Trending
Saturday , May 18 , 2024

2024 ରେ ନିର୍ବାଚନରେ ଇତିଶ୍ରୀ ମୁର୍ମୁ ହେବେ କି ବିଜେପି ମୁଖ୍ୟମନ୍ତ୍ରୀ ...!!
ଇତିଶ୍ରୀ ମୁର୍ମୁ କଣ ସତରେ ରାଜ୍ୟରୁ ଲଢିବେ ...!!
ଇତିଶ୍ରୀ ମୁର୍ମୁ ନେବେ କି ଓଡିଶା ବିଜେପିର ନେତୃତ୍ଵ ...!!!!
ବିଜେପି ର ନାରିନେତ୍ରୀ ଭାବେ ହେବେ କି ପରିଚିତ ...!!!

ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ କୁ ଆଉ ମାତ୍ର କେଇ ଦିନ ! ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଝିଅ ଇତିଶ୍ରୀ ମୁର୍ମୁ ଙ୍କୁ ମିଳିବ ବିଜେପି ର ମୁଖ୍ୟମନ୍ତ୍ରୀ ଟିକେଟ ! ଓଡିଶା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକଳ୍ପ ଭାବେ ଲଢିବେ ଇତିଶ୍ରୀ ମୁର୍ମୁ ! ଏହାକୁ ନେଇ ଚାଲିଛି ଅଙ୍କକସା ! କେନ୍ଦ୍ରରେ ବିଜେପି ସରକାର ଗଠନ ପରଠାରୁ ଧର୍ମେନ୍ଦ୍ର ପ୍ରଧାନ ଲାଗି ପଡିଛନ୍ତି କିଏ ହବ ଓଡିଶାର ବିଜେପି ମୁଖ୍ୟମନ୍ତ୍ରୀ ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଇତିଶ୍ରୀ ମୁର୍ମୁ ହେବେ ବିଜେପି ର ମୁଖ୍ୟମନ୍ତ୍ରୀ ପାର୍ଥୀ ! ତାଙ୍କ ନେତୃତ ରେ ଆମେ ନିର୍ବାଚନ ଲଢିବୁ ! ଏହାକୁ ସମର୍ଥନ କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ! ସେପଟେ ଅପରାଜିତ ଷୋଡଙ୍ଗୀ ଏହାକୁ ସମର୍ଥନ କରିଛନ୍ତି !

ଇତିଶ୍ରୀ ମୁର୍ମୁ ଙ୍କ ତାଙ୍କ ଭବିଷତ ଭୂମିକା କୁ ନେଇ ରାଜ୍ୟ ବିଜେପି କ୍ୟାମ୍ପ ରେ ଭିନ୍ନ ଗୁଞ୍ଜରଣ ସୃଷ୍ଟି ହେଲାଣି ! ଇତିଶ୍ରୀ ମୁର୍ମୁ ଙ୍କୁ ରାଜ୍ୟ ବିଜେପି କାର୍ଯ୍ୟଲୟରେ  ସ୍ଵାଗତ ସମ୍ବାଧନା କାର୍ଯ୍ୟକର୍ମରେ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଆପଣ ଆମ ରାଜ୍ୟର ଗୌରବ ,  ଆପଣଙ୍କ ନେତୃତରେ ଆମ ରାଜ୍ୟ ସୁରକ୍ଷିତ ରହିବ ! ସବୁ ବେଳେ କିଏ ହବ ବିଜେପି ର ମୁଖ୍ୟମନ୍ତ୍ରୀ, ଏହି ଭଳି ପ୍ରଶ୍ନ କରି ଆସୁଥିଲେ ବିରୋଧୀ  ଦଳ ନେତା ମାନେ ! 2024 ର ଲଢେଇ କିଭଳି ହବ ଓ ବିଜେପି ପ୍ରତି ଲୋକ ସମର୍ଥନ କିଭଳି ବଢିବ ଏହା କୁ ନେଇ ଚାଲିଛି ଜରଦାର ପରସ୍ତୁତି !

2024 ରେ ଓଡିଶା ବିଜେପି ର ଚେହେରା ଇତିଶ୍ରୀ ମୁର୍ମୁ ତାକୁ ନେଇ ଚର୍ଚା ହେଉଥିବାବେଳେ ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ  ଏହି ମନ୍ତବ୍ୟ ବେସ  ଗୁରୁତ୍ଵ ରଖୁଛି ! କାରଣ ତୃଣମୂଳ ସ୍ତରରେ ସଂଗଠନ କୁ ମଝବୁତ କରିବାରେ ଓଡିଶା ବିଜେପି ର ଉଦ୍ୟମ ଜାରିରଖିଛି ! ବିଜେପି ର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା ! ଏ ନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟର ପ୍ଳାନ ! ମୋଦି ସରକାରଙ୍କ ସଫଳତା ବାର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଦଳ ଫୋକସ କରୁଛି !ଏହି ଭଳି ସ୍ଥିତିରେ ବିଜେପି ର ଏକ ନୂଆ ଚେହେରା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଝିଅ ଇତିଶ୍ରୀ ମୁର୍ମୁ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ! 2024 ରେ ବିଜେପି ଓଡିଶାରେ ସରକାର ତିଆରି କରିବବୋଲି ସମସ୍ତ ବିଜେପି କେନ୍ଦ୍ର ମନ୍ତ୍ରୀ ଓ ମନ୍ତ୍ରୀ ମାନେ ବୟାନ ରଖିଛନ୍ତି !

ବୁରୋ ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With