Trending
Thursday , April 30 , 2026
28

ଦୁଃଖ ବେଳରେ ଦେବ ଦୂତ ସାଜି ଯାଉଥିଲା ଆମ୍ବୁଲାନ୍ସ.....!!
ସାଇରନ୍ ବାଜୁଥିଲା କେଁ କେଁ, ଭିତରେ ସୋଇଥିଲା ଥିଲା ରୋଗୀ.....!!
ହେଲେ ଅଚାନକ୍ ଦେବ ଦୂତ ସାଜି ଆସିଥିବା ଆମ୍ବୁଲାନ୍ସ ଟ୍ରାଫିକ୍ ଆଗରେ ଧୋକା ହୋଇଗଲା....!!

"ହଁ ଆଜ୍ଞା "
       ଆଖି ପିଛୁଳାକେ ଘଟି ଯାଇଥିଲା ଟ୍ରାଫିକ୍  ଆଗରେ ଏହି ଘଟଣା, ଆଉ ମଣିଷ ଙ୍କ ଜୀବନ ନେଇଯାଇଥିଲା ! ରାସ୍ତା ରେ ଦେବ ଦୂତ ସାଜି ଯାଉଥିବା ଏହି ଆମ୍ବୁଲାନ୍ସ ଘଟାଇ ଥିଲା ଏପରି ଘଟଣା ! ରାଜ ରାସ୍ତାରେ ଦେଖିବାକୁ ମିଳିଥିଲା ଏପରି ମର୍ମନ୍ତକ ଦୁର୍ଘଟଣା ଟ୍ରାଫିକ୍ ଗହଳି ଥିବା ଯୋଗୁଁ ଲୋକମାନେ ନିଜ ନିଜର ଗାଡି ଧରି ଠିଆ ହୋଇ ରହିଥିଲେ ! ତା ଆଖ ପାଖରେ ଅନେକ ଦୋକାନ ମଧ୍ୟ ଥିଲା ହଟାତ୍ ସେହି ସମୟ ରେ ଏକ ଆମ୍ବୁଲାନ୍ସ ବାମପାର୍ଶ୍ଵରୁ ଦ୍ରୁତ ଗତିରେ ଆସି ଲୋକମାନଙ୍କ ଉପରେ ଚଢିଯାଇଥିଲା ! ଯାହାଫଳରେ କି ସେଠାରେ ରହିଥିବା ଲୋକମାନେ ବହୁ ପରିମାଣରେ ଆହତ ହୋଇଥିଲେ ! 

    ଅନେକ ଦୋକାନ ଗୁଡିକ ମଧ୍ୟ କ୍ଷୟକ୍ଷତି ହୋଇଥିଲା, ଆଉ ସେଠାରେ ଥିବା ଲୋକମାନେ ଆହତ ହେବାରେ ଦେଖି ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପାଖରେ ଥିବା ମେଡିକାଲ ରେ ଭର୍ତ୍ତି କରିଥିଲେ ! ଗୋଟିଏ ଲୋକର ହାତ ନଥିବା ବେଳେ ଅନ୍ୟ ଲୋକମାନଙ୍କର ମୁଣ୍ଡରେ ବହୁ ଜୋରରେ ଆଘାତ୍ ହୋଇଥିଲା ! ତେବେ ମନରେ ପ୍ରଶ୍ନ ଉଙ୍କି ମରୁଛି ଯେ ଆମ୍ବୁଲାନ୍ସ ଡ୍ରାଇଭର ଟି ନିଶା ଦ୍ରବ୍ୟ ସେବନ କରିଥିଲା କି ..........??

    ଏପରି ଘଟଣା ଘଟିଥିଲା ରାଜଧାନୀର ରାଜ ରାସ୍ତାରେ, ଦ୍ରୁତଗତି ରେ ଯାଉଥିବା ଆମ୍ବୁଲାନ୍ସ ଟି ଯେତେବେଳେ ଲୋକମାନଙ୍କ ଉପରେ ବାଡେଇ ହୋଇଯାଇଥିଲା ! ସେତେବେଳେ ସ୍ଥାନୀୟ ଲୋକମାନେ ଆହତ ଲୋକମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଡ୍ରାଇଭର ଟି କୁ ଧରିଥିଲେ ଏବଂ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ! 
 “ଦର୍ଶକ ବନ୍ଧୁ” ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗାଡି ଚଳାଇବା ବେଳେ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ! ଆଉ ସତର୍କତା ସହିତ ଗାଡି ଚଳାନ୍ତୁ ! 
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With