Trending
Sunday , April 27 , 2025

କଂଗ୍ରେସରୁ ବିଜୟ ପଟ୍ଟନାୟକ ହେବେ କି ଓଡିଶାର ମୁଖ୍ୟମନ୍ତ୍ରୀ ....?
କଂଗ୍ରେସର ରାଜଦୂତ ସାଜିଛନ୍ତି ଏହି ବିଜୟ ପଟ୍ଟନାୟକ....!!
ରାଜନୀତିରେ ପ୍ରୋୟାଗ କରୁଥିଲେ IAS ବୃଦ୍ଧି ...!!
ସତରେ କ’ଣ କଂଗ୍ରେସ ରାଜଦୂତ ବିଜୟ ପଟ୍ଟନାୟକ, ଓଡିଶାର ମୁଖ୍ୟମନ୍ତ୍ରୀ ହେବେ କି ...!!

“ଦର୍ଶକ ବନ୍ଧୁ”
       କଂଗ୍ରେସ କୁ ସଜାଡି ପାରିବ ତ ବିଜୟ ଙ୍କ IAS ବୃଦ୍ଧି ର ପ୍ରୟାସ ! ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ ବିଜୟ ପଟ୍ଟନାୟକ ! କଂଗ୍ରେସ ଦଳରେ ଯୋଗ ଦେବା ପରେ ସକ୍ରିୟ ଅନୁଭବ କରୁଛନ୍ତି ବିଜୟ ! ନିଜର କଳା କୌଶଳରେ କଂଗ୍ରେସ କୁ ଉଠାଇବା ପାଇଁ ପ୍ରୟାସ କରୁଛନ୍ତି ବିଜୟ ! ବିଜୟ ପଟ୍ଟନାୟକ ସାଜିଥିଲେ କଂଗ୍ରେସ ଦଳର ମେସେଞ୍ଜର୍ ବା ରାଜଦୂତ ! ଆଉ ଦଳର ବାର୍ତ୍ତା ନେଇ ଅବୁଝା ନେତା ଲୋକଙ୍କୁ ବୁଜାଇ ଥାନ୍ତି ! ବିଜୟଙ୍କ ନୂଆ ରୂପକୁ ଦେଖି ଏବେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଲୋକେ ! ତେବେ ବିଜୟ କ’ଣ କଂଗ୍ରେସ ଦଳ କୁ ଉଠାଇପାରିବେ ,ବିଜୟ କ’ଣ କଂଗ୍ରେସ କୁ ଆଗକୁ ନେବା ପାଇଁ ସଫଳ ହୋଇ ପାରିବେ ! 
    
    ଆଉ ବିଜୟ କଂଗ୍ରେସ ରେ ଥିବା ଅସନ୍ତୋଷ ଲୋକ ଙ୍କୁ ଆଶା ଭରସା ଦେଇପାରିବେ ,ଏହା ଶୁଣି ପ୍ରଶ୍ନ କରୁଛନ୍ତି ଅନେକ କଂଗ୍ରେସ ନେତା ! ଦଳର ଦୁର୍ବଳତା ସହ ସବଳାତ କୁ ଖୋଜିବା ପାଇଁ ଲାଗିପଡିଛନ୍ତି ବିଜୟ ! ଦଳକୁ ସୃଦୃଢ କରିବା ପାଇଁ ଅନେକ ବରିଷ୍ଠ ନେତା ଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ବିଜୟ ! ଦଳରେ ଯୋଗ ଦେବା ପୂର୍ବରୁ ଟିକେ ହେଲେ ବି ରେସ୍ଟ ନେଇନ ଥିଲେ ବିଜୟ ! ନିଜର IAS ବୃଦ୍ଧି କୁ ପ୍ରୋୟାଗ କରି ଅଣ୍ଟା ଭିଡିଛନ୍ତି ବିଜୟ ! 

    ଘରକୁ ଘର ବୋଲି ଅସନ୍ତୋଷର କାରଣ ଖୋଜୁଛନ୍ତି ବିଜୟ ପଟ୍ଟନାୟକ ! ତୃଣ ମୂଳ ସ୍ତର ରୁ ଦଳକୁ ମଜ୍ଭୁତ କରିବା ପାଇଁ ବରିଷ୍ଠ ନେତା ଙ୍କ ଘରେ କରୁଥିଲେ ଆଲୋଚନା ! ପ୍ରଥେମ କଂଗ୍ରେସ ର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୱଙ୍କ ସହ ଭେଟି ଆଲୋଚନା କରୁଥିଲେ ବିଜୟ ପଟ୍ଟନାୟକ ! ବିଜୟ କଂଗ୍ରେସର ଅନେକ ବରିଷ୍ଠ ଓ ସାହସୀ ନେତା ଙ୍କ ସହ ଆଲୋଚନା କରିଥିଲେ ଦଳକୁ ସୃଦୃଢ କରିବା ପାଇଁ ! 
    ରାଜ୍ୟ କଂଗ୍ରେସର ସାମ୍ପ୍ରତିକ ସ୍ଥିତି ସହ ଆନୁଷଙ୍ଗିକ ପ୍ରସଙ୍ଗ ରେ ଆଲୋଚନା କରୁଥିଲେ ବିଜୟ ପଟ୍ଟନାୟକ ! ତେବେ ଏହି ନୂଆ ରୂପକୁ ନେଇ ଚର୍ଚାରେ ବିଜୟ ପଟ୍ଟନାୟକ  ! ବିଜୟ ଙ୍କ ନାର ଶେଷ ଅକ୍ଷର ହେଉଛି ଜୟ ତେବେ କ’ଣ ବିଜୟ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇପାରିବେ କି !  ବିଜୟ ପଟ୍ଟନାୟକ ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଦଳକୁ ସୃଦୃଢ କରିବା ପାଇଁ ଚେଷ୍ଟା କରିଥିଲେ !  

           ଏବଂ ପୃଥିବୀ ବଲ୍ଲଭ ପଟ୍ଟନାୟକ ଙ୍କ ବାସ ଭବନ ରେ ବସି ଦଳକୁ ସୃଦୃଢ କରିବା ପାଇଁ  ଆଲୋଚନା କରିଥିଲେ, କାହିଁକି କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚି ପାରୁନି କେଉଁଠି ଦଳର ଅସୁବିଧା ରହିଛି ସେ ଆଲୋଚନା କରିଥିଲେ ବିଜୟ ! ଶେଷରେ କଙ୍ଗେସ ନେତା ଚିରଞ୍ଜିବି ବିଶ୍ଵାଳ ଙ୍କ ସହ ମିଶି ଆଲୋଚନା କରିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ! ତେବେ ବିଜୟଙ୍କ IAS ବୃଦ୍ଧି କେତେ ଦୂର ପର୍ଯ୍ୟନ୍ତ ସଫଳ ହୋଇପାରିବ ଦେଖା ଯାଉ ! ଏବଂ ବିଜୟ ଙ୍କ ଏହି ରାଜଦୂତ ବେଶ ଆଉ କଂଗ୍ରେସ କୁ ଉଠାଇବା ର ଉଦ୍ୟମ କେତେ ଦୂର ସଫଳ ହେବ ଆଗାମୀ ଦିନରେ ଜଣାପଡିବ !

Tags :- # news # tvp news9 # tvp # tvpnews

Share With