Trending
Saturday , May 18 , 2024

ପାକିସ୍ତାନ ଟିମ କୁ ଜବାବ ଦେଲା ଭାରତ !
ଏଷିଆ କପରେ ରେ ପୁଣି ଭାରତ ପାକିସ୍ତାନ ଘୋମାଘୋଟ ଲଢେଇ !
ପାକିସ୍ତାନକୁ ସୋଚନୀୟ ଭାବେ ପରାସ୍ତ କଲା ଭାରତ !

ଏଷିଆ କପ ପାଇଁ ଭାରତ ଓ ପାକିସ୍ତାନ ମ୍ୟାଚ ଖୁବ୍ ରମାଞ୍ଚକର ! ପ୍ରଥମେ ବେଟିଙ୍ଗ କରିଥିବା ଭାରତ ଆରମ୍ଭରୁ ଧମାଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ! ରୋହିତ ଓ ଗିଲ ଙ୍କ ଜବରଦସ୍ତ ବେଟିଙ୍ଗ ପ୍ରଦର୍ଶନ  ପାକିସ୍ତାନ ବଲର ଙ୍କୁ ପ୍ରଭାବ ପକାଇଥିଲା ! ରୋହିତ ଶର୍ମା 4 ଟି ଛକା 6 ଟି ଚଉକା ମାରି ରନ୍ ହାସଲ କରିଥିବା ବେଳେ ଶୁଭମ ଗିଲ 10 ଚଉକା ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ ! ପରେ ବିରାଟ କୋହଲି ଓ K.L ରାହୁଲ ଙ୍କ ଭୟଙ୍କର ପ୍ରଦର୍ଶନ କରିଥିଲେ  ! K.L ରାହୁଲ 106 ବଲ ରେ 111 ରନ୍ କରିଥିବାବେଳେ 94 ବଲରେ 122 ରନ୍ କରି ପରାଜିତ ହୋଇଛନ୍ତି ! ଭାରତ 50 ଅଭର ରେ 2 ଟି ୱିକେଟ ହରାଇ 356 ରନ୍ କରିବାରେ ସଫଳ ହୋଇଛନ୍ତି !  ପାକିସ୍ତାନ ଏହି ମ୍ୟାଚ  ରେ ଲଜ୍ୟା ଯନକ ପରାଜୟ କୁ ସାମ୍ନା କରିଛି !

ପାକିସ୍ତାନ ଟିମ କୁ 357 ରନ୍ ହାସଲ କରିବା ମହଙ୍ଗା ପଡିଯାଇଥିଲା ! ଭାରତୀୟ ବଲର ମାନେ ଏହି ମ୍ୟାଚରେ  ଦମଦାର ପ୍ରଦର୍ଶନ ଦେଖାଇ ପାକିସ୍ତାନ କୁ ମାତ୍ର 128 ରନ୍ ରେ ଆଲ୍ଲାଉଟ କରିଦେଇଥିଲେ ! ଭାରତୀୟ ଟିମ ପକ୍ଷରୁ ଚମତ୍କାର ଦେଖାଇ ଏହି ମ୍ୟାଚ ରେ ବିରାଟ କୋହଲି ଙ୍କୁ ମେନ ଅଫ ଦା ମ୍ୟାଚ ଦିଆଯାଇଛି ! ଯାହା ଫଳରେ ଭାରତ ଟିମ ୱିନ ହୋଇଯାଇଛି ! ଏହି ମ୍ୟାଚ କେବେଳ ସମ୍ଭବ ହୋଇପାରିଛି ଗ୍ରାଉନ୍ଡ ଷ୍ଟାଫ ରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ..!! ଯେତେବେଳେ ବର୍ଷା କାରଣରୁ ଝାଳବୁହା ପରିଶ୍ରମ କରିଥିଲେ ଗ୍ରାଉନ୍ଡ ଷ୍ଟାଫ, ଯାହା ଫଳରେ ମ୍ୟାଚ  ସ୍ଥଗିତ ରହିଥିଲା ! ବର୍ଷା ହେବା ଫଳରେ ଗ୍ରାଉନ୍ଡ ଷ୍ଟାଫ ବ୍ୟକ୍ତି ମାନେ ପଡିଆ କୁ ଓଦାରୁ ରକ୍ଷା କରିବା ପାଇଁ ସିଲିକନ ମ୍ୟାଟ ସାହାଯ୍ୟରେ ପଡିଆ କୁ କଭର କରିଦେଇଥିଲେ..!! ଯାହା ଫଳରେ ମ୍ୟାଚ ପୁଣିଥରେ ଆରମ୍ଭ ହୋଇଥିଲା ! ଯାହା ଭାରତ ଟିମ ପାଇଁ ବିଜୟ ଆଣିବାରେ ସଫଳ ହୋଇଛି !

ମ୍ୟାଚ୍ ଜିତିବା ଖୁସିରେ ଗ୍ରାଉନ୍ଡ ଷ୍ଟାଫ ବ୍ୟକ୍ତି ମାନଙ୍କୁ ମ୍ୟାଚ ରେ ପାଇଥିବା ଟଙ୍କା ଦାନ କଲେ ରୋହିତ ସର୍ମା  ଓ ବିରାଟ କୋହଲି ! ପାକିସ୍ତାନ କୁ ହରାଇଲେ ମହାନତା ଦେଖାଇଲେ ! ସବୁ ଟଙ୍କା ଶ୍ରୀଲଙ୍କା ର ଗ୍ରାଉନ୍ଡ ଷ୍ଟାଫ କୁ ଦେଇଥିଲେ ଆଉ ପାଖରେ ଟଙ୍କାଟେ ମଧ୍ୟ ରଖିଲେ ନାହିଁ...! 
ବ୍ୟୁରୋ ରିପୋର୍ଟ...TVP NEWS 9

Tags :- # news # tvp news9 # tvp # tvpnews

Share With