କେଉଁଠୁ ମିଳିଲା ଏତେ ଶକ୍ତିଶାଳୀ ଦିବ୍ୟଅସ୍ତ୍ର !
ମିଳିଥିବା ଦିବ୍ୟଅସ୍ତ୍ର କେଉଁଠୁ ଆସିଲା  !
କୁରୁକ୍ଷେତ୍ରର ସବୁଠାରୁ ଶକ୍ତିସାଳି ଅସ୍ତ୍ର ବୋଲି କୁହାଯାଏ  !
ସରକାର ଙ୍କ ହାତରେ କେମିତି ପଡିଲା ଏହି ଦିବ୍ୟଅସ୍ତ୍ର !

“ହଁ ଦର୍ଶକ ବନ୍ଧୁ “..... 

ଏହା କୁରୁକ୍ଷେତ୍ର ର ସବୁଠାରୁ ଶକ୍ତିଶାଳୀ ଦିବ୍ୟଅସ୍ତ୍ର ବୋଲି କୁହାଯାଏ ! ଏହି ଦିବ୍ୟଅସ୍ତ୍ର ବହୁତ ଶକ୍ତିଶାଳୀ ଆଉ କୁରୁକ୍ଷେତ୍ର ର ବାହୁ ସଦୃଶ୍ୟ କାର୍ଯ୍ୟକାରୀ ହୋଇ ଆସୁଥିଲା ! ଭାରତ ର ରାଜଧାନୀ ଦିଲ୍ଲୀ ସହରରୁ କିରଣ ଦାସ  ନାମକ ଏକ ବ୍ୟକ୍ତି ରହୁଥିଲେ ! ସେ ପିଲା ବେଳୁ ମହାଭାରତ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ଚେଷ୍ଟା କରୁଥିଲେ ! ସେ ଏକଥା କହୁଥୁଲେ ଯେ ଏ ଦୁନିଆ ରେ ଅନେକ ଗୁଡିଏ ବଡ ବଡ ଯୁଦ୍ଧ ହୋଇଛି କିନ୍ତୁ ମହାଭାରତ ଭଳି ଯୁର୍ଦ୍ଧ  ଆଜି ପର୍ଯ୍ୟନ୍ତ ହୋଇନାହିଁ ! କୌରବ ମାନଙ୍କ ପକ୍ଷରୁ ମହାନଯୁଦ୍ଧା ପଞ୍ଚୁପାଣ୍ଡବ ହେଉଛନ୍ତି ତାଙ୍କ ବଳ, ଆଉ ଭଗବାନ ଶ୍ରୀକୃଷ୍ଣ ଥିଲେ ତାଙ୍କ ସାରଥୀ  !

କିରଣ ଦାସ ତାଙ୍କ କଲେଜ ର  ପ୍ରୋଜେକ୍ଟ ପାଇଁ ମହାଭାରତ ସମ୍ପର୍କରେ ରିସର୍ଚ କରୁଥିବା ବେଳେ, ରିସର୍ଚ ଦ୍ଵାରା ଅନେକ ଗୁଡିଏ ଅସ୍ତ୍ରଶସ୍ତ୍ର ଜାଣିବାକୁ ପାଇଲେ ଯାହା ଅଗ୍ନି ଅସ୍ତ୍ର , ବରୁଣ ଅସ୍ତ୍ର , ବାୟୁ ଅସ୍ତ୍ର  ଓ ସୂର୍ଯ୍ୟ ଅସ୍ତ୍ର ! ତାପରେ କିରଣ ଚିନ୍ତାକଲେ ଯେ ସେହି ଅସ୍ତ୍ର ବିଷୟରେ ଜାଣିବାକୁ ହେଲେ ସେଠାକୁ ଯିବାକୁ ପଡିବ, ଯେଉଁଠାରେ କି ଏହି ଅସ୍ତ୍ରର  ପ୍ରୟୋଗ ହୋଇଥିଲା ! କୁରୁକ୍ଷେତ୍ର ଯାହା କି ଦିଲ୍ଲୀ ଠାରୁ ମାତ୍ର 60 କିଲୋମିଟର ଦୂର ରେ ଅବସ୍ଥିତ ! ସେଠାରେ ମହାଭାରତ ର ବିଶାଳ ଯୁଦ୍ଧ ହୋଇଥିଲା ! ତାର ସନ୍ଧାନ ପାଇଁ କିରଣ ଦାସ କଲେଜ ରୁ ବାହାରି ଟ୍ରେନ ରେ ଚଢି ଯୁଦ୍ଧ ହୋଇଥିବା ସ୍ଥାନକୁ ଗତିକଲେ ! ହିନ୍ଦୁ ପୌରାଣିକ  କଥାବସ୍ତୁ  ଅନୁସାରେ କୁରୁକ୍ଷେତ୍ର ଯାହାକି 48 କିଲୋମିଟର ବ୍ୟାପୀଥିବା ଏକ ବିଶାଳ କ୍ଷେତ୍ର ଅଟେ, ଯେଉଁଥିରେ ଅନେକ ଗୁଡିଏ ତୀର୍ଥସ୍ଥା, ମନ୍ଦିର, ଏବଂ ପୁଷ୍କରଣୀ ଅବସ୍ଥିତ ରହିଛି ! କିରଣ ଭାବିସାରିଥିଲେ କି ଯେ ଏତେ ବଡ କ୍ଷେତ୍ର ରେ କୌଣସି ଜିନିଷ ଖୋଜି ବାହାର କରିବା ଅସମ୍ଭବ ହୋଇପାରେ !

କିରଣ ଦାସ ସେ ସ୍ଥାନରେ ଅଲଗା ଅଲଗା ଜାଗା ବୁଲିବା ପରେ ମଧ୍ୟ କିଛି ବି ପାଇଲେ ନାହିଁ ! ଦେଢ ମାସ ପରେ ଗୋଟେ ଜାଗା କୁ ସେ ଖୋଳିବାକୁ ଲାଗିଲେ, ପରେ ତାଙ୍କୁ ଏଭଳି ଏକ ଜିନିଷ ମିଳିଥିଲା ଯାହା ବହୁତ ବିଚିତ୍ର ଆଉ ତାହା ଥିଲା 12 ଇଞ୍ଚ ର ଅସ୍ତ୍ର ! କିରଣ ଦାସ ରିସର୍ଚ କରି ଜାଣିବାକୁ ପାଇଲେ ଯେ ଏହି ଅସ୍ତ୍ର ଟି ହେଉଛି ବଜ୍ରଅସ୍ତ୍ର ! ଯାହା ଦେଖିବାକୁ ଠିକ ବଜ୍ର ସମାନ ହୋଇଥିଲା ଏବଂ ତାହା ସହିତ ପୁରାପୁରୀ ମେଲ ଖାଇଯାଉଥିଲା, ଆଉ ସେହି ବଜ୍ରଅସ୍ତ୍ର ଟି ଭାଙ୍ଗିରୁଜି ଯାଇଥିଲା ! ଏମତି ଲାଗୁଥିଲା କି ତାର ବ୍ୟବହାର ପୂର୍ବରୁ ହିଁ କରାଯାଇଛି ! ମହାଭାରତ ଯୁଦ୍ଧ ରେ ପାଣ୍ଡବ ଏବଂ କୌରବ ଦୁଇଜଣ ବହୁତ ଶକ୍ତିଶାଳୀ ଥିଲେ କିନ୍ତୁ ଏହି ଯୁଦ୍ଧରେ ଅର୍ଜୁନ କୁ ମାରିବା ପାଇଁ କର୍ଣ୍ଣ ବଜ୍ରଅସ୍ତ୍ର କୁ ବ୍ୟବହାର କରିବାକୁ ଚାହୁଁ ଥିଲେ, କିନ୍ତୁ ପରେ କୃଷ୍ଣଙ୍କ  ଛଳନା ଦ୍ଵାରା ଏହି ଅସ୍ତ୍ର ଉପଯୋଗ ତାଙ୍କୁ ଘୋଟସ୍କଚ କୁ ମାରିବାରେ ସାହାଯ୍ୟ ହୋଇଥିଲା  

ଯେତେବେଳେ ଏହି ଅସ୍ତ୍ର ଉପରେ ରିସର୍ଚ କରାଗଲା ସେତେବେଳେ ଜଣାପଡିଥିଲା ଯେ ଏହା ପ୍ରାୟତଃ ପାଞ୍ଚ ହଜାର ବର୍ଷ ପୁରୁଣା ଅଟେ ! ଆଉ ତାହା ମହାନ ଦିବ୍ୟଅସ୍ତ୍ର ବୋଲି ସରକାର ଏଠାରେ ପହଂଚି ସେହି ଶକ୍ତିଶାଳୀ ଅସ୍ତ୍ର କୁ ସୁରକ୍ଷିତ ଅବସ୍ଥାରେ ରକ୍ଷଣା ବେକ୍ଷଣ କରିବା ନେଇ ସବୁଦିନ ପାଇଁ ଦିଲ୍ଲୀ ର ସଂଗ୍ରଳୟକୁ ଅଣାଗଲା ! ବର୍ତମାନ ତାହା ସରକାର ଙ୍କ ହାତରେ ରଖାଗଲା ! ଆଉ କୁହାଯାଉଛି ଯେ ତାହା ସବୁ ଅସ୍ତ୍ର ମଧ୍ୟରୁ ସବୁଠାରୁ ଶକ୍ତିଶାଳି ଅସ୍ତ୍ର ର ମାନ୍ୟତା ଦିଆଯାଇଛି ! ଏହି ଅସ୍ତ୍ର କୁରୁକ୍ଷେତ୍ର ଯୁଦ୍ଧ ସମୟରେ କାର୍ଯ୍ୟକ୍ଷମ ହୋଇଥିଲା, ଆଉ ଯେଉଁମାନେ ଏହାର ବ୍ୟବହାର କରିଥିଲେ ସେମାନେ କୁରୁକ୍ଷେତ୍ର ଯୁଦ୍ଧରେ ସଫଳ ହୋଇଥଲେ ବୋଲି କୁହାଯାଇଛି ! 

ବ୍ୟୁରୋ ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With