Trending
Thursday , April 30 , 2026
33

ଗଣେଶ ମେଢ ନେଲା ଜୀବନ ..........!!

ଗଣେଶ ମେଢ ନେବା ବେଳେ ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ........!!

ତିନି ଜଣ ଆହତ ଥିବା ବେଳେ ଜଣେ ମୃତ୍ୟୁ ........!!

କିପରି ଘଟିଥିଲା ଏହି ଭଳି ଅଘଟଣ ଆସନ୍ତୁ ସେ ଉପରେ ନଜର ପକାଇବା  .........!!!

“ ହଁ ଦର୍ଶକ ବନ୍ଧୁ ”..........!!
      ଗଣେଶ ପୂଜା ପାଇଁ ସାରା ଓଡିଶା ଉତ୍ସବ ମନାଉଥିବା ବେଳେ ବାଲିବିଲ ଠାରେ ଘଟିଛି ବଡ ଅଘଟଣ । ଆଗକୁ ଗଣେଶ ପୂଜା ଆସୁଛି ବୋଲି ଲୋକେ ବହୁ ଆଡମ୍ବରା ସହିତ ସଜା ସଜି ସରିଥିଲା । ପୂଜା ସାରି  ମେଢ ଭସାଣି କରିବା ପାଇଁ ଗଲା ବେଳେ ଘଟିଥିଲା ଯୁବକଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିବିଲ ଠାରେ ଘଟିଥିଲା ଏହି ଘଟଣା ।
 ପୂଜା ସରିବା ପରେ ଗଣେଶ ମୂର୍ତ୍ତୀଙ୍କୁ ଟାକ୍ଟର ଉପରେ ରଖି ,ରାସ୍ତାରେ ଡିଜେ ବଜାଇ ବହୁ ଆଡମ୍ବରାର ସହିତ ନାଚ ଗୀତ କରି ଯିବା ସମୟରେ ବିଦୁତ୍ ତାର ବାଜି ଜଣେ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଆହତ । 8 ଜଣ ଯୁବକ ଗଣେଶ ମୂତ୍ତି ଟାକ୍ଟରେ ଧରି ଯାଉଥିବା ସମୟରେ ବାଲିବିଲ ରାସ୍ତାରେ ବିଦୁତ୍ ତାର ବାଜି ଟାକ୍ଟରଟି ଚାର୍ଜ ହୋଇଯାଇଥିଲା । ଫଳରେ ଅଧିକାଂଶ ଲୋକ ଅଳ୍ପ କମ୍ ଆଘାତ ହୋଇ ଚିଟ୍ କି ଯାଇଥିବା ବେଳେ ଚାରି ଜଣ ଲୋକ ଆହତ ହୋଇଥିଲେ । ତୁରନ୍ତ ପାଖରେ ଥିବା ଘୋରୋଇ ମେଡିକାଲ୍ ରେ ଭର୍ତ୍ତି କରଯାଇଥିଲା । ପରେ ଡାକ୍ତର ଚାରି ଜଣକ ଭିତରୁ ଜଣେ ମୃତ୍ୟୁ ବୋଲି ଘୋଷଣା କରିଥିଲେ ଆଉ ତିନି ଜଣ ଆହତ ଥିବା କଥା କହିଛନ୍ତି ।  ଆହାତ ମାନଙ୍କୁ ଘୋରୋଇ ହସ୍ପିଟାଲ୍ ରେ  ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି କଟକର ମେୟର ........!!

ଦର୍ଶକ ବନ୍ଧୁ ମେଢ ନେଇଯିବା ସମୟରେ ବହୁ ସତର୍କତା ଅବଲମ୍ବନ କରି ଯାଅନ୍ତୁ ।

ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With