Trending
Monday , December 2 , 2024

ରାତି ହେଲେ ଶୁଭେ ବିକଟାଳ ରଢି....!!
ରାତି ୧୨ଟା ବାଜିଲେ ବନ୍ଦ ହୁଏ ଏହି ବ୍ରିଜ୍.....!!
ସେହିଠାରୁ ଭାସିଆସେ ନାରୀର କାନ୍ଦ....!! 
କାହିଁକି ଏହି ବ୍ରିଜ୍ ତିଆରି ବେଳେ ଦିଆଯାଇଥିଲା ଶହ ଶହ ବଳି...?
ରାତି ୧୨ଟା ବାଜିଲେ ବନ୍ଦ କରିଦିଆଯାଏ , ଏହି ବ୍ରିଜ୍ କୁ ଶୁଭେ ଭୟଙ୍କର ସ୍ଵର ! ଭାସି ଆସେ ଜଣେ ନାରୀର କ୍ରନ୍ଦନ ! ଗମନା ଗମନ ସବୁ ବନ୍ଦ ହୋଇଯାଏ ! ଦିନରେ ଲୋକେ ଯାତାୟାତ କରୁଥିବା ବେଳେ ରାତି ହେଲେ ଏହି ବ୍ରିଜ୍ କୁ ବନ୍ଦ କରିଦିଆଯାଏ ! ହେଲେ ରାତି ହେଲେ କାହିଁକି ଶୁଭେ ନାରୀର କାନ୍ଦ ! କାହିଁକି ଶୁଭେ ବିକଟାଳ ରଢି....!! କାହିଁକି ଦୁଇଟି ଖୁଣ୍ଟରେ ତିଆରି ହୋଇଛି ଏତେ ବଡ ବିରାଟ ବ୍ରିଜ୍ !
ବ୍ରିଜ୍ ରେ ହଜାର ହାଜର ଲୁହା ଲାଗିଥିବା ବେଳେ କ’ଣ ରହିଛ ଏହା ପଛର କାରଣ ! ହେଲେ କେଉଁଠି ରହିଛି ଏହି ରହସ୍ୟମୟ ବ୍ରିଜ୍ ! କ’ଣ ରହିଛି ଏହି ବ୍ରିଜ୍ ପଛର ରହସ୍ୟ ! କୁହାଯାଏ  କୌଣସି ବଡ ପାଖରୀ ବା ବ୍ରିଜ୍ ତିଆରି ବେଳେ ନର ବଳି ଦିଆଯାଏ ! କେଉଁଠି ଗୋଟିଏ ବଳି ଦିଆଯାଏ  ତ କେଉଁଠି ଶହ ଶହ ବଳି ଦିଆଯାଇଥାଏ ! କ’ଣ ଏହି ବ୍ରିଜ୍ ପଛରେ ବି ସେମିତି କିଛି କରଯାଇଥିଲା କି ! ଏହି ବ୍ରିଜ୍ ତିଆରି ବେଳେ ସତରେ କ’ଣ ନର ବଳି ଦିଆଯାଇଥିଲା ! କ’ଣ ସେଥିପାଇଁ  ସୁଭୁଛି ରାତି ହେଲେ ସେହି ବଳୀ
ମାନଙ୍କର ବିକଟାଳ ରଢି ! ସେହିପରି ଆଉ ଏକ ଗୁରୁତ୍ଵପୂର୍ଣ କଥା ହେଉଛି କୌଣସି ବ୍ରିଜ୍ ରେ ଚାବି ନଥିବା ବେଳେ ଏହି ବ୍ରିଜ୍ ରେ କାହିଁକି ରହିଛି ଚାବି ! ବ୍ରିଜ୍ ରେ ଦୁଇଟି ଚାବି ଥିଲା ବେଳେ ଏହାର ଗୋଟିଏ ସ୍ଥାନରେ ଗୋଟିଏ ଚାବି ଥିବା ବେଳେ କାହିଁକି ଅନ୍ୟ ଦେଶରେ ରହିଛି ଆଉ ଗୋଟିଏ ଚାବି ! କିଏ ନିର୍ମାଣ କରିଥିଲେ ଏହି ବ୍ରିଜ୍ କୁ , କୁହାଯାଏ ଏହି ବ୍ରିଜ୍ ରାତି ୧୨ଟା ବାଜିଲେ ବନ୍ଦ ହୋଇଯିବା ପଛରେ ଆଉ ଏକ କାରଣ ! ଯେଉଁ ଇଞ୍ଜିନିୟର ମାନେ ଏହି ବ୍ରିଜ୍ କୁ ତିଆରି କରିଥିଲେ ସେମାନେ ଭବିଷ୍ୟ ବାଣୀ କରିଥିଲେ ଯେ ଠିକ୍ ୧୨ଟା ବେଳେ ଭୁଶୁଡିବ ଏହି ବ୍ରିଜ୍ ! ସେଥିପାଇଁ ଆଉ ବନ୍ଦ କରାଯାଉନି ଏହି ବ୍ରିଜ୍ କୁ ! ତେବେ କେଉଁଠି ରହିଛି ଏହି ବ୍ରିଜ୍ ! କ’ଣ ସବୁ ରହିଛି ଏହି ବ୍ରିଜ୍ ପଛରେ ! ଆସନ୍ତୁ ଜାଣିବା ଏହି ବ୍ରିଜ୍ ପଛର ରହସ୍ୟ ! ଭାରତରେ ରହିଛି ଅନେକ ରହସ୍ୟମୟ ସ୍ଥାନ ଯାହା ପଛରେ ଲୁଚି ରହିଛି ଅନେକ ରମାଞ୍ଚକର କାହାଣୀ !
ଯାହା ବିଶୋଷୟରେ  ଆପଣ ଶୁଣିଲେ ଅନେକ ପ୍ରଶ୍ନ ଉଙ୍କି ମାରିବା ଶହ ମନରେ ଭୟ ସୃଷ୍ଟି ହେବ ! ଠିକ୍ ସେହି ପରି ଭାରତରେ ରହିଛି ଏକ ଅଦ୍ଭୁତ ବ୍ରିଜ୍ ! ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟ ଓ ରମାଞ୍ଚ ଭରା କାହାଣୀ ! ଯେଉଁ ରହସ୍ୟ ପଛରେ ଭାରତବାସୀ ଜାଣିନାହାନ୍ତି , ଭାରତର ପ୍ରମୁଖ ସହର ହେଉଛି କୋଲକୋତା , କୋଲକୋତାରେ ଅନେକ ରହସ୍ୟମୟ ସ୍ଥାନ ଥିବା ବେଳେ ସବୁଠାରୁ ଅଧିକ ଚର୍ଚିତ ଏଠାକାର ହାୱଡା ବ୍ରିଜ୍ ! ଯାହା ପଛରେ ଲୁଚି ରହିଛି ଅନେକ ଲୋମଟାଙ୍କୁରା କଥା !  ଏହି ବ୍ରିଜ୍ ଟିରେ  ଦିନବେଳା ଗାଡି ମଟର ଯିବା ଆସିବା କରେ ! ହେଲେ ଠିକ୍ ରାତି ୧୨ଟା ବାଜିଲେ ଏହାକୁ ବନ୍ଦ କରିଦିଆଯାଏ ! ଭାରତର ସବୁଠାରୁ ଲୋକପ୍ରିୟ ହେଉଛି ଏହି ହାୱଡା ବ୍ରିଜ୍  ! ଏହି ବ୍ରିଜ୍ କୁ ନେଇ ଅତୀତରେ ଅନେକ ଚଳଚିତ୍ର ନିର୍ମାଣ ହୋଇଛି ! ଏହାର କାରଣ ହେଉଛି ଏହା ପଛରେ ଲୁଚି ରହିଥିବା ରହସ୍ୟ ! ଅତୀତରେ କୋଲକୋତା ଓ ହୁଗୁଳି ନଦୀ ମଧ୍ୟରେ ଯାତାୟାତ ପାଇଁ କୌଣସି ମାଧ୍ୟମ ନଥିଲା , 
ସେଇଥିପାଇଁ ଦୁତୀୟ ବିଶ୍ଵଯୁଧ ବେଳେ ଏହି ବ୍ରିଜ୍ ନିର୍ମାଣ କରଯାଇଥିଲା ! ବ୍ରିଜ୍ ଟିକୁ ଇଂରାଜୀମାନେ ନିଜର ବ୍ୟବହାର ପାଇଁ ନିର୍ମାଣ କରିଥିବା ବେଳେ ସେତେବେଳେ ଏହାର ନାମ ଥିଲା ହାୱଡା ବ୍ରିଜ୍ ! ହେଲେ ଏବେ ତାର ନା ବଦଳାଇ ରବୀନ୍ଦ୍ର ସେତୁ ବୋଲି କରିଛନ୍ତି ପଶ୍ଚିମବଙ୍ଗ ସରକାର ! ବ୍ରିଜ୍ ଟିରେ ବ୍ୟବହାର ହେଉଛି ତେଇଶି ହଜାର ପାଞ୍ଚଶହ ଟୋନ୍ ଲୁହା ! ଏହାର ଉଚତା ଦୁଇଶହ ଅଶିଏ ଫୁଟ୍ ଥିବା ବେଳେ ଗୋଟିଏ ଖୁଣ୍ଟ 
ରୁ ଆଉ ଗୋଟିଏ ଖୁଣ୍ଟର ଲମ୍ବ ହେଉଛି ପନ୍ଦରସହ ଫୁଟ୍ ! ସର୍ତ୍ତ ଅନୁଯାଇ ବ୍ରିଜ୍ ର ଆରମ୍ଭରୁ ଗୋଟିଏ ଖୁଣ୍ଟ ଥିବା ବେଳେ ଶେଷରେ ଆଉ ଗୋଟିଏ ଖୁଣ୍ଟ ରହିଛି ! ଖାସ୍ ଏଥିପାଇଁ ହାୱଡା ବ୍ରିଜ୍ କୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ! ତେବେ ହାୱଡା ବ୍ରିଜ୍ ତିଆରି ହେବା ପାଇଁ ଅନେକ ଲୋକଙ୍କ ବଳି ଦିଆଯାଏ ବୋଲି କୁଆହାଯାଉଥିବା ବେଳେ ଏହାର କୌଣସି ସତ୍ୟତା ଏବେ ଯାଇଁ ମିଳିପାରିନି ! ଆଉ ଏହାର ଗୋଟିଏ ଚାବି ଇଂରାଜୀଙ୍କ ପାଖରେ ଏବେ ବି ରହିଛି ! କାରଣ ଚାବିଟିକୁ ଏଭୋଳି ଡିଜାଇନ୍ ରେ  ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ବ୍ରିଜ୍ କୁ ସମ୍ପୂର୍ଣ ଖୋଲାଯାଇ ପାରିବ ! ହୁଏ ତ ଏଥିପାଇଁ ଇଂରାଜୀମାନେ ଏପର୍ଯ୍ୟନ୍ତ ହାୱଡା ବ୍ରିଜ୍ ର ଚାବିକୁ ଏଯାଇଁ ଭାରତକୁ ଫେରିଇନାହାନ୍ତି ! ହାୱଡା ବ୍ରିଜ୍ ତାର ସ୍ଵତନ୍ତ୍ରତା ପାଇଁ ଏବେ ବି ଭାରତର ତୃତୀୟ ଆଶ୍ଚର୍ଯ୍ୟ ଜନକ ବ୍ରିଜ୍ ତାଲିକାରେ ସ୍ଥାନ ହାସଲ କରିପାରିଛି !

Tags :- # news # tvp news9 # tvp # tvpnews

Share With