ଶ୍ରୀମନ୍ଦିରକୁ ଆସିଲା ମହାପ୍ରଳୟ.....!!!
ଦୁବଳ ହେଲାଣି ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ....!!!
ଭକ୍ତମାନଙ୍କ ସ୍ପର୍ଶରେ ହେଲାଣି ପତଳା....!!!
ଏବଂ ରୂପାରେ ହେବ ପୂର୍ଣ୍ଣର ଆଛାଦିତ...!!!
“ ହଁ ଦର୍ଶକ ବନ୍ଧୁ “......!!!
       ପୁରୀ ଜଗନ୍ନାଥ ଶ୍ରୀମନ୍ଦିର ସାମ୍ନାରେ ସଭା ପାଇ ଗରୁଡ ସ୍ତମ୍ଭ ! ଯେତେବେଳେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇଥାନ୍ତି ଆଗ ଗରୁଡ ସ୍ତମ୍ଭକୁ ଦର୍ଶନ କରିବା ସହ ଏହାକୁ ସ୍ପର୍ଶ ମଧ୍ୟ କରିଥାନ୍ତି ! କିନ୍ତୁ ଭକ୍ତମାନଙ୍କ ସ୍ପର୍ଶ ଯୋଗୁଁ ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି ! ଏବଂ ଭକ୍ତମାନେ ଆଲିଙ୍ଗନ କରିବା ଫଳରେ ପତଳା ହେଉଛି ଗରୁଡ ସ୍ତମ୍ଭ ! କିନ୍ତୁ ଏହା ଗରୁଡ ସ୍ତମ୍ଭର ସ୍ଥାୟୀତ୍ଵ ପ୍ରତି ବିପଦ ସୃଷ୍ଟି କରୁଛି ! 
                       ବିଶେଷଜ୍ଞଙ୍କ କହିବା କଥା ଅନୁସାରେ , ଶ୍ରୀମନ୍ଦିରର ଗରୁଡ ସ୍ତମ୍ଭଟି ଚନ୍ଦନ କାଠରେ ନିର୍ମିତ ! ଏବଂ ଦିନକୁ  ଦିନ ଗରୁଡ ସ୍ତମ୍ଭଟି ପତଳା ଓ ଦୁବଳ ହେଉଥିବାରୁ ଶ୍ରୀମନ୍ଦିରର ପ୍ରଶାସନମାନେ ସେହି ଶ୍ରୀମନ୍ଦିର ଆଗରେ ଥିବା ଗରୁଡ ସ୍ତମ୍ଭ ଚାରିପଟେ ରୂପା ଆଛାଦିତ କରାଯିବ ବୋଲି ଆଲଚନା ମଧ୍ୟ ଚାଲିଛି ! ପର୍ଶ୍ଚିମ ଦୂର୍ଗାପୁର ସ୍ଥିତ ଫିରିଙ୍ଗି କୋମସିଆଲ୍ pvt-limitedର ନିର୍ଦ୍ଧେଶକ ଏହି କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ! 
                           ଏହି ପ୍ରସ୍ତାବ ଅନୁଯାଇ ଶ୍ରୀମନ୍ଦିର ଗରୁଡ ସ୍ତମ୍ଭର ଚାରିପଟକୁ ଷ୍ଟିଲ୍ ଫ୍ରେମ ଦ୍ଵାରା ଆଚ୍ଛାଦିତ କରାଯିବ ! ଏବଂ ଗରୁଡ ସ୍ତମ୍ଭର ମାପ ଅନୁସାରେ ବୃତ୍ତାକାରରେ ଫ୍ରେମ ତିଆରି ହେବ ! ତେବେ ଫ୍ରେମ ପ୍ରସ୍ତୁତ କରାଯିବା ପରେ  ଏହା ଉପରେ ରୁପା ଆଛାଦିତ ହେବ ! ଏବଂ ଏହି ଗରୁଡ ସ୍ତମ୍ଭ ତିଆରି ବାବଦକୁ ଖର୍ଚ୍ଚ ହେବ 1କୋଟି 30 ଲକ୍ଷ ଟଙ୍କା ! 
      ତେବେ ଏହି ଗରୁଡ ସ୍ତମ୍ଭ ଭକ୍ତମାନଙ୍କ ଧାରିମିକ ଭାବନା ସହ ଯୋଡି ହୋଇଥିବାରୁ ଏଭଳି ଏକ ପ୍ରସ୍ତାବ ବିଚାର ବିମସରେ ଜାରି ରହିଛ ! ଏବଂ ଏହାପାଇଁ କିଛି ସେବାୟତ ଓ ସାମାଜିକ କର୍ମୀ ଏହାକୁ ନେଇ ଭିନ୍ନ ମତ ମଧ୍ୟ ଦେଇଛନ୍ତି ! 

ବ୍ୟୁର ରିପୋର୍ଟ TVPNEWS9….!!!

Tags :- # news # tvp news9 # tvp # tvpnews

Share With