Trending
Thursday , April 30 , 2026
45

ଯୌତିକ ଦେଲେନି ବୋଲି ଶାଶୁ ମାରିଲେ ଗୋଇଠା .........!!
ଆଉ ଶଶୁର ଫିଙ୍ଗିଦେଲେ ଗରମ ତେଲ .......!!
ଶେଷରେ ପରିଶ୍ରମ କରି ବହୂ ପାଇଲେ IAS ........!!

        “ଆଜ୍ଞା ହଁ ”........!!

ପୁଣି ଥରେ ଯୌତିକ ପାଇଁ ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦେଲେ ଶାଶୁଘର ଲୋକ । ବାରମ୍ବାର ନିର୍ଯ୍ୟାତନା ଦେଇ ମାଡ ମାରୁଥିଲେ ଶାଶୁ ତା ସହିତ ଶଶୁର ମଧ୍ୟ ବହୂଙ୍କ ଉପରେ ଦିନେ ଫିଙ୍ଗିଦେଇ ଥିଲେ ଗରମ ତେଲ । ଏ ସବୁ କିଛିକୁ ଦେଖି ସହି ଯାଉଥିଲେ । ଆଉ ଯାହାକୁ ଶେଷରେ ବେଦୀ ଉପରେ ବାହା ହୋଇ ସତ ଜନ୍ମର ସାଥି ହୋଇରହିବା ପାଇଁ  ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସେ ମଧ୍ୟ ମାନସିକ ନିର୍ଯ୍ୟାତନା ଦେବା ସହ କଷ୍ଟ ଦେଉଥିଲେ । କଷ୍ଟ ଆଉ ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗିଲା  । ଶେଷରେ ଶାଶୁ ଘରଛାଡି ବାପା ଘରକୁ ଚାଲିଆସିଥିଲେ । ଆଉ ନିଜର ସ୍ଵପ୍ନକୁ ପୁରା କରିବାରେ ଲାଗିପଡିଥିଲେ । ଶେଷରେ IAS ପରୀକ୍ଷା ଦେଇ ସେଥିରେ ସଫଳ ହୋଇଥିଲେ । ଜଣେ IAS ଅଫିସର ହେବା ପାଇଁ କେତେ ଯେ କଷ୍ଟ କରିବାକୁ ପଡେ,ତା ପାଇଁ ସିଭିଲ୍ ସରଭିସ୍ ପରୀକ୍ଷା ମଧ୍ୟ ଦେବାକୁ ପଡେ । କୁହାଯାଏ ଯେ ଏହା ଦେଶର ସବୁଠୁ ବଡ ଚାକିରି ଅଟେ ଏହାକୁ ପାଇବା ଏତେ ସହଜ ନୁହେଁ । ପାଇବା ପାଇଁ ହେଲେ ବହୁତ କଷ୍ଟ ପରିଶ୍ରମ ଆଉ ତ୍ୟାଗ ଜୋରୁରୀ ଅଟେ ।

ସବୁ କଷ୍ଟ ଆଉ ଯନ୍ତ୍ରଣାକୁ ସହି  ନିଜର IAS ହେବା ସ୍ଵପ୍ନକୁ ପୁରା କରିଛନ୍ତି ଶିବାଙ୍ଗୀ ଦୋଏଲ୍ । ଯିଏ କି ଉତ୍ତରପ୍ରଦେଶର ପଲ୍ଲୀଖୁମା ରେ ଜନ୍ମ ଗ୍ରହଣ କରିଥିଲେ । ଶାଶୁ ଘରେ ଥିବା ସମୟରେ ଦୁଇଥର ସିଭିଲ୍ ସରଭିସ୍ ପରୀକ୍ଷା ଦେଇଥିଲେ କିନ୍ତୁ ସେତେବେଳେ ସେ ସଫଳ ହୋଇପାରିନଥିଲେ । ପିଲା ଦିନରୁ ହିଁ ଶିବାଙ୍ଗୀଙ୍କ ପଢିବାର ଇଚ୍ଛା ବହୁତ ଥିଲା ,କିନ୍ତୁ ଅଳ୍ପ କମ୍ ବୟସରୁ ହିଁ ତାଙ୍କ ଘର ଲୋକ ଶିବାଙ୍ଗୀଙ୍କ ବିବାହ କରିଦେଇଥିଲେ । ଯାହାଫଳରେ ତାଙ୍କର IAS ହେବାର ସ୍ଵପ୍ନ ଅଧାରେ ରହିଯାଇଥିଲା । ଭାବିଥିଲେ ବାହାହେଲା ପରେ ଶାଶୂ ଘରକୁ ଯାଇ ପାଠ ପଢି ନିଜର ସ୍ଵପ୍ନ କୁ ପୂରଣ କରିବି । ଆଉ ଶାଶୁଙ୍କ ବଦଳରେ ମାଟିଏ ପାଇବି, ଶଶୁରଙ୍କ ବଦଳରେ ବାପାଙ୍କ ସ୍ରେହ୍ନ ପାଇବି । କିନ୍ତୁ ଶେଷରେ ଖାଲି ପାଇଥିଲେ ନିର୍ଯ୍ୟାତନା ଆଉ ଯନ୍ତ୍ରଣା  । ପରେ ବାପାଙ୍କ ଘରକୁ ଚାଲି ଆସି ନିଜର IAS ହେବାର ସ୍ଵପ୍ନ ପୂରଣ କରିଥିଲେ । ଆଉ ସମସ୍ତ ନାରୀଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ଏହି ଲେଡି ଅଫିସର୍  .........!!

      ଆଜ୍ଞା ଇଏତ ଥିଲା ଶିବାଙ୍ଗୀଙ୍କ ସଂଘର୍ଷମୟ ଜୀବନ । ଶାଶୁଘରୁ ନିର୍ଯ୍ୟାତନ ପାଇବା ପରେ ମଧ୍ୟ ନିଜକୁ ଦୃଢ କରି ନିଜ IAS ହେବାର ସ୍ଵପ୍ନକୁ ପୁରା କରିଥିଲେ । 
                ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With