେଲା ଟଳମଳ .......|
ଖୋଲିଲା ହୀରାକୁଦ  ଗେଟ୍...|
୯ ମିନିଟ ରହିଥିଲେ , ଭାଙ୍ଗି ଥାଆନ୍ତା ବନ୍ଧ |

ମାଡି ଆସୁଛି ଭୟଙ୍କର ବିପଦପୁଣି ଥରେ ଓଡିଶାରେ ହେବ ଜଳ ପ୍ରଳୟ |

ବୁଡିଯିବ ସବୁ ଜିଲ୍ଲା | ଓଡିଶାରେ ତାଣ୍ଡବ ରଚିବାକୁ ଯାଉଛି ହୀରାକୁଦ ର ପାଣି |

କାରଣ ପୁଣି ଖୋଲିଛି ହୀରାକୁଦର ଆଉ ୫ଟି ଗେଟ | ହୀରାକୁଦକୁ ନେଇ ବୃଦ୍ଧି ପାଉଛି ବିପଦ |

ଗୋଟେ ପଟେ ବନ୍ୟ ପରିସ୍ଥିତି ଯୋଗୁବିପଦ ସୃଷ୍ଟି ହୋଇଥିବାରୁ ଏବେ ସବୁଟି ଭୟ ଓ ଆତଙ୍କ |

ଥଳିଆ ଅଞ୍ଚଳର ଲୋକେ ଏବେ ବନ୍ୟା ଘେରରେ |ଏବେ ବନ୍ୟା ଜଳ ରାସ୍ତା ଘାଟରେ ସୁଅ ଛୁଟୁଥିବା ବେଳେ ଘରେ ବି  ପସିଲାଣି ବର୍ଷା ସହ ବନ୍ୟା ପାଣି |
ଓଡିଶାବାସୀ ଭୟ ଅଟଙ୍କାରେ ଥରୁଥିବା ବେଳେ ପୁଣି ଖୋଲିଛି ହୀରାକୁଦ ର ଗେଟ |

ଏବେ ରାଜ୍ୟରେ ବର୍ଷା  ପରିମାଣ କମିଥିଲେ ସୁଧା ଅନେକ ଗାଁ ଏବେ ଜଳବନ୍ଦୀ ହୋଇ ରହିଛି |

ଏହାରି ଭିତରେ ହୀରାକୁଦ ତାର ୫ଟି ଗେଟ ଖୋଲିଦେଇଛି ….|ଲୋକେ ଭୟ ରେ ତ୍ରାହି ତ୍ରାହି ଡାକିଲେଣି l
ବନ୍ଧବନ୍ଧ କତୃପକ୍ଷଙ୍କ କହିବା  ଅନୁଯାଇ ଆଉ କେତେ ସମ୍ଭାଳି ତାନ୍ତୁ| ଆଉ ସମ୍ଭାଳି ପାରିଲୁ ନାହିଁ|
ଆଉ ମାତ୍ର ୯ ମିନଟ ଅପେକ୍ଷା କରିଥିଲେ ଭାଙ୍ଗିଯାଇଥାନ୍ତା ହୀରାକୁଦ ଗେଟ |

ତେଣୁ ଅପରାହ୍ନରେ ଖୋଲିଦେଲୁ ଆଉ ୫ଟିଗେଟ୍ l
ଏବେ ମୋଟ ୭୦ଟି ଦେଇ ସୁ ସୁ ଗର୍ଜନ କରି  ମହାନଦୀକୁ ମାଡିଯାଉଛି ହୀରାକୁଦ ର ପାଣି |
ଅପର ପକ୍ଷରେ ହୀରାକୁଦର ମୋଟ ଜଳ ସରକ୍ଷଣ କ୍ଷମତା ହେଉଛି ମୋଟ ୬୩୦ ପୁଟ |

ପାଣି ବନ୍ଧ ଟପିବା ପୂର୍ବରୁ ଖୋଲିଛି ହୀରାକୁଦ ଗେଟ୍| ଏଣେ ବୁଡିବାକୁ ବସିଛି ଓଡିଶା|

ରାଜ୍ଯରେ ତଳିଆ ଅଞ୍ଚଳରେ ଥିବା ଶହ ଶହ ଗାଁ ଏବେବି  ବୁଡିରହିଛି  ବନ୍ୟା ଜଳରେ |   ହୀରାକୁଦ କିନ୍ତୁ ତାର ଗେଟ୍ ଖୋଲିବାରେ ଲାଗିଛି |

 ଗୋଟିଏ ପରେ ଗୋଟିଏ ଗେଟ୍ ଖୋଳୁଥିବାରୁ ଓଡିଶା ବୁଡିବାକୁ ଯାଉଛି |
ଉପର ମୁଣ୍ଡରେ ପ୍ରବଳ  ବର୍ଷା ଯୋଗୁ ଏବେ ହୀରାକୁଦକୁ  ପ୍ରତି ସେକେଣ୍ଡ ରେ ଅନ୍ୟୁର୍ଣ୍ଣ ୬ଲକ୍ଷ କିଲସେଟ ଜଳ ପ୍ରବେଶ କରୁଛି |
ତଥାପି ସ୍ଥିତି ଏବେ ସଙ୍କଟାପର୍ଣ୍ଣ ରହିଛି |୧୭ଟି ଗେଟ ଦେଇ ବନ୍ୟା ଜଳ ମଡିଆସୁ ଥିବାବେଳେ ଭୟରେ ଥରିଲେଣି ଓଡିଶାବାସୀ |

ବନ୍ଧ କତୃପକ୍ଷ କହୁଛନ୍ତି ଆମେବି କଣ କରିପରି ଥାନ୍ତୁ |   ଆଉ ୯ମିନଟ ଅପେକ୍ଷା କରିଥିଲେ ବନ୍ଧ ଟଳମଳ ହଠାତ୍‌ ଭାଙ୍ଗି ଯାଇଥାନ୍ତା |

ତେଣୁ ବାଧ୍ୟ ହୋଇ ଗେଟ୍ ଖୋଲିଦେଲୁ |
ଅଥଚ ଏପଟେ ଛତିଶଗଡ଼ ଏବେବି ତାର ମନାମାନୀ ଜାରି ରଖିବା ସହ  କଲମା ର ସମସ୍ତ ୬୬ଟି  ଗେଟ୍ ଖୋଲିଦେଇଛି l

ଯାହାର ଅଧିକାଂଶ ଜଳ ଏବେ ହୀରାକୁଦ ଭିତରକୁ ମାଡିଆସୁଛି....!!!!


ଏବେ ହୀରାକୁଦରେ ମୋଟ  ୨ଲକ୍ଷ ୨୦ହଜାର ଘନ ପୁଟର ଜଳ ପସୁଛି  ମହାନଦୀ କୁ l

 ହୀରାକୁଦର ଜଳସ୍ତର ୬୨୦ପୁଟ ଅତିକ୍ରମ କରି ସାରିଥିବା ବେଳେପୁଣି ପସୁଛି ଛତିଶଗଡ଼ର ପାଣି l
ହୀରାକୁଦର ଏବେ ୧୭ଟି ଗେଟ ଦେଇ ମାଡିଆସୁଛି ପାଣି l

ଯେଉଁଥିପାଇଁ ଭୟରେ ରହିଛନ୍ତି ତଳିଆ ଅଞ୍ଚଳର ଲୋକେ l

ବୁଡିବାକୁ ବସିଲାଣି ହଜାର ହଜାର ଗାଁl
 ଏଣୁ ଏବେ ଆଉ ତ୍ରାହି ନାହିଁ l
ନିଶ୍ଚିତ ଆସିବ ପ୍ରଳୟ.....!!!

ଆଉ ଓଡିଶାରେ ତାଣ୍ଡବ ରଚିବ ହୀରାକୁଦ ର ଜଳ....!!

ଚାଁହୁ ଚାଁହୁ ବୁଡ଼ିଯିବ ଓଡିଶା....!

Tags :- # news # tvp news9 # tvp # tvpnews

Share With