ସ୍ବାସ୍ଥ୍ୟ / August 26 , 2023
14

ଆସନ୍ତୁ ଜାଣିବା ମନୁଷ୍ୟର ଶରୀରରେ ଥିବା ମୁଖ୍ୟ ଅଂଶ ହେଲା କିଡନୀ ....!!!
        କିନ୍ତୁ କ’ଣ ପାଇଁ ମନୁଷ୍ୟ ଶରୀରରେ ଥିବା ମୁଖ୍ୟ ଅଂଶ କିଡନୀ ଖରାପ ହୁଏ ....!!!
  ଆମେ  ମନୁଷ୍ୟ ଶରୀରରେ ଥିବା ଏକ ମୁଖ୍ୟ ଅଙ୍ଗ ଯଦି ଦେଖିବା  ଆଭ୍ୟନ୍ତରୀଣ ହେଉଛି ଯାହା କି କିଡନୀ ! ଆପଣ ଜାଣିଛନ୍ତି ଘରେ ଆପଣ ଫିଲ୍ଟର ବ୍ୟବହାର କରୁଛନ୍ତି  ! ଆପଣ ଯେତେବେଳେ  ପାଣି ରଖିଥାନ୍ତ ଫିଲ୍ଟର ସେ ପାଣିରୁ ବିଭିନ୍ନ ଯେଉଁ ବର୍ଜ୍ୟବସ୍ତୁ ରହିଛି ତାହାକୁ ବାହାର କରିଥାଏ ! ଏବଂ ଶୁଦ୍ଧ ପାଣି ଆମକୁ ଦେଇଥାଏ ! ଆମେ ଯଦି ଠିକ୍ ଓଲଟା କଥା ଦେଖିବା ସିଧାସଳକ ଭାବରେ କିଡନୀ ଦ୍ଵାରା କରାଯାଏ ! ଯେତେବେଳେ ଆମେ ସମସ୍ତେ ପାଣି ପିଇଥାଉ ଯେମିତି ଦିନ ବେଳେ ୨ ରୁ ୩ ଲିଟର ପିଇଥାଉ ! ସେଥିରୁ ଶରୀରରେ କାମରେ ୧\୨ ଲିଟର ପାଣି ଲାଗିଥାଏ କୁହାଯାଏ  ଯେ ୭୦୦ ସହ ରୁ ଦେଢ ସହ ମିଲି ଲିଟର ପାଣି ଦେହରେ ଲାଗିଥାଏ ! ଏବଂ ଏହା ଆମ ଶରୀରକୁ ଯାଇ ଆବଶ୍ୟକ ଜିନିଷ ଗୁଡିକ ରଖେ ଆଉ ଅନା ଆବଶ୍ୟକ ଗୁଡିକ ଯେମିତ କି ଝାଳ ,ଝାଡା ,ଏବଂ ମୁତ୍ର ଆକାର ରେ ବାହାରକୁ ବାହାରିଥାଏ ! ମୁତ୍ର ଆକାରରେ ବାହାରକୁ ବାହାରିବା ପାଇଁ କିଡନୀ ର ଆବଶ୍ୟକତା ହୋଇଥାଏ ! କିନ୍ତୁ କିଡନୀ ହିଁ  ଫିଲ୍ଟର ର କାର୍ଯ୍ୟ କରିଥାଏ ବର୍ଜ୍ୟବସ୍ତୁକୁ ବାହାର କରିଥାଏ !  ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ସାଧାରାଣ ଭାବରେ ଶୁଣିଥିବେ ଯେ କାହାର ୧ କିଡନୀ ଫେଲର୍ ମଧ୍ୟ ହୋଉଛି ତୋ ଭି ଖରାପ ହୋଇଛି ! ଆଉ କାହାର ୨ ଯାକ କିଡନୀ ମଧ୍ୟ ଖରାପ ହୋଇଯାଇଛି ! ତେବେ ଉତ୍ତର ଆମେ ୧ କଥା କହିବା ପାଇଁ ଚାହିଁବୁ ଯେ ବିଶେଷଙ୍କ ମତରେ ଆମ ଦେଶ ମଧ୍ୟରେ ବିଶ୍ଵରରେ ସବୁଠାରୁ ଅଧିକ ଡାଇବେଟସ୍ ରୋଗୀ ର ଲୋକମାନେ ରହିଛନ୍ତି ! ଆଉ ଡାଇବେଟସ୍ ହୋଉଥିବା ପ୍ରାୟ  ଭବିଷ୍ୟତରେ କିଡନୀ ରୋଗରେ ପୀଡିତ ହେବାର ଗୋଟିଏ ବଡ ସମ୍ଭାବନା ରହିଛି ବୋଲି ବିଶେଷଙ୍କର ମତ ପ୍ରକାଶ ହୋଇଛି ! ଯେହେତୁ ସାରା ବିଶ୍ବରେ ସର୍ବାଧିକ ଡାଇବେଟସ୍ ରୋଗୀ ଆମ ଦେଶରେ ରହିଛନ୍ତି ସେଥିପାଇଁ ଆମ ଦେଶରେ ଅଧିକ ଲୋକଙ୍କର କିଡନୀ ଫେଲର୍ ବା ଆଉ କାହାର ଖରାପ ମଧ୍ୟ ହୋଇଥାଏ !  କିନ୍ତୁ କିଡନୀ ଖରାପ ହେବାର ଆଉ ଗୋଟେ କାରଣ ହୋଇଥାଏ  ଯେମିତି କି ଧୀରେ ଧୀରେ ଜ୍ଵର ହୋଇଥାଏ ,ଗୋଡର ଗଣ୍ଠି ଗୁଡିକ ଅଧିକ ମତରେ ବଥା ହୋଇଥାଏ ! ଏହି ସମୟରେ ସେଥିରୁ ଉପଶମ ପାଇଁ କିଏ ଔଷଧ ଖାଇଥାନ୍ତି ତୋ ଆଉ କିଏ ପେନ୍ କିଲ୍ଲର ଖାଇଥାନ୍ତି ! ଏହି ଭଳି ମେଡିଶିନ୍ ବା ଔଷଧ ଖାଇବା ଦ୍ଵାରା କିଡନୀ ଖରାପ ହୋଇଥାଏ ! ତେବେ ଏହି ୨ ଟି ମୁଖ୍ୟ କାରଣ ହୋଇଥାଏ କିଡନୀ ଖରାପ ହେବାର ତେବେ ଆଉ ଯଦି ଦେଖିବା ଅନେକ ସମୟରେ ବିଭିନ୍ନ ପ୍ରକାର ଆଣ୍ଟି ଓ ବାଇଶିସ୍  ଅଧିକ ମାତ୍ରାରେ ଖାଇବା ଫଳରେ  ଆମ ଶରୀରରେ କିଡନୀ ଖରାପ ହୋଇଥାଏ ! ତେବେ କିଡନୀ ଖରାପ ହେଲେ କଉ ପ୍ରକାର ର ସେନ୍ ଟୋମ ହୋଉଛି ବୋଲି ତାହା ମଧ୍ୟ ଜାଣିବାର ଆବଶ୍ୟକ ରହିଛି ! ଯଦି ଆପଣ ଦେଖିବେ ଆପଣଙ୍କ କିଡନୀ ଖରାପ ହୋଇଛି ତୋ ତାହାର ଲକ୍ଷଣ ଗୁଡିକ ହେଲା ଶରୀର ରେ ର୍ଦୁବଳ ଲାଗିବ ଆଉ ତାହା ସହ ଥକାପଣ ଲାଗିବା ଅନେକ ସମୟରେ ବାନ୍ତି ବାରମ୍ବାର ହେବ ଏବଂ ନିଦ ଲାଗିବା ନାହିଁ ଆହୁରି ମଧ୍ୟ ଆପଣ ଶୋଇଥିବା ବେଳେ  ନିଶ୍ଵାସ ଓ ପ୍ରଶ୍ଵାସ ନେବା ପାଇଁ କଷ୍ଟ ହୋଇଥାଏ ! ତାହା ହେଲେ ଆପଣ ଜାଣିଯିବେ ଯେ ଆପଣଙ୍କ କିଡନୀ ଖରାପ ହୋଇଛି !

Tags :- # news # tvp news9 # tvp # tvpnews

Share With