ଆପଣ ମନେତ କୋଣାର୍କ ମନ୍ଦିର ର ରହସ୍ୟ ଓ ଚୁମ୍ବକିୟ ଶକ୍ତି ବିଷୟରେ ଜାଣିଥିବେ କିନ୍ତୁ ଆହୁରି ଏପରି କିଛି ଗୋପନୀୟ ମଧ୍ୟ କଥାରହିଛି , ଯାହାକୁ ଆଜି ଆମେ ଆପଣଙ୍କୁ କହିବୁ .......!!
ହଁ ଦର୍ଶକ ବନ୍ଧୁ .......!!!
ଏହି କୋଣାର୍କ ମନ୍ଦିର ପୁରୀ ମନ୍ଦିର ଠାରୁ ପ୍ରାୟ 23 କିଲୋ ମିଟରରେ ଅବସ୍ଥିତ । ଏହା ଚନ୍ଦ୍ରଭାଗା ନଦୀ କୂଳେ ତିଆରି କରା ହୋଇଛି ଆଉ ଯିଏ ଏହି ମନ୍ଦିରକୁ ଯିଏ ତିଆରି କରିଥିଲା ସେ ନିଜେ ହିଁ ମନ୍ଦିର ଉପରୁ ନଦୀକୁ ଡେଇ ପ୍ରାଣ ତ୍ୟାଗ କରିଥିଲା ।ଏହା ବିଷୟରେ ତ ଆପଣ ମାନେ ଆଗରୁ ଜାଣିଥିବେ । ପୁରାତନ ପୌରାଣିକ ମତ ଅନୁସାରେ ଆଜି ବି ରାତି ହେଲେ ସୁଭୁଛି କୋଣାର୍କ ମନ୍ଦିରରେ ନର୍ତ୍ତକି ମାନଙ୍କର ପାଉଁଜିର ଶବ୍ଦ । ସେଠା କାର ସ୍ଥାନୀୟ ଲୋକ ମାନେ କୁହନ୍ତି ଯେ ରାତି ହେଲେ କୁଆଡେ ନର୍ତ୍ତକି ମାନେ ସେଠାରେ ନୃତ୍ୟ କରନ୍ତି , ରାଜା ରାଜୁତି କାଳରେ ରାଜାଙ୍କ ଦରବାରରେ ଯେଉଁ ନର୍ତ୍ତକି ମାନେ ନୃତ୍ୟ କରୁଥିଲେ । ଆଜି ମଧ୍ୟ ସେମାନଙ୍କ ଆତ୍ମା ଆସି ସେଠାରେ ନୃତ୍ୟ କରନ୍ତି ।
ତେବେ ଦର୍ଶକ ବନ୍ଧୁ ପ୍ରଶ୍ନ ଏହା ଯେ ମନ୍ଦିର ଭିତରେ କଣ ରହିଛି .......?
ସତରେ ମନ୍ଦିର ଭିତରେ ଭଗବାନ ଅଛନ୍ତି କି ......? ନା ହୀରା ,ନୀଳା, ମୋତି ମାଣିକ ରହିଛି .......??
ପ୍ରାଚୀନ କାଳରୁ ହିଁ ମୁସଲିମ୍ ମାନେ ଭାରତର ସମସ୍ତ ମନ୍ଦିର ଗୁଡିକୁ ଭାଙ୍ଗି ଦେବା ପାଇଁ ଚାହୁଁ ଥିଲେ , କିନ୍ତୁ ସେମାନେ ସେମାନଙ୍କର କାର୍ଯ୍ୟରେ ସଫଳ ହୋଇ ପାରିନଥିଲେ । ଏହା ଦେଖି କୋଣାର୍କ ମନ୍ଦିରର ପୂଜାରୀ ମାନେ ସୂର୍ଯ୍ୟ ଦେବଙ୍କ ମୂର୍ତିକୁ ବର୍ଷ ବର୍ଷ ଧରି ବାଲିରେ ଲୁଚାଇ ରଖିଲେ ।ପରେ ଏହି ମୂର୍ତିକୁ ପୂଜାରୀ ମାନେ ପୁରୀ ମନ୍ଦିରକୁ ପଢାଇ ଦେଲେ । ସେଠାରେ ଥିବା ଜଗନ୍ନଥାଙ୍କ ମେଢାରେ ଥିବା ସୂର୍ଯ୍ୟ ଦେବଙ୍କ ମନ୍ଦିରରେ ଏହି ମୂର୍ତିକୁ ସ୍ଥାପନ କରା ଯାଇଥିଲା । ଲୋକ ମାନଙ୍କର କହିବା କଥା ଅନୁସାରେ ଏହି ମୂର୍ତି ଦିଲ୍ଲୀର ରାଷ୍ଟ୍ରୀୟ ସଂଗ୍ରାଳୟରେ ରହିଛି । ଯାହା କୋଣାର୍କ ମନ୍ଦିରରେ ପୂଜା ପାଉଥିବା ମୂର୍ତି ,ଏହି ମୂର୍ତି ହଜିଯାଇଥିବା ଯୋଗୁଁ ପୂଜା ବନ୍ଦ ହୋଇ ଯାଇଥିଲା ! ତାପରଠୁ ପର୍ଯ୍ୟଟକ ,ବାଣିଜ୍ୟ କାରବାରରେ ଆସୁଥିବା ସବୁ ଲୋକ ଧୀରେ ଧିରେ କମ୍ ହେବାରେ ଲାଗିଲେ।
1901 ମସିହାରେ ଗଭନର୍ ଜଗଉଡ୍ ୱାଡ ଜଗମୋହନ ମଣ୍ଡପ ଯାହାକି ଏହି ମନ୍ଦିରର ପ୍ରଧାନ ମଣ୍ଡପ ବୋଲି କୁହାଯାଏ । ଏହାର ଚାରିପାଖରେ କାନ୍ଥ ଉଠାଇ ବନ୍ଦ କରିଦେଇଥିଲେ । ଆଉ ସେହି ଦିନ ଠାରୁ ଆଜି ଯାଏ ଜଗମୋହନ ମଣ୍ଡପ ବନ୍ଦ ହୋଇ ରହିଛି । କେହିବି ଖୋଲି ବାକୁ ଆଜିଯାଏ ସାହସ କରିନାହାନ୍ତି । 108 ବର୍ଷ ଧରି ଏହା ବନ୍ଦହୋଇ ରହିଛି ,ମଣ୍ଡପ କବାଟକୁ ଖୋଲିବା ପାଇଁ ବହୁତ ଥର ଚେଷ୍ଟା କରାଯାଇଛି କିନ୍ତୁ ଖୋଲା ଯାଇ ପାରିନାହିଁ । ତେବେ କଣ ସତରେ ଏହାର ସୁରକ୍ଷା ପାଇଁ ଏହାକୁ ବନ୍ଦ କରା ଯାଇଥିଲା ନା ଏହା ପଛରେ କଣ କାରଣ ରହିଛି .........!! ଆଜି ଯାଏ ଏହି କଥାର ପରାଦ ଉଠି ପାରିନି ......!! ଯେବେ ଏହି ମଣ୍ଡପର ଦ୍ଵାର ଖୋଲା ଯିବା ସେହି ଦିନ ଏହାର କାରଣ ଜଣା ପଡିବ ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜଣାନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!