Trending
Saturday , May 18 , 2024

ବିଧାନସଭାରେ କାହିଁ କି ଉଠିଲା ହୋହାଲା....!!!
ଏହାକୁ ନେଇ ବିଜେଡ଼ି ବିଧାୟୀକ ଦୀପାଳି ଦାସ କଣ ରଖିଲେ ପ୍ରତିକ୍ରିୟା ...!!
ବିଜେପି କୁ ବିରୋଧ କୋଲେ ଉଭୟ ବିଜେଡ଼ି ଓ କଂଗ୍ରେସ …!!!
କଂଗ୍ରେସ ବିଧାୟକ ଏ ନେଇ କଣ ରଖିଛନ୍ତି ପ୍ରତିକ୍ରିୟା ...!!!
 ହଁ ଦର୍ଶକ ବନ୍ଧୁ ॥ 
ବିଧାନସଭା ମୌସୁମୀ ଅଧିବେଶନ ର ଦୁତୀୟ ଦିନ ଆରମ୍ଭରୁ ହିଁ ଗୃହରେ ଆଜି ଦେଖା ଦେଇଥିଲା ହୋଟଗୋଳ !ଗୃହର ମଧ୍ୟ ଭାଗକୁ BJP ବିଧାୟକ ମାନେ ଚାଲି ଆସି ହୋହାଲା କରିଥିଲେ ! ଆଉ ପ୍ରଶ୍ନ କାଳ ଆରମ୍ଭରୁ ଏହିଭଳି ଅଶୋନ୍ତସ ଦେଖିବାକୁ ମିଳିଥିଲା ! BJP ସଦସ୍ୟ ର ଗୃହର ମଧ୍ୟ ଭାଗ କୁ ଆସି ନାରବାଜି ଦେବା ଆରମ୍ଭ କରିଥିଲେ ! ଜାତୀୟ ରାଜପଥ NH 55 ର ପ୍ରସଙ୍ଗ କୁ ଉଠାଇଥିଲା ବିଜେଡ଼ି ! ନିଜ ଆଶନ ନିକଟରେ ଛିଡା ହୋଇ କେନ୍ଦ୍ରବିରୋଧୀ ନାରାଦେଇଥିଲେ  ସରକାରୀଦଳ ସଦସ୍ୟ ! ଆଉ ସେହି ଭଳି ପୋଷ୍ଟାଲ ହାଇୱେ ପ୍ରସଙ୍ଗ ବି ଉଠାଇଥିଲା ବିଜେଡ଼ି ! ତେବେ ହୋହାଲା ଜଗୁଆ ପ୍ରଶ୍ନ କାଳ ଚାଲିପାରିନଥିଲା ! ଗୃହ କୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ! ରାଜ୍ୟ ପ୍ରତ କେନ୍ଦ୍ରସରକାର ବାରମ୍ବାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ବିଜେଡ଼ି ବିଧାୟୀକା ଦୀପାଳି ଦାସ ! 

ଦୀପାଳି ଦାସ କହିଛନ୍ତି ଯେ କଟକ ରୁ ସମ୍ବଲପୁର ନେସନାଲ ହାଇୱେ  ଉପରେ ସମଗ୍ର ଓଡିଶା ବାସି ଯାତାୟତ କରନ୍ତି ! ଏହି ରାଜପଥ ଓଡିଶା ପାଇଁ ଏତେ ଇମ୍ପୋଟାଣ୍ଟ ଯେ ସମସ୍ତଙ୍କ ପାଇଁ ବହୁତ ଜରୁରୀ ! କିନ୍ତୁ ଆମ ପାଇଁ ଦୁର୍ଭାଗ୍ୟ ର କଥା କାମ କୋମ୍ପ୍ଳେଟ ହୋଇନି ! ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ ପଚାରିବାକୁ ଚାହିଁଛନ୍ତି ଯେ ଆଜି ପର୍ଯ୍ୟନ୍ତ କାମ କାହିଁ କି କୋମ୍ପ୍ଳେଟ ହୋଇନାହିଁ  ! ଆମର ସାଂସଦ ମାନେ ବିଭିନ୍ନ ଟାଇମ ରେ ଦାବି ଜଣାଇଛନ୍ତି ! ଏହି ପର୍ଯ୍ୟନ୍ତ କାମ ଷ୍ଟାର୍ଟ ହୋଇନି ! 8000 କୋଟିର  କୋଷ୍ଟେଲ ହାଇୱେ ନିର୍ମାଣ କରିବା ପାଇଁ  କେନ୍ଦ୍ରସରକାର ପ୍ରସ୍ତାବ ଦେଇଥିଲେ ଯାହା ଏବେ ପର୍ଯ୍ୟନ୍ତ କାମ ହୋଇନାହିଁ ! ଓଡିଶାର ଲୋକଙ୍କୁ ଆଉ କେତେ ଦିନ ପର୍ଯ୍ୟନ୍ତ ଠକିବେ ! ଡେବ୍ଲାକମେଣ୍ଟ କଥାରେ କେତେଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ସେମାନେ ଠକିବେ !

ସେପଟେ BJP ବିଧାୟୀକା କୁସୁମ ଟେଟେ ଜାତୀୟରାଜପଥ ପାଇଁ କେନ୍ଦ୍ରସରକାର କଣ କହିଛନ୍ତି ଏ ପ୍ରଶ୍ନର ଉତ୍ତର ଦେଇପାରିନାହାନ୍ତି ! କଂଗ୍ରେସ ବିଧାୟକ ସୁର ରାଉତ କହିଛନ୍ତି BJP କିଛି ଠିକ କରିନି ! ସୁର ରାଉତ କହିଛନ୍ତି କି ମୂଲ୍ଯବାନ ସମୟ ଗୁଡାକ ନଷ୍ଟ ନଷ୍ଟହେଇଯାଉଛି ! ସେ କହିଲେ କି ବିଧାନସଭା ସୁରଖୁର ରେ ଚାଲିବାକୁ ଦିଅ !ବିଧାନସଭାର କୌଣସି କାର୍ଯ୍ୟ କୁ ବାଧା ଦିଅନାହିଁ !ଯାହା ସମ୍ଭିଧାନ ଅନୁସାରେ ବିଧାନସଭାରେ ଆସୁଛି ଯେଉଁ ସୁବଜେଟ ଅଛି ତାହା କରିବାକୁ ଦିଅ !ତେବେ କେନ୍ଦ୍ରୀୟ ଅବହେଳା ର ଉତ୍ତର ବିଜେପି ଦେବକଥା ବୋଲି ସୁରେଶ ରାଉତ କହିଛନ୍ତି ! 
ବ୍ୟୁର ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With