ପୈତୃକ  ସମ୍ପତ୍ତିରେ ବୋହୁର ଭାଗ ନାହିଁ.....!!!!! 
                  ସମ୍ପତ୍ତି ଭାଗକୁ ନେଇ ରହିଛି ଅନେକ ନିୟମ.....!!!!
                 କିନ୍ତୁ ବାପାଙ୍କ ସମ୍ପତ୍ତିରୁ ଭାଗ ନେଇ ପାରିବ ଝିଅ....!!!!!!
                  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ... ସ୍ୱାମୀଙ୍କ ସମ୍ପତ୍ତି ଉପରେ ସ୍ତ୍ରୀର ଅଧିକାର ନାହିଁ....!!!!
  କାହିଁକି ଏମିତି ହୋଇଥିଲା ସମସ୍ୟା.........!!!!  
  ଆସନ୍ତୁ ଜାଣିବା କ’ଣ ରହିଛି ଏହାକୁ ନେଇ ଆଲୋଚନା ......!!!
   ହଁ “ଦର୍ଶକ ବନ୍ଧୁ”..........!!!!! 
                    କିନ୍ତୁ ସେ ଚାହିଁଲେ ଶ୍ଵଶୁରଙ୍କ ସମ୍ପତି ରେ ଭାଗ ନେଇ ପାରିବେ | ମହିଳା ମାନଙ୍କୁ ସେମାନଙ୍କର  ପୈତୃକ ସମ୍ପତି ଅର୍ଥାତ୍ ପିତାଙ୍କର ସମ୍ପତି ରେ ପୁରୁଷଙ୍କ  ପରି ସମାନ ଅଧିକାର ମିଳିଥାଏ | ତେବେ ଦେଶରେ ଅଧିକାଂଶ ମହିଳା ପିତାଙ୍କର ସମ୍ପତିରେ ଅଂଶ ଗ୍ରହଣ କରନ୍ତି ନାହିଁ | କିନ୍ତୁ ଆପଣମାନେ ଜାଣନ୍ତି କି ସ୍ଵାମୀ ଏବଂ ଶ୍ଵଶୁର ସମ୍ପତି ମହିଳା ମାନଙ୍କର କେତେ ଅଧିକାର ରହିଥାଏ | ସାଧାରଣତ ବିଶ୍ବାସ କରାଯାଏ ଯେ ସ୍ଵାମୀଙ୍କର ସମ୍ପତି ପତ୍ନୀଙ୍କର ସମ୍ପୂନ ଅଧିକାର ନିଶ୍ଚିତ ରହିଛି | କିନ୍ତୁ ଏହା ସମ୍ପୂନ ସଠିକ୍ ଅଧିକାର ନୁହେଁ .....! ବିବାହ ପରେ ମହିଳା ମାନେ ନିଜ ପିତା ମାତାଙ୍କ ଘର ଛାଡି ସ୍ଵାମୀଙ୍କ ଘରେ ରହିବା ଅରମ୍ଭା କରନ୍ତି | ଏହିପରି ପରିସ୍ଥିତିରେ  ଏହା ମଧ୍ୟ ସେମାନଙ୍କର  ଘରହୋଇଯାଏ | କିନ୍ତୁ ଏହା ସେହି ସ୍ବାମୀଙ୍କର ସମ୍ପତି ଉପରେ ଅଧିକାର ଦେଇନଥାଏ | ଅଧିକାଂଶ ଲୋକ ବିଶ୍ବାସ କରନ୍ତି ଯେ ସ୍ଵାମୀଙ୍କର ସମ୍ପତି ଉପରେ ପତ୍ନୀଙ୍କର ସମ୍ପୂନ ଅଧିକାର ରହିଛି ବୋଲି କୁହାଯାଏ | କିନ୍ତୁ ଏହା ସଠିକ୍ ନୁହେଁ ପତ୍ନୀକ ବ୍ଯତୀତ ଅନ୍ୟ କେହି ସଦସ୍ୟ ମଧ୍ୟ ଏହି ସମ୍ପତି ଉପରେ ଅଧିକାର ରହିଛି | ଯଦି କୌଣସି ସମ୍ପତି ସ୍ଵାମୀ ଦ୍ଵାରା ଅର୍ଜନ କରାଯାଏ ତେବେ ସେହି ଜାଗାରେ ପତ୍ନୀ ଆଉ ମାଆ  ଏବଂ ପିଲାମାନେ ମଧ୍ୟ ଏହା ଉପରେ ଅଧିକାର ଗ୍ରହଣ କରିଥାନ୍ତି | ଯଦି କୌଣସି ବ୍ୟକ୍ତି ଇଛା କରନ୍ତି ତାଙ୍କ ମୃତ୍ୟୁ  ପରେ ନୋମିନୀ ତାଙ୍କ ସମ୍ପତି ର ନୋମିନୀ ମଧ୍ୟ ତାଙ୍କ ପତ୍ନୀ ହୋଇପାରନ୍ତି | ଅନ୍ୟ ପଟେ ଯଦି ଜାଣେ ବ୍ୟକ୍ତି ବିନା ଇଛାରେ ମରିଯାଏ ତୋ ତାହାହେଲେ ତାଙ୍କ ସମ୍ପତି ତାଙ୍କ ପତ୍ନୀ ଆଉ ମାଆ ଏବଂ ପିଲାଙ୍କ ମଧ୍ୟରେ ସମାନ୍ ଭାବରେ ବାଣ୍ଟି  ଦିଆଯାଏ | ଯଦି କୌଣସି ମହିଳାଙ୍କର ସ୍ଵାମୀ ମରିଯାଏ ତାହାହେଲେ ସେହି ମହିଳାଙ୍କର  ପୈତୃକ ଉପରେ ସଠିକ୍ ଅଧିକାର ନୁହେଁ | ତେବେ ସ୍ବାମୀଙ୍କର ମୃତ୍ୟୁ ପରେ ଜାଣେ ମହିଳାକୁ ଶାଶୁ ଘରୁ ବାହାର କରି ଦିଆଯାଇପାରିବ ନାହିଁ  ବୋଲି ଉଚିତ୍ କରାଯାଇଛି | କିନ୍ତୁ ଶାଶୁ ଘର ଲୋକ ମହିଳା ଙ୍କୁ ରକ୍ଷଣ ବେକ୍ଷଣ ଦେବାକୁ ପଡିବ |  ପରେ ଶାଶୁ ଘର ସ୍ଥିତିକୁ ଆର୍ଥିକ କାଳୀନ ଉପରେ ରକ୍ଷଣ , ବେକ୍ଷଣ ଦେବାକୁ ପଡିବ ବୋଲି ନିଷ୍ପତି ନିଆଯାଇଛି କୋର୍ଟ ରେ ତାଙ୍କର ଯଦି ପିଲା ଥାଏ ତାହାଲେ ସେ ପିତାଙ୍କର  ସମ୍ପୂନ୍ନ ସମ୍ପତି ଅଧିକାର ପାଇଥାନ୍ତି | ଯଦି ଗୋଟେ ବିଧବା ମହିଳା ଆଉ ଥରେ ବିବାହ କରନ୍ତି ତୋ ତାହା ବନ୍ଦ ହୋଇଯିବ | ତେବେ ଗୋଟେ ମହିଳା ତାଙ୍କ ସ୍ବାମୀଙ୍କ ଠାରୁ ଛାଡ ପତ୍ର ପାଅନ୍ତି ତେବେ ତାଙ୍କ ସ୍ଵାମୀ ଙ୍କୁ ସମ୍ପତିର ରକ୍ଷଣ ବେକ୍ଷଣ ଫେରି ପାଇବେ | ଉଭୟ ସ୍ଵାମୀ ଆଉ ସ୍ତ୍ରୀ ଆର୍ଥିକ ସ୍ଥିତି କୁ ଆଧାର କରି ଏହା ମଧ୍ୟ ସ୍ତିର କରାଯାଇଛି | ଛାଡ ପତ୍ର ମାମୁଲାରେ ମାସିକ ରକ୍ଷଣ ବେକ୍ଷଣ ବ୍ୟତିତ ସମାଧାନ ଆଦିର ବିକଳ୍ପ ମଧ୍ୟ ପରିଲୁପ୍ତ| ଯଦି ଛାଡ ପତ୍ର ପରେ ମହିଳାଙ୍କର ସନ୍ତାନ ଥାଏ ତୋ ତାଙ୍କର ମଧ୍ୟ ରକ୍ଷଣ ବେକ୍ଷଣ ଦେବାକୁ ପଡିଥାଏ |
   ବ୍ୟୁର ରିପୋର୍ଟ  TVP NEWS9

Tags :- # news # tvp news9 # tvp # tvpnews

Share With