ଚିକେନ ପ୍ରେମୀ ସାବଧାନ.........!!!
ଚିକେନ ଖାଇଲେ ହେଉଛି ଭୟଙ୍କର ରୋଗ.......!!!!
ଶରୀରରେ କାମ ଦେଉନି ଔଷଧ.......!!!
ବର୍ତ୍ତମାନ ସମୟରେ ଥଣ୍ଡା ସର୍ଦ୍ଧି ଖାସ ହେଲେ ସହଜରେ ଭଲ ହେବାର ନା ଧରୁନି ! ଜୋର ଛାଡ଼ିବା ପରେ ପୁଣି ଲୌଟିଛି....ଯେତେବି ଔଷଧ ଖାଇଲେ ବି କିଛି କାମ କରୁନି ! କିଛି ଏମିତି କଥା ଆପଣ ଘରେ ବି ଘଟୁଥିବ କିମ୍ବା କୋଉଠି କାହାଠାରୁ ଶୁଣିଥିବେ ନିଶ୍ଚିତ !
ତେବେ କଣ ଆପଣଙ୍କୁ ଜଣା ଅଛି କି ଏମିତି ହେବା ପଛରେ କାରଣ କଣ.....!!!
ଯଦି ଆପଣ ଏହାର କାରଣ କଣ ଜାଣିନାହାନ୍ତି ତେବେ ଏହାର କାରଣ ଜାଣିବା ପରେ ଆପଣ ସତ୍ତର୍କ ହୋଇଯାହାନ୍ତୁ ! କାରଣ ବର୍ତ୍ତମାନ ସମୟରେ ଔଷଧ ଯାହଜରେ କାମ ନୋକରିବାରେ କାରଣ ହୋଉଛି ଚିକେନ !! ପ୍ରୋଟିନ ଭିଟାମିନ ଏବଂ ମୀନାରାଲସରେ ଭରପୁର ଚିକେନ ଆପଣଙ୍କର ଶରୀରର ପ୍ରତିରୋଧକୁ କ୍ଷମତାକୁ କମ କରିପାରେ ! କେବଳ ଏତିକି ନୁହେଁ ! ଚିକେନ କାରଣରୁ ଆପଣଙ୍କ ଶରୀରରେ ଆଣ୍ଟିଭାଟିକ , ଆଣ୍ଟିଭାଇରଲ , ଆଣ୍ଟିଫାଙ୍ଗଲ ଏବଂ ଆଣ୍ଟିପାରାସିଟି ମେଡିସିନିର ପ୍ରଭାବ ବହୁତ ମାତ୍ରରେ କମିଯାଏ !
ବିଶ୍ୱ ସ୍ୱାତୀୟ ସଂଗଠନ ଅନୁସାରେ ଚିକେନ ଦୁନିଆରେ ସବୁଠାରୁ ଭୟଙ୍କର ଦଶ ରୋଗ ମଧ୍ୟରୁ ଗୋଟିଏ ର କାରଣ ହୋଇପାରେ ! ବିଶ୍ୱ ସ୍ୱାତୀୟ ସଂଗଠନ କହିଛି ଚିକେନ ଖାଇବା ଦୂରା ଲୋକ ମାନେ ଦ୍ରୁତ ଗତିରେ ଆଣ୍ଟିମାକ୍ରବାଇଲ ରେଜିଷ୍ଟାନ୍ସର ଶିକାର ହେଇଯାହାନ୍ତି ! ପ୍ରାୟତଃ ଆମିଷ ଖାଇବା ଲୋକେ ମାନେ ଚିକେନ ଖାଇବାକୁ ଭଲ ପାହାନ୍ତି ବିଶେଷେ କରି ଛୁଟ ପିଲା ମାନେ ବେଶି ମାତ୍ରାରେ ଚିକେନ ପ୍ରିୟ ହୋଇଥାନ୍ତି ! ଯେତେ ବେଳେ ଏହି ଚିକେନ ଆମ ଶରୀରକୁ ଯାଇଥାଏ ସେତେ ବେଳେ ଗୋଆଣ୍ଟିଭାଇଟିକ ଶରୀରରେ ପରିବର୍ତ୍ତତ କରିଥାଏ ! ଫଳରେ ଆମ ଶରୀରରେ ସମୟ ସହିତ ଆଣ୍ଟିଭାଇଟିକ କୁ ନେଇକି ସୁଷ୍ଟି ହେଇଥାଏ ଏବଂ ଏ ଆଣ୍ଟିଭାଇଟିକ ଶରୀରରେ କାମ କରିବା ବନ୍ଦ କରିଦେଇଥାଏ !!
ସବୁଠାରୁ ବଡ ପ୍ରଶ୍ନ ହେଉଛି ଯୋଉ ଚିକେନରେ ପ୍ରୋଟିନ , ଭିଟାମିନ , ମୀନିରାଲାସ ଭରପୁର ମାତ୍ରରେ ରହିଛି ତାହା କେମିତି ରୋଗର କାରଣ ପାଲଟିଛି .......!!!
ଆଜି କାଲି କୁକୁଡ଼ା ଫାରାମରେ ଚିକେନକୁ ଭଲ ଆଉ ସ୍ୱାତୀୟ ପଦ କରିବା ଲାଗି ଏମାନଙ୍କୁ ଅଧିକ ମାତ୍ରାରେ ଆଣ୍ଟିବାୟଟିକ ମେଡିସିନି ଦିଆଯାଉଛି ! ଏହା ଦୂରା ଚିକେନ ଶରୀରରେ ବହୁ ମାତ୍ରରେ ଆଣ୍ଟିବାୟଟିକ ଜମା ହେଇଯାଉଛ ! ଯେତେ ବେଳେ ଏହାକୁ ନେଇ ବ୍ୟକ୍ତି ଖାଇଥାଏ ସେତେ ବେଳେ ଏହାର ପ୍ରଭାବ ତାହା ଶରୀର ଉପରେ ପଢୁଛି ! ସ୍ୱାସ୍ଥ୍ୟ ବିଶିଷଜ୍ଞଙ୍କ ଅନୁସାରେ ଯେତେ ବେଳେ ଏହି ଚିକେନ ଶରୀର ମଧ୍ୟକୁ ଯାଇଥାଏ ସେତେ ବେଳେ ଏହା ଶରୀର ମଧ୍ୟରେ ବହୁଆଣ୍ଟିଭାଇଟିକ କୁ ପରିବର୍ତ୍ତତ କରିଦେଇଥାଏ ! ଯାହା ଦୂରା ଶରୀରରେ ସନ୍ୟା ସହିତ ଆଣ୍ଟିବାଇଟିକ କୁ ନେଇ ପ୍ରତିକ୍ରିୟା ସୁଷ୍ଟି ହୋଇଥାଏ ଓ ଆଣ୍ଟିବାଇଟିକ ମେଡିସିନି ଶରୀରରେ କାମ କରିବା ବନ୍ଦ କରିଦେଇଥାଏ !
ଡାକ୍ଟରଙ୍କ କହିବା ଅନୁଯାଇ ଚିକେନ ଖାଇବା ଦୂରା MM ଏହାର ଅର୍ଥାତ ଆଣ୍ଟିମାକ୍ରବାୟଡ଼ ରିଜିଷ୍ଟାନ୍ସ ହୋଇଥାଏ ଏହା ଦୂରା ଶରୀରର ଆଣ୍ଟିବାୟଟିକ କିଛି ସମୟରେ ଭିତରେ ଆଣ୍ଟିମାକ୍ରବାୟଡ଼ ରେଜିଷ୍ଟାନ୍ସ ସ୍ତିତିକୁ ଆସିଯାଏ ଫଳରେ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ସଂକ୍ରମଣ ହେବାରେ ଲାଗିଥାଏ ! ଏହାର ଚିକିତ୍ସାୟ ବହୁତ ମୁସ୍କିଲ ହୋଇପାରେ ! ବିଶ୍ୱ ସ୍ୱାତୀୟ ସଂଘଟନ ଏହି MM ଆରକୁ ଦୁନିଆର ସବୁଠାରୁ ଭୟଙ୍କର ଦଶ ରୋଗ ମଧ୍ୟରୁ ଗୋଟିଏ ବୋଲି କହିଛି........!!!!!