Trending
Saturday , November 2 , 2024

ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ....!! କରଛନ୍ତି ଅନେକ ସଂଘର୍ଷ|

ସତରେ କ’ଣ କରଜରେ ଅଛନ୍ତି ରାଷ୍ଟ୍ରପତି...?

ଦର୍ଶକ ବନ୍ଧୁ, 
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି  ଦେଶର ୧୫ତମ ରାଷ୍ଟ୍ରପତି|

ଭାରତର ରାଷ୍ଟ୍ରପତି ହେବାରେ ସେ ହେଲେ ପ୍ରଥମ ଆଦିବାସୀ, ଜଣେ ଓଡିଆ ଭାବରେ ସେ ରାଷ୍ଟ୍ରପତି ହୋଇଆଣିଛନ୍ତି ଅନେକ ଗର୍ବ ଆଉ ଗୌରବ !

 ତେବେ ଆପଣମାନେ ତ ପୂର୍ବରୁ ଜାଣିଥିବେ କି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡିଆ ଏବଂ ମୟୂରଭଞ୍ଜର ବାଇଦାପୋଷିରେ ଏକ ସାନ୍ତାଳି ପରିବାରରେ ତାଙ୍କର ଜନ୍ମ !

ପିଲାଟି ବେଳୁ ଅନେକ ସଂଘର୍ଷ କରି ସେହି ସ୍ଥାନରେ ପହଞ୍ଚିବାରେ ସଫଳ ହୋଇପାରିଛନ୍ତି, ଏମିତିରେ ବି ପ୍ରତି ବିଶିଷ୍ଟ ବ୍ୟକ୍ତିଙ୍କର ନିହାତି କିଛି ନା କିଛି କାହାଣୀ ରହିଥାଏ, ଆଉ ଏମିତି କାହାଣୀ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ମଧ୍ୟ ରହିଛି ଅନେକ ସମ୍ପର୍କରେ ଜାଣିଥିବେ ମଧ୍ୟ ଦ୍ରୌପଦୀଙ୍କର ଶିକ୍ଷା କଥାଠୁ ଆରମ୍ଭ କରି ବିଭାହ,ପରିବାର ଦୁଇ ପୁଅଙ୍କର ମୃତ୍ୟ ସହିତ ସ୍ଵାମୀଙ୍କର ମଧ୍ୟ ଦେହାନ୍ତ ହେବା ଖବର ସମସ୍ତେ ଅଳ୍ପ ବହୁତ ଜାଣିଥିବେ !

ହେଲେ ଆଜି ଆମେ ଯାହା ଦ୍ରୌପଦୀଙ୍କ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କୁ  ହୁଏତ ଭ୍ରମରେ ପକାଇପାରେ ତାହାହେଲା ସବୁଠୁ ବଡ ପଦବୀ ରାଷ୍ଟ୍ରପତି ପଦରେ ଥାଇ ମଧ୍ୟ କରଜରେ ଅଛନ୍ତି ଦ୍ରୌପଦୀ ମୁର୍ମୁ !

ଆଜ୍ଞା ହଁ……..
       ଆପଣ ଆଶ୍ଚର୍ଯ୍ୟ ହେଉଥିବେ କି ସେ ରାଷ୍ଟ୍ରପତି ମାନେ ଦରମା ନିହାତି  ମାତ୍ରାରେ ଅଧିକ ଥିବ ତାହାଲେ କରଜ କେମିତି ?

ମାତ୍ର ଏହା ସତ | ଏହା ଏକ ରିପୋର୍ଟ ରୁ ଜଣାପଢିଛି କି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉପରେ କୁଆଡେ ୧୪ ଲକ୍ଷ ଟଙ୍କାର ରୁଣ ଭାର ରହିଛି |

 ଯାହାକୁ ସେ ସୁଜୁଛନ୍ତି ଅବଶ୍ୟ ଏହି କଥା ବାସ୍ତବରେ ସତ ନା ଗୋଟିଏ ସମୟରେ  ପ୍ରକୃତରେ  ରୁଣରେ ଥିଲେ ରାଷ୍ଟ୍ରପତି ତାହା ତ ସ୍ପଷ୍ଟ ହୋଇନି ମାତ୍ର ରିପୋର୍ଟରୁ ଏମିତି କିଛି ଜଣା ପଡିଛି |

ଏହା ବା ଯଦି  ଦ୍ରୌପଦୀଙ୍କ ସମ୍ପତି କଥା କହିବା ତେବେ  ତାଙ୍କର ମୋଟ ସମ୍ପତିର  ମୂଲ୍ୟ ହେଉଛି ପ୍ରାୟ  ୨ କୋଟି ଟଙ୍କା l

ଆଉ ବର୍ତମାନ୍ ଆମେ ଯଦି ରାଷ୍ଟ୍ରପତିଙ୍କର ମାସିକ  ଦରମା ବିଷୟରେ ଜାଣିବା ତେବେ ସେ ଏବେ ମାସିକ ପାଉଛନ୍ତି ପ୍ରାୟ ୫ ଲକ୍ଷ୍ୟ ଟଙ୍କା ଦରମା |

ଅବଶ୍ୟ ୨୦୧୭ ଯାଏଁ ଦେଶର ରାଷ୍ଟ୍ରପତିଙ୍କୁ କେବଳ ଦେଢ ଲକ୍ଷ୍ୟ ଟଙ୍କା ଦରମା ଆକାରରେ ମିଳୁଥିଲା |
ଦରମା ବ୍ୟତୀତ  ରାଷ୍ଟ୍ରପତିଙ୍କୁ ମାଗଣାରେ ମେଡିକାଲ ସୁବିଧା ରହିବା ପାଇଁ ସାନ୍ ଦାର୍ ରାଷ୍ଟ୍ରପତି ଭବନ ଆଉ ଅବସର ପରେ ଘର ମଧ୍ୟ ମିଳିଥାଏ |

 ଏମିତିକି ରାଷ୍ଟ୍ରପତିଙ୍କୁ ରାହିବା ଷ୍ଟାଫ୍ ଏବଂ ଅତିଥିଙ୍କର ସ୍ଵାଗତ ପାଇଁ ପ୍ରତିବର୍ଷ ୨ କୋଟି ୨୫ ଲକ୍ଷ୍ୟ ଟଙ୍କା ମଧ୍ୟ ମିଳେ |

ଆଉ ବିଶେଷ ଭାବରେ ନିର୍ମାଣ ହୋଇଥିବା ମର୍ସଡିସ୍ ବେଞ୍ଜ୍ ଏ ସିକ୍ସ୍ ହଣ୍ଡ୍ରେଡ୍ ଡବ୍ଲୁ  ଟୁ ଟୁ ୱାନ୍ ପୋଲ୍ ମ୍ୟାନ୍ ଗାର୍ଡ ମଧ୍ୟ ମିଳେ |

Tags :- # news # tvp news9 # tvp # tvpnews

Share With