Trending
Saturday , May 18 , 2024

ବେଡ୍ ରୁମ୍ ଭିତର ଅକୁହା କଥା କହିଲେ ଅନୁଭବ .......!!

ବିବାହର ସମାପ୍ତି ପାଇଁ ଆଉ କଣ ପ୍ରମାଣର ଆବଶ୍ୟକ ........!!

10 ବର୍ଷ ବିତି ଗଲାଣି ଶାରୀରିକ ସମ୍ପର୍କ ରହିନାହିଁ .......!!

   “ ହଁ ଦର୍ଶକ ବନ୍ଧୁ ” .......!!
     ଆପଣ ମାନେତ ଜାଣିଥିବେ ଅଭିନେତା ଅନୁଭବ ମାହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନିଙ୍କ ପାରିବାରିକ ବିବାଦ ସମ୍ପର୍କ ବିଷୟରେ । କିଭଳି ତିନି ବର୍ଷ ଧରି ଡିଭସ୍ ପାଇଁ କୋର୍ଟର ଦ୍ଵାରସ୍ଥ ହେଉଥିଲେ ଅଭିନେତା ଅନୁଭବ ମାହାନ୍ତି ।ଏପଟେ ଅନୁଭବ ମାହାନ୍ତି ବର୍ଷାଙ୍କୁ ଛଡାପତ୍ର ଦେବା ପାଇଁ ଚାହୁଁ ଥିବା ବେଳେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଚାହୁଁ ଥିଲେ କିଛି ଅଲଗା । ଆଉ ଶେଷରେ ଅନୁଭବଙ୍କର ଆବେଦନକୁ କଟକର ଫ୍ୟାମିଲି କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଯାହାକୁ ନେଇ ବର୍ଷା ପ୍ରିୟଦର୍ଶନି ଖୁସି ହୋଇଛନ୍ତି । ଏବଂ ନିଜର ବିବାହ ଫୋଟ କୁ ଗଣମାଧ୍ୟମରେ ପୋଷ୍ଟ କରି, ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି । ଯାହା ଏବେ ବହୁତ ଚର୍ଚ୍ଛା , ବର୍ଷା ପ୍ରିୟଦର୍ଶନି ଖୁସି ଥିବା ବେଳେ ଏପେଟେ ଅନୁଭବ ମାହାନ୍ତି ନିଜର ମନର ଅକୁହା କଥା କଷ୍ଟ ଆଉ ଯନ୍ତ୍ରଣାକୁ ସୋସିଆଲ ମିଡିଆରେ କହିଛନ୍ତି ଯେ;ବର୍ଷା ମତେ କେବେବି ନିଜ ସ୍ଵାମୀ ଅର୍ଥାତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଛନ୍ତି । ତେବେ ଅନୁଭବ ମାହାନ୍ତି କହିଛନ୍ତି ଯେ ଏହି ବିବାହକୁ ଭାଙ୍ଗିବାକୁ ଆଠାରୁ ଆଉ ବଡ ପ୍ରମାଣ କଣ ରହିଛି ।ଏହି ପୋଷ୍ଟ କାହାକୁ ଅପମାନ କରିବା ପାଇଁ ନୁହଁ ବରଂମ ଯାହା ସତ୍ୟ ତାହା ହିଁ ମୁଁ କହୁଛି । ଆହୁରି ମଧ୍ୟ ବର୍ଷା ମତେ ଅସଭ୍ୟ ଭାଷାରେ ଗାଳି ଦିଅନ୍ତି । ମୁଁ କେବେ ବର୍ଷାଙ୍କ ଠାରୁ ଅଲଗା ହେବାକୁ ଚାହିଁନ ଥିଲି ।ବର୍ଷା ମତେ ନିଜକୁ ବାଧ୍ୟ କରାଇଦେଇଥିଲେ ଯେ ତାଙ୍କ ଠାରୁ ଅଲଗା ହେବା ପାଇଁ ଆଉ ଶେଷରେ ମୁଁ ଡିଭସ୍ ପାଇଁ ଆବେଦନ କରିଥିଲି । ପ୍ରଥମ କଥା ହେଲା ବାହାଘରକୁ 10 ବର୍ଷ ବିତି ଗଲାଣି ! ଗୋଟେ ଦିନ ମଧ୍ୟ ବର୍ଷା ମତେ ସ୍ଵାମିର ଅଧିକାର ଦେଇନାହାନ୍ତି । ବର୍ଷା ଏବେ ଯେତିକି ସିନ୍ଦୁର ପିନ୍ଧୁଛନ୍ତି ସେତିକି ଆଗରୁ ଯଦି ପିନ୍ଧିଥାନ୍ତେ ତାହାଲେ କଥା ଆଜି ଏତେ ଆଗକୁ ବଢି ନଥାନ୍ତା । ଆଉ ଶେଷରେ କହିଛନ୍ତିଯେ ମୁଁ ତ କେବେ ଡିଭସ୍ ପାଇଁ ଚାହିଁ ଥିଲି ! ମଣିଷ କଣ ବାହା ହୁଅନ୍ତି ଡିଭସ୍ ପାଇଁ .....!!! ପିଲାଟି ଦିନରୁ ମୁଁ ଭାବିଥିଲିଯେ ଯାହାକୁ ଭଲ ପାଇବି ବା ଭଲ ପାଇ    ବିବାହ କରିବି ତାକୁ ବେକେ ଡିଭସ୍ ଦେବିନି । ସେମିତି ପରିସ୍ଥିତିରେ ମୁଁ  ସମ୍ମୁଖୀନ ହେଲି ବୋଲି ଆଜି ଏତେ ବଡ  ପଦକ୍ଷେପ ନେଇଛି । 


ଏହି ପରି ଭାବରେ ନିଜ ମନର ଦୁଖ,କଷ୍ଟ,ଯନ୍ତ୍ରଣାକୁ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଅନୁଭବ ମାହାନ୍ତି । ତେବେ ଦର୍ଶକ ବନ୍ଧୁ  ଆପଣ ମାନଙ୍କର କଣ ମତା ମତ ରହିଛି ; କଣ ସତରେ ଅନୁଭବ ମାହାନ୍ତିକୁ ନ୍ୟାୟ ମିଳିବା ଦରକାର କି .......!!
 

   ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |

Tags :- # news # tvp news9 # tvp # tvpnews

Share With