Trending
Thursday , April 30 , 2026
27

ମାଡି ଆସୁଛି ମହା ପ୍ରଳୟ ଶ୍ରୀମନ୍ଦିର ଉପରେ ବସିଲା ଚିଲ........!!!!!

ତ୍ରାହି ତ୍ରାହି ହୋଇ ଡାକିଲେ ଭକ୍ତ ଗଣ ...........!!!!!

ସତ ହେବ କି  ମାଳିକା ବଚନ ...........!!!!!!

ଆସନ୍ତୁ ଜାଣିବା ଏହାର ସମ୍ପପୂର୍ଣ୍ଣ ରହସ୍ୟ..........!!!!!

“ ଦର୍ଶକ ବନ୍ଧୁ “...........!!!!!

                             ପୁରୀ ଶ୍ରୀମନ୍ଦିରର ଆଜି ପର୍ଯ୍ୟନ୍ତ ଏମିତି ଏକ ରହସ୍ୟ ରହିଛି ଯାହାକି ବରିଷ୍ଠ ବୈଜ୍ଞାନିକ ମାନେ ବି ଜାଣିପାରନ୍ତି ନାହିଁ ! କିନ୍ତୁ ଏବେ ଶ୍ରୀମନ୍ଦିରର ଏମିତି ଏକ ଘଟଣା ଘଟିବାକୁ ଯାଉଛି ତାହା ସମଗ୍ର ସଂସାରକୁ ଭୟ ଓ ଆତଙ୍କ ନେଇ ଆସୁଛି ! ଯାହା ବର୍ତ୍ତମାନ ସମୟରେ ଘଟୁଛି ତାହା କେବେବି ଘଟି ନଥିଲା କିନ୍ତୁ ଏହା ଏବେ ମହାପ୍ରଳୟ ଆସିବାର ସଙ୍କେତ ଦଉଛି!

“ ହଁ ଆଜ୍ଞା “ 

              କାଲି ଦିନ 12ଟା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ଶ୍ରୀମନ୍ଦିରରେ ଭକ୍ତ ମାନଙ୍କର ଗହଳି ଲାଗିଥିଲା ! ସେହି ସମୟରେ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଗୋଟିଏ ବିରାଟ ବଡ ଚିଲ ପ୍ରାୟ 20 mit  ସମୟ ଧରି ବସିଥିଲା !କିନ୍ତୁ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତ ମାନେ ସେହି ଚିଲକୁ ଦେଖି ଶ୍ରୀମନ୍ଦିରର ସମସ୍ତ ଶେଷ୍ଠ ପୂଜାରୀଙ୍କୁ ଡାକି କରି ଦେଖାଇଥିଲେ ! ଯେତେବେଳେ ଶେଷ୍ଠ ପୂଜାରୀ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ! ଶ୍ରୀମନ୍ଦିର ଉପରେ ବସିଥିବା ଚିଲଟି ସେତେବେଳେ ତାହାର ଭୟଙ୍କର ରୂପ ସହ ଭୟଙ୍କର ଶବ୍ଦ ଦେଖାଇଥିଲା ! ଯାହା ଦ୍ଵାର ଶ୍ରୀକ୍ଷେତ୍ରରେ ଭୟ ଓ ଆତଙ୍କର ଛାୟା ଖେଳି ଯାଇଥିଲା ! 

                                  ସମସ୍ତ ଶେଷ୍ଠ ପୂଜାରୀ ମାନେ ଆଉ ଶହ ଶହ ଭକ୍ତମାନେ ଭୟଭିତ ହୋଇ ବ୍ଯାକୁଳତା ସହ ଡ଼ାକିଥିଲେ ରକ୍ଷା କର ହେ ମହାପ୍ରଭୁ ଜଗନ୍ନାଥ ! ଏହା ସାରା ବିଶ୍ଵ ପାଇଁ ଏକ ଅଶୁଭ ସଙ୍କେତ ଅଟେ !  ଯାହା ଦ୍ଵାରା କି ପୃଥିବୀ ଧ୍ଵଂସ ହେବାର ସଙ୍କେତ ମଧ୍ୟ ଦେଉଛି ! ଯାହା ଯାହା ମାଳିକାରେ ଉଲ୍ଲେଖ ରହିଛି ତାହା ସବୁ ଅଘଟଣ ଘଟୁଛି !

            କିନ୍ତୁ ଦିନେ ଏକ ଚିଲ ଶ୍ରୀମନ୍ଦିରର ପତକା ଉପରେ ପ୍ରାୟ 10 mit ହେଲା ବସିଥିଲା ଏହା ଯେତେବେଳେ ସମସ୍ତ ଦେଖିଥିଲେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ ! କାରଣ ଆଗରୁ ଏମିତି ମନ୍ଦିର ଉପରେ ପକ୍ଷୀଟିଏ ଉଡିବାର ଦେଖିନଥିଲେ ! ସମସ୍ତ ଏହାକୁ ଅଶୁଭ ସଙ୍କେତ ବୋଲି ଭୟ କରୁଥିଲେ ପରେ ସେମାନଙ୍କ ଭୟ ମଧ୍ୟ ସତ ହୋଇଗଲା ! କାରଣ ଚିଲ ବସିବାର କିଛି ଦିନ ପରେ କୋରନା ମହାମାରୀ ସାରା ବିଶ୍ଵରେ ହୋଇଥିଲା ଆଉ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଚାବି ମଧ୍ୟ ହଜିଯାଇଥିଲା ଏବଂ ଶ୍ରୀମନ୍ଦିର ପତକାରେ ନିଆ ଲାଗିଯାଇଥିଲା ତାପରେ କିଛି ଦିନ ତଳେ ସିଂହଦ୍ଵାରରେ ଗୋଟେ କିନ୍ନର ଆତ୍ମ ହତ୍ୟା କରିଥିଲେ ! ଏହିପରି ଅନେକ ଅଶୁଭ ବା ଅଘଟଣ ଘଟୁଛି ପ୍ରଭୁ ଜଗନ୍ନାଥ ମନ୍ଦିରରେ  !

ଶ୍ରୀମନ୍ଦିର ଉପରେ ବସିଥିଲା ଚିଲ  ବିଶ୍ଵ ପାଇଁ ମହାପ୍ରଳୟର ସଙ୍କେତ ଅଟେ ! ସତ ହେଲାଣି ମାଳିକା ଲେଖା .....!!!!

Tags :- # news # tvp news9 # tvp # tvpnews

Share With