Trending
Sunday , April 27 , 2025

ଭାରତରେ ରହିଛି ଅନେକ ବିଳାସ ପୂର୍ଣ୍ଣ ଟ୍ରେନ........!!!

ଦିନକୁ ଏକ ଲକ୍ଷ ପରେ ରହିଛି ଟ୍ରେନ ଭଡା....!!!

ଗ୍ରାହକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା......!!!!!

ଯଦି ଆମେ ଭାରତର ବିଳାସ ପୂର୍ଣ୍ଣ ଟ୍ରେନ ବିଷୟରେ ଆଲୋଚନା କରିବା.... ତେବେ ପ୍ରଥମେ   ପ୍ୟାଲେସ ଅନ will ଟ୍ରେନ ଚର୍ଚ୍ଚା କୁ ଆସିବ....!!!କାରଣ ପ୍ୟାଲେସ ଅନ will ହେଉଛି  ଭାରତର ବିଳାସ ପୂର୍ଣ୍ଣ ଟ୍ରେନ ମଧ୍ୟରୁ ସର୍ବତମ....!!!!

ଯେଉଁଥିରେ ପାଞ୍ଚ ତରକା ହୋଟେଲ, ବିଳାସ ପୂର୍ଣ ବାର , ର୍ରେଷ୍ଟୁରାଣ୍ଟ ଭଳି କୋଠରୀ ଲୋକମାନଙ୍କୁ ଆକର୍ଷିତ କରିଥାଏ.....!!!!

 ତେବେ ଏହି ଟ୍ରେନ ଗୁଡିକର ଭଡା ମଧ୍ୟ ଲକ୍ଷ ଲକ୍ଷ ରହିଛି....!!!!


କିନ୍ତୁ ଆପଣ ଜାଣନ୍ତିକି କେବଳ ପ୍ୟାଲେସ on will ନୁହେଁ, ଭାରତରେ ଏପରି ଅନେକ ବିଳାସ ପୂର୍ଣ୍ଣ ଟ୍ରେନ ରହିଛି |
ଯାହା ଅନେକ ଆରମ ଏବଂ ଅତ୍ୟାଧୁନିକ ସୁବିଧା ପ୍ରଦାନ କରେ |
ଏହି ବିଳାସ ପୂର୍ଣ୍ଣ ଟ୍ରେନ ଗୁଡ଼ିକ ମଧ୍ୟରେ ରହିଛି  ମହାରାଜା "ଏକ୍ସପ୍ରେସ ",
ମହାରାଜ "ଏକ୍ସପ୍ରେସ " ମଧ୍ୟ ପ୍ୟାଲେସ on will ପରି, ଏବଂ ଏହା ରାଜସ୍ଥାନ ରେ ଉପଲବ୍ଧ.....!!!

ଏହି ଟ୍ରେନ ଆପଣଙ୍କୁ ଆଗ୍ରା ଟାରୁ ଜୟପୁର ଓ ବିକାନାଡା  ପର୍ଯ୍ୟନ୍ତ ଭ୍ରମଣର ଆନନ୍ଦ ପ୍ରଦାନ  କରିବ...!!!!

ମହାରାଜା ଏକ୍ସପ୍ରେସ ରେ ବିଭିନ୍ନ ଟୁର ରହିଛି |

ଯଦି ଆମେ ଭଡା ବିଷୟ ରେ କଥା ବାର୍ତ୍ତା କରିବା ତ ତେବେ ଆପଣଙ୍କୁ 
                                            ସ୍ପେଶାଲ, ସୁଟ ପାଇଁ   ୨୪ହଜାର ,୮୯୦ ଡୋଲାର ଅର୍ଥାତ୍ ୨୦,୪୭,୪୪୫  ଟଙ୍କା ଦବାକୁ ପଡିବ |
ଏବଂ ସାଧାରଣ ସୁଟ  ପାଇଁ ୧୪,୪୯୦ ଦୋଲାର ଅର୍ଥାତ୍ ୧୧,୫୧୯୪୩ ଟଙ୍କା ଦବାକୁ ପଡିବ |

ଏହା ଆପଣ ଙ୍କ ୭ ଦିନ ଯାତ୍ରା ର ସମ୍ପୂର୍ଣ ମୂଲ୍ୟ ରହିବ |

ଡେକାନ ଓଡିଶୀ ଟ୍ରେନ ରାଜସ୍ଥାନ ବ୍ୟତିତ ଏହି ଟ୍ରେନ   ଅନ୍ୟ ରାଜ୍ଯରେ ମଧ୍ୟ ଯାତ୍ରା କରିଥାଏ |

ଡେକାନ  ଓଡିଶୀ ଟ୍ରେନ ମାଧ୍ୟମରେ ଆପଣ  କୋଲହାପୁର ,ଆଗ୍ରା,  ନାସିକ, ମୁମ୍ବାଇ ,ଉଦ୍ଧୟପୁର ଏହି ସହର କୁ ଯାଇପାରିବେ |

ଏଥିରେ ଅଧିକାଂଶ ୭ଦିନିଆ ଭ୍ରମଣ ରହିଛି | ଯେଉଥିରେ ଅପଣଙ୍କୁ ୧୭,୮୫୦  ଡୋଲାର ଅର୍ଥାତ୍ ସ୍ଵତନ୍ତ୍ର ସୁଟ ପାଇଁ ୧୪,୪୮,୩୩୬ ଟଙ୍କା ଏବଂ ସାଧାରଣ ସୁଟ ପାଇଁ ୯,୭୮,୮୫୧ ଟଙ୍କା ଦେବାକୁ ପଡିବ |

ଗୋଲ୍ଡେନଚେରିଅମ ଟ୍ରେନ ଏହି ଟ୍ରେନ କର୍ଣାଟକ ଓ ଦକ୍ଷିଣାଚଳ ପାଇଁ ପ୍ରସିଦ୍ଧ|ଏହି ଟ୍ରେନ କର୍ଣ୍ଣାଟକ ର ପର୍ଯ୍ୟଟନ ସ୍ଥାନ କୁ ଦର୍ଶାଇଥାଏ |
ଏହା ମାଧ୍ୟମରେ ଆପଣ ବିଳାସ ପୂର୍ଣ୍ଣ ଯାତ୍ରା ସହିତ କର୍ଣ୍ଣାଟକର ସୁବର୍ଣ୍ଣ ସ୍ଥାନ ଗୁଡ଼ିକ ଯାଇପାରିବେ,

  ଏହା ବ୍ୟତିତ  ରାମାୟଣ ସର୍କିଟ, ଓ ବୌଦ୍ଧ ସର୍କିଟ ଭଳି ଟ୍ରେନ ମଧ୍ୟ ଚାଲିଛି,

 ଯାହା ବିଳାସ ପୂର୍ଣ୍ଣ ଯାତ୍ରା ଯୋଗାଇଥାଏ.....!!!!!

Tags :- # news # tvp news9 # tvp # tvpnews

Share With