Trending
Saturday , May 18 , 2024

ସୁଯୋଗର ଅପେକ୍ଷାରେ ରହିଛି ପିଜେପି .......!!
ଓଡିଶାରୁ ପ୍ରତେକ କୋଣରୁ ଶୁଭିଲାଣି ବିଦ୍ରୋହର ସ୍ଵର .......!!

“ ହଁ ଦର୍ଶକ ବନ୍ଧୁ “......!!
ସମସ୍ତଙ୍କ ପାଇଁ ବିକଳ୍ପର ମାର୍ଗ କାଳେ ବିଜେଡି  ! ବିଜେପି ବି ମଧ୍ୟ ସେପଟେ ସୁଯୋଗ ଅପେକ୍ଷାରେ ଦ୍ଵାର ଖୋଲି ବସିଛି ।ସୁଯୋଗ ମିଳିବା ମାତ୍ରେ  ସମସ୍ତ ବିଜେଡି ନେତା ମାନଙ୍କୁ ଟାଣି ନେଇ ବିଜେଡିର ସଂଗଠନକୁ ଭାଙ୍ଗିଦେବ ବୋଲି କହିଛି ବିଜେପି । ସଞ୍ଜୟ ଦାସ୍ ବରର୍ମା ହେଉଛନ୍ତି ବିଜେଡ଼ିର ସବୁଠାରୁ ଜଣା ଶୁଣା ଆଉ ଅସନ୍ତୁଷ୍ଟ ନେତା । ସେ ଖୋଲା ଖୋଲି ଭାବେ ବିଦ୍ରୋହ କରିଥିଲେ , କିନ୍ତୁ ଏବେ ଯାହା ଜଣାପଡୁଛି ଯେ ସଞ୍ଜୟ ବରର୍ମା ଦଳ ଭିତରେ ସନ୍ତୁଷ୍ଟ ନାହାନ୍ତି । ତାଙ୍କୁ ମନେଇବା ପାଇଁ ତାଙ୍କ ଦଳ ଯେତେ ଚେଷ୍ଟା କରିଲେ ମଧ୍ୟ ସେ ବୁଝିବା ଓ ମାନିବାକୁ ନାରାଜ । ଆଉ ଏବେ ପୁରୀରେ ବିଜେଡ଼ିର  ଯେଉଁ ପରିସ୍ଥିତି ରହିଛି ,ଯଦି ସଞ୍ଜୟ କିଛି ଭୁଲ ଭଟକା କରନ୍ତି , ତାହାଲେ ବିଜେଡ଼ିର ପରିସ୍ଥିତି ସମ୍ପୂନ ରୂପେ ଖରାପ ହୋଇଯିବ । ଆଉ ଏପଟେ ଉତ୍ତରଓଡିଶା ପଟେ ଦେଖିଲେ ବାଲେଶ୍ବର ରବିନ୍ଦ୍ର ଜେନା କୁଆଡେ ଖୁସି ନାହାନ୍ତି । ତାଙ୍କୁ ମଧ୍ୟ ବିଦ୍ରୋହ ମୁଦ୍ରାରେ ଚାପି ଦିଆ ଯାଇଛି । କିନ୍ତୁ ସେ କେବେ କିଛି ମୁହଁ ଖୋଲି କହିପାରିନାହାନ୍ତି । ଯାହା ଜଣାପଡୁଛି ଯେ ସେ ଶେଷ ସମୟରେ ବିଜେଡ଼ିର ହାତ ଧରିପାରନ୍ତି । ଦକ୍ଷିଣ ଓଡିଶାର ଏମ୍  ଭାସ୍କର ରାଉତ୍ ଏବଂ ରବି ନନ୍ଦ ଏହି ଦୁଇ ଜଣ କୁଆଡେ ଆଗରୁ ହିଁ ସଙ୍ଗଠନରୁ ଗଣଠେସା  ହୋଇ ରହିଛନ୍ତି ।ଏହି ଦୁଇ ଜଣକୁ ସଭାରେ ସମସ୍ତ ଲୋକ ମାନଙ୍କ ସାମ୍ମାରେ  ବେଜିତ୍ ମଧ୍ୟ କରଯାଇଥିଲା ।

 
ପଶ୍ଚିମ ଓଡିଶାର  ସୁଶାନ୍ତଙ୍କ ହାତରେ ବିଜେଡ଼ିର ଏକ ବଡ ସଂଗଠନ ରହିଛି । ସୁଶାନ୍ତ ପୁଣି ମନ୍ତ୍ରୀ ପଦକୁ ଫେରିବ ବୋଲି ତାଙ୍କ ଦଳରେ ସମସ୍ତେ ଖୁସି ଥିବା ସହିତ ବହୁତ ଚର୍ଚ୍ଛା ମଧ୍ୟ ହୋଇଥିଲା । ଶେଷରେ ସେ ମନ୍ତ୍ରୀ ପଦ ପାଇ ପାରିନଥିଲେ । ତାଙ୍କ ବଦଳରେ ସରଦା ନାୟକଙ୍କୁ ମିଳିଥିଲା ମନ୍ତ୍ରୀ ପଦ । ଯାହା ଫଳରେ  ସୁଶାନ୍ତଙ୍କୁ ସମର୍ଥନ କରୁଥିବା ତାଙ୍କ ଦଳର ଦଳୀୟ ନେତା ମାନେ ରାଗରେ ଗର ଗର ହେଉଛନ୍ତି । ତେବେ ପ୍ରଶ୍ନଉଠୁଛି ଯେ କାହା ଇଙ୍ଗିତରେ ଏହା ହୋଇଛି । ତାଙ୍କର କାହା ସହିତ ସମ୍ପର୍କ ଖରାପ ଅଛି । କିନ୍ତୁ ସୁଶାନ୍ତ ସିଂଙ୍ଗ ବିଜେଡିରେ ଖୁସି ନାହାନ୍ତି ! ଯଦି ଏହି ଚାରିରୁ ପାଞ୍ଚ ଜଣ ନେତା ଯଦି ବିଜେଡି ଆଡକୁ ମୁହାଇବେ ତାହାଲେ ବିଜେଡ଼ିର ସ୍ଥିତି ଗମ୍ଭୀର ହୋଇଯିବ । ଏବେ ବିଜେଡି ପାଇଁ ସବୁଠୁ ବଡ ସମସ୍ୟ ହେଲା ବିଦ୍ରୋହୀ ନେତା ,ସବୁଠି ବିଦ୍ରୋହୀ ମାନଙ୍କର ଉପସ୍ଥିତି ଦେଖା ଗଲାଣି । ଏମାନେ ଯଦି ବିଜେଡି ଆଡକୁ ଢଳିବେ ତାହାଲେ ବିଜେଡିର ଅବସ୍ଥା ବହୁତ ସ୍ଵଶ୍ଚନିୟ ହୋଇପଡିବ । ବିଜେଡି ମଧ୍ୟ ଜାଣି ସାରିଲାଣିଜେ ତାର ଅବସ୍ଥା ଏବେ ଖରାପ ହେବ । ଏପଟେ ବିଜେପି ମଧ୍ୟ କିଛି ପୁରୁଖା ନେତାଙ୍କୁ ଧରି ବିଜେଡିର ନେତା ମାନଙ୍କୁ ଟାଣି ଆଣିବ ବୋଲି କହିଛି । 
        ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With