Trending
Sunday , April 27 , 2025

କଣ ଆପଣ ସ୍ଵପ୍ନରେ ଆପଣକ  ପିତୃ ପୁରୁଷଙ୍କୁ ଦେଖୁଛନ୍ତି କି .....!!
ମୃତ୍ୟୁ ଲୋକଙ୍କୁ ସ୍ଵପ୍ନରେ ଦେଖିଲେ ମିଳିଥାଏ ଏହି ସଂକେତ .....!!

“ ହଁ ଦର୍ଶକ ବନ୍ଧୁ ”.........!!
ଯଦି ଆପଣ ସ୍ଵପ୍ନରେ ଆପଣକ ପିତୃ ପୁରୁଷ କିମ୍ବା ପୂର୍ବଜ ସ୍ଵପ୍ନରେ ଆସନ୍ତି ତାହାଲେ ତାହା ଅତ୍ୟନ୍ତ ଶୁଭ କର ହୋଇଥାଏ । ଏହା ଆମେ କହୁନାହୁଁ  ବରଂମ ଏହା ପୂର୍ବରୁ ହିଁ ଗରୁଡ ପୁରାଣରେ ଉଲ୍ଲେଖ ରହିଛି ।  ଗରୁଡ ପୁରାଣରେ ସ୍ଵୟଂ ଭଗବାନ ଵିଷ୍ଣୁ ପିତୃ ପୁରୁଷ ମାନକ ସମ୍ବନ୍ଧରେ ଏପରି ଏନେକ କଥା ବିଷୟରେ ବର୍ଣ୍ଣନା କରିଛନ୍ତି ।  ପିତୃ ପୁରୁଷ ବା ନିଜ ପରିଜନ ଲୋକଙ୍କୁ ସ୍ଵପ୍ନରେ ଦେଖିବା ଦ୍ଵାରା ଅନେକ ପ୍ରକାରର ସଂକେତ ମିଳିଥାଏ । ସେହି ସ୍ଵପ୍ନ ମାନଙ୍କ ମଧ୍ୟରୁ କିଛିଟା ଶୁଭ ହୋଇଥିବା ବେଳେ ଆଉ କିଛି ଅଶୁଭ ହୋଇଥାଏ ।
ଆମ ହିନ୍ଦୁ ଧର୍ମରେ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପିତୃ ପୁରୁଷ ମାନଙ୍କ ଶ୍ରାଦ୍ଧ ଆରମ୍ଭ ହୋଇଥାଏ । ଏହି ସମୟରେ ପିତୃ ପୁରୁଷ ନିଜ ପ୍ରିୟ ପରିଜନ ପରିବାର ଲୋକଙ୍କୁ ଦେଖା କରିବାକୁ ଆସିଥାନ୍ତି ।
ପୁରାଣରେ କୁହା ଯାଇଛି ଯେ ଯିଏ ନିଜ ପିତୃ ପୁରୁଷଙ୍କୁ ପ୍ରସନ୍ନ କରିଥାଏ ,ସେହି ବ୍ୟକ୍ତିର ଜୀବନରେ କେବେ କୌଣସି ଜିନିଷର ଅଭାବ ରହିନଥାଏ ଏବଂ ତା ଜୀବନରେ କେବେ ଦୁଖ ଆସିନଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ବ୍ୟକ୍ତିର  ମୃତ୍ୟୁ ପରେ ମନୁଷ୍ୟ ଶରୀର ବାୟୁ ଆକାର ଧାରଣ କରିଥାଏ ,ଯାହାକି କେବେ ବି ନଷ୍ଟ ହୋଇନଥାଏ । କିନ୍ତୁ ମନୁଷ୍ୟର ଉପସ୍ଥିତି ଅନେକ ଉପାୟରେ ଜଣାପଡିଥାଏ । ଯଦି ଆପଣ ଦିନ ବେଳେ କିମ୍ବା ରାତିରେ ଶୋଇଥିବା ବେଳେ  ଆପଣଙ୍କ ସ୍ଵପ୍ନରେ ଯଦି ହାତୀ ,ଘୋଡା ,ବଳଦ ,ଏବଂ ଭୟଙ୍କର ମନୁଷ୍ୟ ରୂପରେ ପିତୃ ପୁରୁଷ ସ୍ଵପ୍ନରେ ଆସନ୍ତି, ଏବଂ ପୂର୍ବଜ ଆପଣଙ୍କୁ କିଛି ମାଗୁଥିବାର ଦେଖୁଛନ୍ତି ତାହାଲେ ତାକୁ ଅଣଦେଖା କରନ୍ତୁ ନାହିଁ । ବରଂମ ଏହା ଆପଣଙ୍କୁ ସେମାନେ ସଂକେତ ଦେଉଛନ୍ତି ଯେ ଆମ ଆତ୍ମାକୁ ଏବେ ଯାଏ ମୁକ୍ତି ମିଳିନାହିଁ ।   
 ତେଣୁ ଏହି କ୍ଷେତ୍ରରେ ନିଜ ପରିବାର ଲୋକଙ୍କୁ ପୂର୍ବଜ ମୃତ ବ୍ୟକ୍ତିଙ୍କ ମୁକ୍ତି ପାଇଁ ଶ୍ରାଦ୍ଧ କରିବା ସହିତ ଦାନ କରନ୍ତୁ । ଯାହାଦ୍ଵାର ସେମାନଙ୍କର ମୁକ୍ତି ହୋଇପାରିବ ।ଦର୍ଶକ ବନ୍ଧୁ ଯଦି ଆପଣ ସ୍ଵପ୍ନରେ ପିତୃ ପୁରୁଷ ଆପଣଙ୍କ ମୁଣ୍ଡରେ ହାତ ବୁଲାଉ ଥିବାର ଦେଖିଲେ ,ତାହା ସଂକେତ ଦେଇଥାଏ କି ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି, ଆଉ ଆପଣଙ୍କ ଜୀବନରେ ଆଗକୁ ବହୁତ ଭଲ ହେବାକୁ ଯାଉଛି । ସ୍ଵପ୍ନରେ ପୂର୍ବଜ ଲୋକ ନଜର ଆସି ହଟାତ୍ ଅଦୃଶ୍ୟ ହୋଇଗଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାର ଅର୍ଥ ଆଗାମୀ ସମୟରେ ଆପଣଙ୍କ ଉପରକୁ କୌଣସି ସଙ୍କଟ ଆସିବାକୁ ଯାଉଛି । ତେଣୁ ଆପଣଙ୍କୁ ସାବଧାନ ହେବ ଦରକାର ।

ଦର୍ଶକ ବନ୍ଧୁ ଆମ ହିନ୍ଦୁ ଧର୍ମରେ ଏପରି ଅନେକ ଘଟଣା ମାନ ରହିଛି ,ଯାହା ପୁରାଣ ସହିତ ଜଡିତ ହୋଇ ରହିଛି । ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଭିଡିଓ ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  | 
ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With