ଭୟ ଓ ଆତଙ୍କ ରେ ଓଡିଶା ବାସୀ....!!!
ପୁଣି ପାଣି ଛାଡିଲା ଛତିଶଗଡ଼...!!!
ମନମାନୀ ଚଳାଇଛି ଛତିଶଗଡ଼ ସରକାର....!!!
ହାତ ଟେକିଦେଲା କେନ୍ଦ୍ର......!!!
ପୁଣି ଥରେ ଓଡିଶା ରେ ଖେଳିଯାଇଛି ଭୟ ଓ ଆତଙ୍କ.....!!!
ଓଡିଶା କୁ ଛୁଟିଛି ଛତିଶଗଡ ର ବନ୍ୟ ଜଳ.....!!!
ହୁ ହୁ ଗର୍ଜନ କରି ଓଡିଶା କୁ ମାଡି ଆସୁଛି ପାଣି..!!!
ହେଲେ ସବୁ ଜାଣିବି ଅଜଣା ଛତିଶଗଡ......!!!!
ଏବେବି ଛତିଶଗଡ ଚଳାଇଛି ତାର ମନମାନି... ପୁଣିଥରେ ପାଣି ଛାଡ଼ିଛି ଓଡିଶାକୁ ଗଲ୍ମା ଗେଟ ରୁ ହୀରାକୁଦ କୁ ହୁ....ହୁ ଗର୍ଜନ କରି ମାଢିଆସୁଛି ପାଣି.......!!!!
ସବୁଠି ହା ହା କାର... ଗୋଟିଏ ପଟେ ଲଗାଣ ବର୍ଷାରେ ଓଡିଶା ଛଟପଟ ହେଉଥିଲା ବେଳେ ଆଜି ଖୋଲିଛି ବିଭିନ୍ନ ଜିଲ୍ଲାର ତେରତି ପ୍ରକଳ୍ପ ଗେଟ.......!!!!!
ଏବେ ଗାଁ ଠୁ ସହର ସବୁଠି ପାଣି....
ରାସ୍ତା ଘାଟରେ ଚାଲୁଛି ବର୍ଷା ସହ ବନ୍ୟା ପାଣି.....!!!
ରାସ୍ତାରେ ଚାଲୁଛି ନର୍ଦମା ପାଣି.....
ଏହାରି ଭିତରେ ପୁଣିଥରେ "ଓଡିଶା" କୁ ପାଣି ଛାଡ଼ିଛି ଛତିଶଗଡ.......!!
ଏଣୁ ଚାରିଆଡେ ଭୟ, ଆତଙ୍କର ଅରତରାଦ.....!!!
ପାଣି ଘେରରେ ଅଧା ଓଡିଶା.... ଛତିଶଗଡ ର ଉପର ମୁଣ୍ଡରେ ବର୍ଷା ହେଲେ ମନଇଛା ପାଣି ଛାଡୁଛି ହୀରାକୁଦକୁ.... କୌଣସି ପୂର୍ବ ସୂଚନା ନଦେଇ କିମ୍ଭା ଓଡିଶା ସହ ଯୋଗାଯୋଗ ନକରି ପୁଣି ଥରେ ପାଣି ଛାଡ଼ିଛି ଓଡିଶାକୁ....!!!!
ଯେଉଁଥିପାଇଁ ଏବେ ପୁଣିଥରେ ଟଳମଳ ହେଲାଣି ହୀରାକୁଦ ବନ୍ଧ.....!!!
ଗାଁ ଗଣ୍ଡା ସହର ବଜାର ସବୁଠି ପଶିଲାଣି ଛତିଶଗଡର ବନ୍ୟା ଜଳ, ସମସ୍ତେ ଜାଣନ୍ତି ମୌସମୀ ଆସିଲେ ବର୍ଷା ହବ ଓଡିଶାର ନାଳ ନର୍ଦମା ଭୁଲିଯିବ .....!!!
ଛତିଶଗଡ ବି ଏକଥା ଭଲଭାବରେ ଜାଣିଛି....!!!!ହେଲେ ଏସବୁ ଜାଣି ମଧ୍ୟ ଛତିଶଗଡ ର ଉପର ମୁଣ୍ଡରେ ଯେତେବେଳେ ବି ବର୍ଷା ହେଉଛି ସେ ତାର... ସମସ୍ତ ପାଣି ଛାଡିଦେଉଛି ହୀରାକୁଦକୁ......!!!
ଓଲଟି ଛତିଶଗଡ ବାବଦରେ ହାତ ଟେକିଦେଇଛି କେନ୍ଦ୍ର......!!!
ହୀରାକୁଦ ବନ୍ଧ କତୃପକ୍ଷଙ୍କ ଅଭିଯୋଗ ଅନୁଯାଇ ଗତ 2019ମସିହାରୁ ଛତିଶଗଡ ସରକାର ହୀରାକୁଦ କୁ ପାଣି ଛାଡିବାକୁ ନେଇ ଓଡିଶା ସହ କୌଣସି ଆଲୋଚନା କରୁନାହାନ୍ତି.....!!!!!
ସେହିପରି କେତଟି ଗେଟ ଖୋଲିଲେ ହୀରାକୁଦ କୁ କୌଣସି ବିପଦ ଆସିବନି.....!!!!
କିମ୍ବା ଓଡିଶାରେ ବନ୍ୟା ହେବନି ଅସବୁ ବିଷୟରେ ଅନୁଧ୍ୟାନ କରି ଗେଟ ଖୋଲିବା କଥା ଛତିଶଗଡ...!!!
ହେଲେ ଆଗପଛ କିଛି ନ ଭାବି ଛତିଶଗଡ ଚଳାଇଛି ତାର ମନମାନି......ଖାସ ଏଥିପାଇଁ
ହୀରାକୁଦର ସ୍ତିସ୍ଥି ଏବେ ଅସମ୍ଭାଳ.....!!!!
ଟଳମଳ ହେଲାଣି ହୀରାକୁଦ ବନ୍ଧ... ଏଣୁ ବାଧ୍ୟ ହୋଇ ହୀରାକୁଦ ନଦୀବନ୍ଧ କତୃପକ୍ଷ ଗେଟ ଖୋଲିପାରନ୍ତି.....!!!!
ଅପର ପକ୍ଷରେ ଛତିଶଗଡ ର ଏଭଳି ପଦକ୍ଷେପ ପାଇଁ ଆଜି ବୁଡିବାକୁ ବସିଛି ସମଗ୍ର ଓଡିଶା.....!!!!
ଏଣୁ ଏବେ ଭୟ ଓ ଆତଙ୍କରେ ଥରୁଛନ୍ତୁ ଓଡିଶାବାସୀ..
ତେବେ କ'ଣ ପାଇଁ ଛତିଶଗଡ ଏମିତି କରୁଛି..?
ଯେଉଁଥି ପାଇଁ ଏବେ ବନ୍ୟା ଜଳରେ ଉବୁଟୁବୁ ହେଉଛି ଓଡିଶା.....
ସେ ପ୍ରଶ୍ନ ଏବେ ସଭିଙ୍କ ମନରେ ଓଡିଶାକୁ ନଜଣାଇ ଏଭଳି ମନଇଚ୍ଛା ପାଣି ଛାଡି ବନ୍ୟା ସୃଷ୍ଟି କରିବା ପଛରେ କଣ ଉଧେଶ୍ୟ ରହିଛି.....!! ସେ ସମ୍ପର୍କରେ କାହାରିକୁବି ଜଣା ନାହୀ.....!!!!
ଓଡିଶା ଉପରେ କି ପ୍ରଭାବ ପକାଇବାକୁ ଚାହୁଁଛି ଛତିଶଗଡ ବନ୍ଧ କତୃପକ୍ଷ ସିଧା ସଳକ ପୁଣି ପ୍ରଶ୍ନ କରିଛନ୍ତି....!!!
ଅପର ପକ୍ଷରେ ଓଡିଶା ପାଖରେ ସବୁ "ଟେକନୋଲଜୀ" ଥାଇ ମଧ୍ୟ ଛତିଶଗଡ ଆଲୋଚନା କରିବାକୁ ଚାହୁଁନି....!!!
ହୀରାକୁଦ ବନ୍ଧ କତୃପକ୍ଷଙ୍କ ସହ ନଡାକିଲେ... ଆଲୋଚନା ପାଇଁ ଆସୁଛି ନା ଅଭିଯୋଗ କଲେ ଶୁଣୁଛି....!!!
ପ୍ରତିବର୍ଷ ଏହିଭଳି ମନଇଚ୍ଛା କାରବାର କରୁଛି ଛତିଶଗଡ...
ପୂର୍ବରୁ ବି "ଛତିଶଗଡ" କୌଣସି ସୂଚନା ନଦେଇ ରାତିରାତି ପାଣି ଛାଡ଼ିଥିବାରୁ... ଟଳମଳ ହୋଇଥିଲା ହୀରାକୁଦ.....!!!!
ବାଧ୍ୟହୋଇ ଗୋଟିଏ ପରେ ଗୋଟିଏକରି ବାରଟି ଗେଟ ଖୋଲିଥିଲେ ବନ୍ଧ କତୃପକ୍ଷ...
ଏଣୁ ଗୋଟାଏ ପଟେ ହୀରାକୁଦ ର ଅବସ୍ଥା ସାଙ୍ଘାତିକ ହେଉଥିଲା ବେଳେ.. ସେପଟେ ମହାନଦୀର ଜଳ ସ୍ତର ବି ହୁଲିବାରେ ଲାଗିଛି....!!
ଏବେ ପୁଣି ଥରେ ଓଡିଶା ପାଇଁ କାଳ ସାଜିଛି ଛତିଶଗଡ......
ସବୁଠି ଭୟ ଓ ଆତଙ୍କର ମାହଲ...
ଓଡିଶାରେ ଯେତେ ପରିମାଣରେ ବର୍ଷା ହେଉନଥିଲେବି ଛତିଶଗଡ ଯୋଗୁ ଏବେ ହୀରାକୁଦ ଟଳମଳ....!!!!
ତେଣୁ ଯେକୌଣସି ସମୟରେ ଖୋଲିପାରେ ହୀରାକୁଦ ଗେଟ.....!!!
ଯଦି ପୁଣିଥରେ ହୀରାକୁଦ ଗେଟ ଖୋଲେ...ତେବେ ଓଡିଶାର ପରିସ୍ଥିତି କ'ଣ ହେବ ସେ ନେଇ ଆଶା ଆସଙ୍କାରେ ଛତିଶଗଡ....!!!