ବିଜେଡ଼ିରେ ଅଛନ୍ତି ଅନେକ ନେତା ବିଶ୍ଵାସ ଘାତକ......!!!!
ବିଜେଡ଼ି ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଏହି ବିଶ୍ଵାସ ଘାତକ....!!!!
ବିଶ୍ଵାସରେ ବିସ ଦେଲା ପରି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଏହି ନେତାମାନେ....!!!
ଆସନ୍ତୁ ଜାଣିବା କିଏ କରୁଛି ବିଶ୍ଵାସ ଘାତକ......!!!!   
 “ ଦର୍ଶକ ବନ୍ଧୁ “.......!!!!
             ବିଜେଡ଼ି ନିର୍ବାଚନ ଦଳରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ନିଜର କ୍ଷମତା ବଳରେ ଦଳ ବିରୋଧୀ କାର୍ଯ୍ୟ କରୁଥିଲେ ଅନ୍ୟ ନେତାମାନେ ! ଅତୀତରେ କଣ ଥିଲେ ଆଉ ବର୍ତ୍ତମାନ କାହା ପାଇଁ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି  , ତାହା ଚିନ୍ତା ମଧ୍ୟ କରୁନାହାନ୍ତି ! ସେହି ନେତାମାନେ ନିଜର କ୍ଷମତାକୁ ନେଇ ଅନ୍ଧ ହେବା ସହ ଅତୀତର କଥାକୁ ଚିନ୍ତା ମଧ୍ୟ କରୁନାହାନ୍ତି !
                          ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜନୀତିକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡ଼ର ନିର୍ନାଚନ ପାଇଁ ମଧ୍ୟ ସଂଗଠନ କରିଥିଲେ ! ସେହି ସମୟରେ ପ୍ରଫୁଲ ଘଡେଇ , ଦିଲ୍ଲୀପ ରାୟ , ଦମଦାର ରାଓ , ବୈଜନ୍ତା ପଣ୍ଡା  ଏବଂ ବିଜେୟ ମହାପାତ୍ର ଏହି ସମସ୍ତ ବିଧାୟକ ନିଜର ସ୍ଵାର୍ଥକୁ ହାସିଲ କରିବା ପାଇଁ ବିଜୁ ଜନତା ଦଳ ସଂଗଠନ କରିଥିଲେ ! ଏବଂ ବିଜେପି ସହ ବିରୋଧ ହୋଇ ସେ ନିର୍ବାଚନକୁ ହାସଲ ମଧ୍ୟ କରିଥିଲେ ! ତାପରେ ବିଜେପି ନିର୍ବାଚନ ଉପରେ ବହୁତ ବିଶ୍ଵାସ କରିଥିଲେ ନବୀନ ! ଯେତେବେଳେ ବିଜେପି ସେହି ବିଶ୍ଵାସରେ ବିଶ୍ଵାସ ଘାତକ କରିଥିଲେ ! ତାପରେ ନବୀନ ବିଜେପି ସହ ମେଣ୍ଟକୁ ଭାଙ୍ଗିଦେଇଥିଲେ !
                                  ନବୀନଙ୍କ ଅତି ବିଶ୍ଵତ ଥିଲେ ପ୍ୟାରି ବାବୁ ! ନବୀନଙ୍କ ଅନୁପସ୍ଥିତିରେ ବିଜେଡ଼ିର ସମସ୍ତ ବଡ ବଡ ବିଧାୟକଙ୍କୁ ନିର୍ବାଚନରେ ଏକତ୍ରିତ କରି ରାତା ରାତି ମୁଖ୍ୟମନ୍ତ୍ରୀ ହେବା ପ୍ଳାନ୍ କରିଥିଲେ ପ୍ୟାରି ବାବୁ ! ଆଉ ଜଣ ହେଲେ ଦାମ ବାବୁ ନବୀନଙ୍କୁ ଗୁରୁତ୍ଵ ବିଭାଗର ପରାମର୍ଶ ଦେଇ ନିଜେ ବିଭିନ୍ନ ଗୁରୁତ୍ଵ ବିଭାଗକୁ ହାସଲ କରିଥିଲେ ! ଅନେକ ବଡ ବଡ ନିର୍ବାଚରେ ନିଜର ମନ୍ତବ୍ୟକୁ ଦେଇ ଦଳ ବିରୋଧୀ କାର୍ଯ୍ୟରେ ବହିସ୍କୃତ ହୋଇଥିଲେ ଦାମ ବାବୁ ! ଆଉ ଜଣେ ହେଲେ ବିଜୁ ପଟ୍ଟନାୟକଙ୍କ ଘନିଷ୍ଟ ବନ୍ଧୁଙ୍କ ପୁଅ ଯିଏ କି ମୁଖ୍ୟମନ୍ତ୍ରୀ ଠାରୁ ଦୁଇ ଦୁଇ ଥର MP ହୋଇଥିଲେ ବୈଜନ୍ତା ପଣ୍ଡା ! ଏହାଙ୍କୁ ନିଜର ମନ୍ତବ୍ୟ ପାଇଁ ଆଉ ଦଳ ବିରୋଧୀ କାର୍ଯ୍ୟ ପାଇଁ  ଦଳରୁ ବହିସ୍କୃତ କରାଗଲା !ବିଜେପିରେ ମିଶି ଓ ଅନୁଭବଙ୍କ ଠାରୁ ପରାଜୟ ମଧ୍ୟ ହୋଇଥିଲେ ବୈଜନ୍ତା ପଣ୍ଡା  ! 
                                                   ଆଉ ଜଣେ ହେଲେ ଦିଲ୍ଲୀପ ରାୟ ବିଜେଡ଼ି ଗଠନ ବେଳେ  ସିଂଘ ଭାଗର ଅର୍ଥ ରାଶି ନେଇଥିଲେ ! ବିଜେଡ଼ିର ସମସ୍ତ ହେଭି ନେତା ମାନଙ୍କରୁ ସେ ଜଣେ ହିଁ ଥିଲେ ! କିନ୍ତୁ କ୍ଷମତାକୁ ନିଜେ ହାତକୁ ନେଇ ମନରେ ଗୋର୍ବ ରଖି ବିଜେଡ଼ିର ବିରୋଧରେ ଯାଇ ପାଞ୍ଚ ପାଞ୍ଜିରୁ ବାହାର ହୋଇଗଲେ ! ଅନ୍ୟଟି ହେଲେ ବିଜେୟ ମହାପାତ୍ର ସେ ଜଣେ ଓଡିଶା ରାଜନୀତିର ବିଷ୍ମ ପିତା ଥିଲେ କିନ୍ତୁ ବିଜେପିରେ ମିଶିଲେ ୟାଙ୍କୁ ମଧ୍ୟ ଦଳରୁ ବହିସ୍କୃତ କରିଦିଆ ଗଲା ! ସେହିପରି ପ୍ରଫୁଲ ଘଡେଇ ସେ ମଧ୍ୟ ବିରାଜ ମନ୍ଦିରକୁ ନେଇ ବିରୋଧରେ ଛନ୍ଧି ହୋଇ ଦଳ ଛାଡିଥିଲେ ! 
                          ବର୍ତ୍ତମାନ କହିବା ପ୍ରଣବ ପ୍ରକାଶ ଦାସଙ୍କ କଥା ଯାହାଙ୍କର ବିଜେଡ଼ିରେ ଅଧିକ ନାଁ ରହିଛି ! ଯାହାଦ୍ୱାରା ଲୋକଙ୍କ କହିବା କଥା ଅନୁଯାଇ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ହେବା ପାଇଁ ବହୁତ ଉତ୍ସାୟତ ମଧ୍ୟ ହେଉଛନ୍ତି ! କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ଥାଉ ଥାଉ ଏହା କିପରି ସମ୍ଭବ ହେବ ! କଣ ପ୍ରଣବ ପ୍ରକାଶ ଦାସ ବି ସେମାନଙ୍କର ପରି ବିଶ୍ଵାସ ଘାତକ କରିବେ କି ???

Tags :- # news # tvp news9 # tvp # tvpnews

Share With