ବିଜେଡି ଆଣିଲେ ସୌମ୍ୟଙ୍କ ଉପରେ ମିଛ ଅଭିଯୋଗ.....!!!!
ଉପସଭାପତିରୁ ହଟିଯିବେ କି ସୌମ୍ୟ ରଞ୍ଜନ ...!!!
ଖୁବ୍ ମାତ୍ରାରେ ବଢୁଛି ସୌମ୍ୟଙ୍କ ଟେନ୍ ସନ୍.....!!!!
ଆସନ୍ତୁ ଜାଣିବା ଏହା ପଛରେ କଣ ଚାଲିଛି ଷଡଯନ୍ତ୍ର .....!!!!!!
ହଁ “ଦର୍ଶକ ବନ୍ଧୁ”
ବିଜେଡିରେ ଆହୁରି ତେଜିଲେ ସୌମ୍ୟ ଝଡ ପୁଣି ବିବାଦକ ସମ୍ପାଦକ ଏବଂ ଦଳ ବିରୋଧୀ ମନ୍ତବ୍ୟ ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ବିରୋଧୀରେ ବିଜେଡି କଢା କାଢି ଭାବେ ନେଇଛି ଆକ୍ସନ | ବିଜେଡ଼ିରୁ ଉପ ସଭାପତି ପଦରୁ ସୌମ୍ୟଙ୍କୁ ହଟାଇ ଦିଆଯାଇଛି | ସୌମ୍ୟଙ୍କୁ ଉପସଭାପତି ରୁ ହଟାଇଛନ୍ତି ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ | ଏନେଇ ବିଜେଡି ମୁଖ୍ୟ କାର୍ଯ୍ୟ ପକ୍ଷରୁ ବିଜ୍ଞାପତି ପ୍ରକାଶ ପାଇଛି ।
ବିବାଦୀୟ ସମ୍ପାଦକ ଦକ୍ଷକ ସମ୍ପର୍କ କୁ ନେଇ ସୌମ୍ୟରଞ୍ଜନ ଦଳ ବିକ୍ଷେପରେ ନିଷ୍ପତି ନେବାପରେ ତାଙ୍କ ସ୍ଵରରେ ନିରବି ନଥିଲା । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ୍ କହିଛନ୍ତି..!! ଯେଉଁଠି କୃତଜ୍ଞତା ନଥାଏ ସେଠାରେ ଇଶ୍ଵର ମଧ୍ୟ ସହାୟତା କରେ ନାହିଁ | ବିଜେଡିରେ ରହିଛନ୍ତି ସଂସଦକ ଅହମଦ୍ ପଟ୍ଟନାୟକ ! ଏବଂ ତାଙ୍କ ସହକର୍ମୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସା ହରାଇଛନ୍ତି ସୌମ୍ୟରଞ୍ଜନ..!! ସାଧାରଣ ଲୋକ ମାନେ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ପାରୁଛନ୍ତି ଏବଂ ତାସହ ଅଭିଯୋଗ ମଧ୍ୟ ଆଣୁଛନ୍ତି ତାହା ଠିକ୍ ନୁହଁ । ଏସବୁ କାର୍ଯ୍ୟନୁଷ୍ଠାନ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଜାରି ରଖି, କହିଛନ୍ତି ଉପସଭାପତି ପଦରୁ ଓହରିବା ପରେ ମଧ୍ୟ ସୌମ୍ୟ ରଞ୍ଜନ ଭାବୁନାହାନ୍ତି ଯେ ଏମିତି କିଛି ବି ମୁଁ ହରାଇଛି ବୋଲି | ତେଣୁ ଉପସଭାପତି ଭାବେ ଏମିତି କ’ଣ କରୁଥିଲେ ଯେ ସେହି ପଦକୁ ଛାଡିବା ପରେ ମଧ୍ୟ ହିସାବ ମାଗିଲେ |
କାରଣ ସୌମ୍ୟରଞ୍ଜନାଙ୍କୁ ସଭାପତି ରୁ ଉପସଭାପତିରେ ସ୍ଥାନ ଦେଇଥିଲେ | କିନ୍ତୁ ଏବେ ସେଥିରୁ ଅନ୍ତର କରିଛନ୍ତି ବୋଲି ସୋମାଲୋଚନା କରିଥିଲେ..!! ତେବେ ତାଙ୍କ ନାମରେ ଆସିଥିବା ଦସ୍ତଖତ ମିଛ ନା ସତ ତାହା କୁ ନେଇ ସନ୍ଧେହ ଘେରାରେ ରହିଛନ୍ତି ସୌମ୍ୟ ରଞ୍ଜନ..!! ତାଙ୍କ ଏପରି ଆକ୍ସନ ଉପରେ ବସିଛନ୍ତି ବିରୋଧୀ ବିଜେପି ନେତା | ଆହୁରି ବିଜେପି ନେତା ପ୍ରଦୀପ ରହିତ୍ କହିଛନ୍ତି ଯେ ସୌମ୍ୟଙ୍କୁ ଯଦି ଏହି ଦଳରୁ ବାହାର କରିଦେଲେ ବିଜେଡି ନେତା ଶକ୍ତିଶାଳୀ ହୋଇପାରିବେ ନାହିଁ | କିନ୍ତୁ ସୌମ୍ୟ ରଞ୍ଜନ ଉପରେ ବ୍ଲାକ ମେଲ୍ କରିବାର ଅଭିଯୋଗ ଆଣିଛନ୍ତି ବିଜେଡି ଦଳ |
ଏନେଇ ଖୁବ୍ ଚର୍ଚା ରେ ଅଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ .......!!!!
ବ୍ୟୁର ରିପୋର୍ଟ TVP NEWS 9 ……..!!!