Trending
Sunday , April 27 , 2025

BJD ପାର୍ଥୀ ହେବା ପରେ ସ୍ଵର୍ଗୀୟ ବାପଙ୍କୁ ମନେ ପକାଇଛନ୍ତି ଦୀପାଳି ........!!
ବାପାଙ୍କ ସ୍ଵପ୍ନକୁ ପୁରା କରିବାକୁ ପଣ କରିଛନ୍ତି.......!!
BJD ପାର୍ଥୀ ହେବା ପରେ କେତେ ଟଙ୍କା ପାଉଛନ୍ତି ଦୀପାଳି........!!
କେତେ ଧନ ସମ୍ପତି ରହିଛି ଦୀପାଳିଙ୍କ ........!!

ଆଜ୍ଞା ହଁ ......!!

            ଦୀପାଳି ଦାସ୍ ଦିବଙ୍ଗତ ନେତା ନବକିଶୋରଙ୍କ ଝିଅ ଯିଏ କି ଏବେ ଝାରସୁଗୁଡା ପାଇଁ BJD ପାର୍ଥୀରୂପେ ଘୋଷଣା  କରାଯାଇଛି । ଉପନିର୍ବାଚନରେ BJD ପାର୍ଥୀ ହେବେ ଦୀପାଳି । ବର୍ତ୍ତମାନ ଏହା ଘୋଷଣା କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀ ନ କିଶୋରଙ୍କର ରହିଛି । ପିତାଙ୍କ ମୃତ୍ୟୁ ପରେ ଦୀପାଳି ସେଠାକୁ ଯାଇ ଲୋକମାନଙ୍କ ସହ ମିଳା ମିଶା କରି ସେମାନଙ୍କର ଦୁଖ ଦୂରକରୁଥିଲେ । ଆଉ ତାଙ୍କ ବାପଙ୍କର ଯେଉଁ ଅଧୁରା ସ୍ଵପ୍ନ ରହିଯାଇଥିଲା ତାକୁ ପୁରା କରିବା ପାଇଁ ପଣ କରିନେଇଛନ୍ତି ଦୀପାଳି ।

ବହୁତ୍ ଚର୍ଚ୍ଛାରେ ଅଛନ୍ତି ଏବେ BJD ପାର୍ଥୀ ଦୀପାଳି । ତାଙ୍କ ବାପା ମଧ୍ୟ ଥିଲେ BJDର ଜଣେ  ପାର୍ଥୀ ,ବର୍ତ୍ତମାନ ତାଙ୍କ ଝିଅ ଦୀପାଳି ଦାସ୍ ମଧ୍ୟ ଝାରସୁଗୁଡାର ଉପନିର୍ବାଚନରେ BJD ପାର୍ଥୀ ହୋଇଛନ୍ତି । 
  
 ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁ ଥିବା ଯେ ଦୀପାଳିଙ୍କ ପାଖରେ କେତେ ସମ୍ପତି ରହିଛି । ତେବେ ଆସନ୍ତୁ ଜାଣିବା ଦୀପାଳିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ .......!!


     BJD ପାର୍ଥୀ ଦୀପାଳି ଦାସ୍ ଙ୍କ ସମ୍ପତିର ମୂଲ୍ୟ 1 କୋଟି 88 ଲକ୍ଷ 6 ହଜାର 436 ଟଙ୍କା । ତେବେ ଦୀପାଳି ମାଆଙ୍କ ନାମରେ ରହିଛି 32 କୋଟି 52 ଲକ୍ଷ 81 ହଜାର 443 ଟଙ୍କାର ଅସ୍ଥାବର ରହିଛି ବୋଲି କହିଛନ୍ତି । କିନ୍ତୁ ଏବେ ଦୀପାଳିଙ୍କ ପାଖରେ ରହିଛି 34 ଲକ୍ଷ 39 ହଜାର ଟଙ୍କା ସ୍ଥାବର ସମ୍ପତି ।  5 କୋଟି 42 ଲକ୍ଷ 1 ହଜାର 400 ଟଙ୍କାର ସ୍ଥାବର ସମ୍ପତି ରହିଛି ତାଙ୍କ ମାଆଙ୍କ ପାଖରେ ।
ଦୀପାଳି କହୁଛନ୍ତି ଯେ ମୁଁ ପାଖରେ କିଛି ସୁନା ଗହଣା  ରଖିନାହିଁ ,ମାଆଙ୍କ ପାଖରେ ହିଁ 330 ଗ୍ରାମ୍ ସୁନା ଥିବା ସହିତ ରୁପା 850 ଗ୍ରାମ୍ ରହିଛି । 

ଆଉ 42 ଟଙ୍କାର ଗାଡି ଦୀପାଳିଙ୍କ  ନାଁରେ ରହିଛି । ସତ୍ୟତା ପାଠରେ ଦର୍ଶାଇ କହିଛନ୍ତି ଯେ ପାଖରେ ମାତ୍ର 2 ଲକ୍ଷ 85 ହଜାର ନଗଦ ଟଙ୍କା ରହିଛି । 26 ଲକ୍ଷ 71 ହଜାର 663 ଟଙ୍କାର ଋଣ ରହିଛି ବୋଲି କହିଛନ୍ତି ଦୀପାଳି ।

 ଏହା ଥିଲା BJD ପାର୍ଥୀ ଦୀପାଳି ଦାସ୍ ଙ୍କ ଧାନ ସମ୍ପତି । 

 ବ୍ୟୁର ରିପୋର୍ଟ tvp news9 ………!!!

Tags :- # news # tvp news9 # tvp # tvpnews

Share With