Trending
Saturday , May 18 , 2024

କୋର୍ଟଙ୍କ ନିର୍ଦ୍ଧେଶ ଅନୁଯାଇ ମାହାଙ୍ଗାରେ କଲେ ହଙ୍ଗାମା........!!!
ପ୍ରତାପ ଜେନାଙ୍କ ସମର୍ଥନ ଓ ବିରୋଧୀରେ ଅପରାଧୀ ଅଭିଯୋଗ......!!!
କୋର୍ଟ ନିର୍ଦ୍ଧେଶ ଦେଇଅସାରିବା ପରେ ବିଧାୟକଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ.....!!!
ଆସନ୍ତୁ ଜାଣିବା ଏହାର ମୁଖ୍ୟ ଖବର....!!!
“ ହଁ ଦର୍ଶକ ବନ୍ଧୁ “......!!!
           ଏପରି ଘଟଣା ସାମ୍ନାକୁ ଆସିଛି କଟକର ମାହାଙ୍ଗ ବ୍ଲକ୍ ର ! ମାହାଙ୍ଗାରେ ହେଉଥିବା ଏପରି ହଙ୍ଗାମା ବିଜେଡ଼ିର ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଏକ ବଡ ଅଭିଯୋଗ କରୁଛନ୍ତି ଅନେକ ବ୍ୟକ୍ତି ! ନ୍ୟାୟ ପାଇବା ପାଇଁ ସଙ୍ଘର୍ଷ  ନାମକ ସଂଘଠନରେ ସମସ୍ତ ସଦସ୍ୟ ପ୍ରତାପ ଜେନାଙ୍କ ଏକ ବଡ ଅଭିଯୋଗ କରୁଥିବା ବେଳେ , ସେହି ସମୟରେ ପ୍ରତାପ ଜେନାଙ୍କ ସମର୍ଥନକୁ ନେଇ ବହୁତ ମାତ୍ରାରେ ହଙ୍ଗାମା ସୃଷ୍ଟି ହୋଇଥିଲା ! 
                            ଏହି ହଙ୍ଗାମାରେ ଜଣାପଡୁଛି ଯେ ମୁକ୍ତ କୁଳମଣି ବରାଳଙ୍କ ପରିବାର ଓ ତାଙ୍କ ସମର୍ଥକ ମାନେ ପ୍ରତାପ ଜେନାଙ୍କ କୁଶକୁତଳିକା ଦାହ ପାଇଁ ପ୍ରସ୍ତୁତ ହୋଉଥିଲେ ! କିନ୍ତୁ ସେହି ସମୟରେ ପ୍ରତାପ ଜେନାଙ୍କ ସମର୍ଥକ ମାନେ ତାଙ୍କ ସହ ଗଣ୍ଡଗୁଳ କରି ସମସ୍ତଙ୍କୁ ପିଟି ଥିଲେ ! ଏହି ଗଣ୍ଡଗୋଳରେ ବହୁତ ଶିକାର ହୋଇ ରାମଚନ୍ଦ୍ର ବେହରା ଓ ବାଜପୁରର ଦିଲ୍ଲୀପ ସାହୁ ଏଥିରେ ଆହତ ହୋଇଛନ୍ତି ! ବହୁତ ଗଣ୍ଡଗୋଳ ହେବା ସହିତ ବହୁତ ମାର୍ ପିଟି ମଧ୍ୟ କରିଥିଲେ ! ଏବଂ ପୋଲିସ୍ ସେଠି ରହି ସେହି ଦୁଇ ଜଣଙ୍କୁ ଉଧାର କରିଥିଲେ ! ଏହା ପରେ ଉଭୟ ପକ୍ଷ ଜଣେ ଅନ୍ୟ ଜଣଙ୍କ ନାଁରେ ପୋଲିସ୍  ସ୍ଟେଶନ୍ ରେ ଅଭିଯୋଗ ମଧ୍ୟ କରିଥିଲେ ! 
                            ମାହାଙ୍ଗାର ବିଜେଡ଼ି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଅପରାଧୀର ମାମଲାକୁ ଚାଲୁ ରଖିବାକୁ ଗତ କାଲି ସାଲେପୁର ଚିଏମସ୍ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି  ! ଆଗରୁ ମଧ୍ୟ ହତ୍ୟା ଧମକ୍ ଦେଇଥିଲେ ଏବଂ ହତ୍ୟା କରିବା ପାଇଁ  ଷଡଯନ୍ତ୍ର ମଧ୍ୟ କରୁଥିଲେ ବିଜେଡ଼ି ବିଧାୟକ ପ୍ରତାପ ଜେନା ! ଏହି ମାମଲା ଜାରିରଖିବାକୁ କୋର୍ଟ ନିର୍ଦ୍ଧେଶ ଦେଇସାରିବା ପରେ ବିଜେଡ଼ି ବିଧାୟକଙ୍କୁ ବର୍ତ୍ତମାନ ପୂରା ଟାର୍ଗେଟ କରୁଛନ୍ତି ବିରୋଧୀ ! 
                                 ଜଣେ ପରେ ଜଣେ  ବିଜେଡ଼ି ବିଧାୟକଙ୍କୁ ଜନ ବିରୋଧୀ ବୋଲି କହୁଥିଲା ବେଳେ ,ଦେଶର ମୁଖ୍ୟମନ୍ତ୍ରୀ ଦଲ ପାଇଁ  ଅଲଗା ମାର୍ଗ ଦେଖାଉଥିଲା ! ସଙ୍ଗିନୀ ଅପରାଧୀ ଅଭିଯୋଗରେ ବିଧାୟକ ପ୍ରତାପ ଜେନାଙ୍କ ଅପରାଧର ଅଭିଯୋଗକୁ ଲୁଚାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି ! କିନ୍ତୁ ଗତ କାଲି ସାଲେପୁର ର ଚିଏମସ୍  କୋର୍ଟ ଘଷଣା କରିଛନ୍ତି ଯେ ଅଭିଯୋଗକାରୀ ଓ ସାକ୍ଷୀ ମାନଙ୍କର ବୟାନ୍ ଏବଂ ବିଭିନ୍ନ ରେକର୍ଡ ପତ୍ର ଦେଖିଲେ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣ ଯୋଗ୍ୟ ତଥ୍ୟ ରହିଛି ! ସେ ଜଣେ ବିଜେଡ଼ିର ବିଧାୟକ ହୋଇଥିବାରୁ ଭୁବନେଶ୍ଵର ହାଇକୋର୍ଟକୁ ନିର୍ଦ୍ଧେଶ ଦେଇଛନ୍ତି !

Tags :- # news # tvp news9 # tvp # tvpnews

Share With