ଯେତିକି ଆୟକୁ ସେତିକି ବ୍ୟୟ.....!!!!!!
ଆଉ କେଉଁ କାର୍ଯ୍ୟ କରି ଟଙ୍କା ଆଣିଲେ ସେ ଟଙ୍କା କାମରେ ଲାଗେ ନାହିଁ?
କେଉଁ କାମ କରି ଟଙ୍କା ଆଣିଲେ ଦାରିଦ୍ର୍ୟତା ମାଡି ଆସେ...?
ଏନେଇ କ'ଣ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ ଆଚାର୍ଯ୍ୟ ଚାଣକ୍ୟ କୁ ଦୁନିଆରେ ସର୍ବତ୍ତମ ପଣ୍ଡିତ ମାନଙ୍କର ମଧ୍ୟରେ ଗଣା ଯାଏ.....!!!!
ସେ ଅଗଣିତ ଯୁବକଙ୍କୁ ଚାଣକ୍ୟ ନୀତି ମାଧ୍ୟ୍ୟମରେ ମାଗ ଦର୍ଶନ କରିଥିଲେ....!!!!
ରାଜନୀତି, କୂଟନୀତି ଏବଂ ଯୁଦ୍ଧ ରେ ବିଶେଷଜ୍ଞ ଆଚର୍ଯ୍ୟ ଚାଣକ୍ୟ କେବଳ ଏ ସବୁ ବିଷୟ ଉପରେ ନୀତି ସୃଷ୍ଟି କରି ନାହାନ୍ତି....!!!!
ବରଂ ଜୀବନ ବିଭିନ୍ନ କ୍ଷେତ୍ରରେ ତାଙ୍କର ଜ୍ଞାନ ମଧ୍ୟ ପ୍ରଂଶସାନିୟ ଥିଲା.....!!!!!
ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଆଚର୍ଯ୍ୟ ନୀତି ପରଖି ଏବଂ ତାଙ୍କ ଜୀବନ ସେମାନଙ୍କୁ ଅନୁକରଣ କରନ୍ତି ସେ କେବେ ବି ପରାଜୟ ର ସମ୍ମୁଖୀନ ହୁଅନ୍ତି ନାହିଁ.....!!!
ସେମାନେ ସର୍ବଦା ସଫଳତାର ସିଡ଼ି ଚଢ଼ିଥାନ୍ତି......!!!!
ଆଚର୍ଯ୍ୟ ଚାଣକ୍ୟ ମଧ୍ୟ୍ୟ ଟଙ୍କା ସମ୍ଭଦରେ ଅନେକ ନୀତି ପ୍ରସ୍ତୁତ କରିଥିଲେ....!!!
ଏହି ନୀତି ଗୁଡିକ ବୁଝିବା ପରେ ଜଣେ ବ୍ୟକ୍ତି କୌଣସି ପ୍ରକାରର ବିଫଳତାର ସମ୍ମୁଖୀନ ହୋଏ ନାହିଁ.......!!!
ଚାଣକ୍ୟ ନୀତି ଅନୁଯାଇ ଆସୁନ୍ତୁ ଜାଣିବା ଦେବୀ ଲକ୍ଷ୍ମୀକୁ କିପରି ଖୁସି ରେ ରଖିବେ... ଏବଂ କେଉଁ ପ୍ରକାର ଟଙ୍କା ଶୀଘ୍ର ନଷ୍ଟ ହୋଇଯାଏ.......!!!!!
ଚାଣକ୍ୟ କହିଛନ୍ତି ଲକ୍ଷ୍ମୀ ସବୁ ବେଳେ ଚଳଚଞ୍ଚଳ.... ଆଉ ଯେତିକି ଦୟାଳୁ ଏବଂ ସେତିକି ରାଗି ମଧ୍ୟ୍ୟ......!!!!
ଆଉ କୌଣସି ବ୍ୟକ୍ତି ଚୋରି, ଜୁଆ ଓ ଅନ୍ୟାନ ଏବଂ ପ୍ରକାରଣ କରି ଟଙ୍କା ରୋଜଗାର କରେ ତେବେ ସେହି ଟଙ୍କା ଶୀଘ୍ର ନଷ୍ଟ ହୋଇଯାଏ.....!!!!!
ସେଥିପାଇଁ ଜଣେ ବ୍ୟକ୍ତି ଅନ୍ୟାୟ କିମ୍ଭା ମିଥ୍ୟା କରି କେବେ ବି ଟଙ୍କା ରୋଜଗାର କରିବା ଉଚିତ୍ ନୁହେଁ.....!!!!!
ଏହିପରି ଧନ ପାପର ଗର୍ବରେ ରଖାଯାଏ....!!!
କିନ୍ତୁ ଏହି ଟଙ୍କା ଆପଣ ଙ୍କ ଲୋଭକୁ ଜୀବନ ନରେ କିଛି ଦିନ ପାଇଁ ହ୍ରାସ କରିପାରେ....!!!!
କିନ୍ତୁ ଏହା ଠାରୁ ଅଧିକ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ....!!!!
ସେଥିପାଇଁ ଏହି ପ୍ରକାର ଟଙ୍କା ରୋଜଗାରକୁ ଏଡାଇ ପାରୁଛି....!!!!
ଆଉ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବା ଆବଶ୍ୟକ.....!!!!!
କାରଣ ଆଚାର୍ଯ୍ୟ ଚାଣକ୍ୟ ଏକ କଥା କହିଛନ୍ତି ଯେ ଦାରିଦ୍ର୍ୟ, ଅଭାବ ଏବଂ ଦୁଃଖ ଏହା ସହ ଖରାପ ଅଭ୍ୟାସ ସବୁ ମନୁଷ୍ୟ lର କାର୍ଯ୍ୟ lର ଫଳାଫଳ.....!!!!
ସେ ବୁଣୁ ଥିବା ମଞ୍ଜି ପରି ସମାନ ଫଳ ପାଇଥାଏ.....!!!!!
ସେଥିପାଇଁ ଜଣେ ବ୍ୟକ୍ତି ସର୍ବଦା ଭଲ କାର୍ଯ୍ୟ କରିବା ଉଚିତ୍...!!!!
ଝାଳବୁହା ପରିଶ୍ରମରେ ୫୦ ଟଙ୍କା ପାଇବାରେ ଆନନ୍ଦ ଚୋରି କରି ଆଣୁଥିବା ୫ ହଜାର ଟଙ୍କାରେ ମଧ୍ୟ୍ୟ ନଥାଏ.....!!!!
ବ୍ୟୁରୋ ରିପୋର୍ଟ TVP NEWS9....!!!!!