କାହିଁକି ସୌମ୍ୟ ରଞ୍ଜନଙ୍କୁ ପଦରୁ ବା ଦଳରୁ ବହିସ୍କୃତ କରିଦିଆଗଲା......!!!!
କେଉଁ କାରଣକୁ ନେଇ ସୌମ୍ୟ ରଞ୍ଜନଙ୍କୁ ଏଭଳି ପନିସ୍‌ମେଣ୍ଟ୍ ......!!!!
କେଉଁ ସମ୍ବାଦକୁ ନେଇ ବିଜେଡ଼ିକୁ ଡାଇରେକ୍ଟ ଟାର୍ଗେଟ କରୁଛନ୍ତି ସୌମ୍ୟ ବାବୁ......!!!!
ଏହା ଆଗାମୀ ନିର୍ବାଚନ ପାଇଁ କଣ ଏହା ସତର୍କର ଘଣ୍ଟି କି......!!!!
ଆସନ୍ତୁ ଜାଣିବା ଏହାର ସମ୍ପୃର୍ଣ୍ଣ ଖବର.....!!!!
“ ହଁ ଦର୍ଶକ ବନ୍ଧୁ “........!!!!!
                        ସରକାର ନବୀନ ପଟ୍ଟନାୟକ ସୌମ୍ୟ ରଞ୍ଜନଙ୍କୁ ପଦରୁ ବା ଦଳରୁ ବହିସ୍କୃତ କରିବା ସହ ବିଧାୟକ ସୁଧାଂଶୁ ପରିଡା ମଧ୍ୟ ସୌମ୍ୟଙ୍କ ସହ ବହିସ୍କୃତ କରିଦିଆଯାଇଛି! ଗତ କିଛି ଦିନ ଧରି ଚର୍ଚ୍ଚା ହେଉଛି ଯେ ସୌମ୍ୟ ରଞ୍ଜନ ଦଳ ସହ ଖୁସିରେ ରହିପାରୁଥିଲେ ନା ଦଳ ତାଙ୍କଙ୍କୁ ଖୁସିରେ ରଖୁନଥିଲେ ! ଶେଷରେ ଦଳର କେଉଁ ଭାବେ କାର୍ଯ୍ୟ ଅନୁଷ୍ଠାନ କରାଯିବ ଏବଂ କଣ ହେବ ଆଉ କଣ କରାଯିବ ! ଏହି ଦଳର ଏହା ନେଇ ମଧ୍ୟ ବହୁତ ଆଲୋଚନା କରାଯାଛି ! ତାପରେ ଏଭଳି ଏକ ନିସ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇସାରିଛନ୍ତି ! 
                             କାଲିଠାରୁ ବିଧାନ ସଭା ଆରମ୍ଭ କରାଯିବ ! କିନ୍ତୁ  ଆଗକୁ ନିର୍ବାଚନ ଥାଏ ମଧ୍ୟ ନିର୍ବାଚନ ପୂର୍ବରୁ 2ଜଣ ବିଧାୟକଙ୍କୁ ଦଳରୁ ବହିସ୍କୃତ କରାଯାଇଥିବା ! ଏହା ଆଗାମୀ ଦିନ ପାଇଁ ଏକ ସତର୍କର ସଙ୍କେତ ଅଟେ ! ଦଳରେ ଅନେକ ବିଧାୟକ ଅଛନ୍ତି , ଯାହା ଦ୍ଵାରା  2ଜଣଙ୍କୁ ହିଁ ବହିସ୍କୃତ କରାଦିଆଗଲା !  କାହିଁକି ନା ଏହି 2ଜଣଙ୍କ ବିରୋଧରେ ଆଣ୍ଟିପିପୁଲ୍ ଆକ୍ଟିଭିଟି ରହିଛି ! ଯାହା ଦ୍ଵାରା ଦଳରୁ ଏହି ଦୁଇଜଣ ବିଧାୟକଙ୍କୁ ବହିସ୍କୃତ କରି ଦିଆଯାଇଛି ! ଏହା ଅନ୍ୟ ବିଧାୟକଙ୍କ ପାଇଁ ସତର୍କ କର ସଙ୍କେତ ଅଟେ ! ଯଦି ଅନ୍ୟ ବିଧାୟକଙ୍କ ପାଖରେ ଏଭଳି ଆଣ୍ଟିପିପୁଲ୍ ଆକ୍ଟିଭିଟି ଥାଏ ,  ଆଉ ଯେ କୌଣସି ଦଳର କାର୍ଯ୍ୟ ଅନୁଷ୍ଠାର ଶିକାର ହେବେ ! ତେବେ ଏଭଳି ଭାବେ ଅନ୍ୟ ବିଧାୟକଙ୍କୁ ମଧ୍ୟ ବହିସ୍କୃତ କରିଦିଆଯିବ ବୋଲି ୱାର୍ନିଙ୍ଗର ସହ ମନ୍ତବ୍ୟ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !  
                                              ଯେହେତୁ ଆସନ୍ତା କାଲି ବିଧାନ ସଭା ଆରମ୍ଭ କରାଯାଉଛି ! ସେହି ସଭା ମଧ୍ୟ ଚର୍ଚ୍ଚା ହେଉଛି ଯେ , ଏଠି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ଭୂମିକା କଣ ରହିବ ! ଯେଉଁ ଭଳି ଭାବେ ବାହାର ଆଲୋଚନାକୁ ନେଇ ସମ୍ବାଦ ଲେଖୁଛନ୍ତି ,ବର୍ତ୍ତମାନ ଡାଇରେକ୍ଟ  ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ! ଏପରି ଚର୍ଚ୍ଚା ହେବା ସହ ବିଜେଡ଼ି ଆଉ  ସୌମ୍ୟଙ୍କ ମଧ୍ୟରେ ତିତର୍ତ୍ତା ବଡୁଥିବା ବେଳେ ସୌମ୍ୟଙ୍କ ପକ୍ଷରେ  ବିଜେପି ଏବଂ କଂଗ୍ରେସ ମଧ୍ୟ ବିରୋଧୀରେ ବାହାରି ଥିଲେ ! ଅର୍ଥାତ ଦୃନିତ୍ତିକୁ ପ୍ରଶ୍ରୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପ୍ରଶ୍ନ ହିଁ ଉଠୁନାହିଁ ! ଆଗକୁ ନିର୍ବାଚନ ଥାଏ ମଧ୍ୟ ଦୁଇ ଜଣ ବିଧାୟକଙ୍କୁ ବହିସ୍କୃତ କରିଦେବାର ଏହା ଆଗାମୀ ନିର୍ବାଚନ ପାଇଁ ବଡ ବଡ ନେତା ଓ ବଡ ବଡ ବିଧାୟକଙ୍କ ପାଇଁ ସତର୍କର ଘଣ୍ଟି ଅଟେ !

Tags :- # news # tvp news9 # tvp # tvpnews

Share With