Trending
Saturday , May 18 , 2024

ବିଜେପି ଅଫିସରେ ବସିବ ବୈଠକ........!!!!!!

ବୈଠକରେ ଅପରାଜିତାଙ୍କୁ ଦିଆଯିବ ଗୁରୁ ଦାୟିତ୍ୱ......!!!!!

ଅପରାଜିତାଙ୍କୁ ନେଇ ଓଡିଶା ବିଜେପି ଆଗକୁ ଯିବ ବୋଲି କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେଇଥିବା ବେଳେ ବିଜେପି ପାର୍ଟି ଅଫିସ ରେ ବୈଠକ ବସିବ......!!!!!!!

ଏକ ହୋଟେଲରେବି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ........
ଦୁଇଟି ଯାକ ମିଟିଙ୍ଗ ରେ ଗୁରୁମନ୍ତ୍ର ଦେବେ ବିଜେପିର ଚାଣକ୍ୟ "ଅମିତ ଶାହା".......!!!!!!

ବିଜେଡି ବିରୋଧ ରେ ଲଢ଼ିବାକୁ ଅପରାଜିତାଙ୍କୁ ଆପତାଥଃ ଫେସ କରିବାକୁ ଦଳ ଚିନ୍ତା କରିଛି......!!!!

ଯଦିଓ "ଧର୍ମେନ୍ଦ୍ର ପ୍ରଧାନ" ଓଡିଶାର ଏଯାବତ ପୋଷ୍ଟର ବଏ କିନ୍ତୁ ଅପରାଜିତାଙ୍କ କାନ୍ଧ ରେ ଦଳର ଗୁରୁ ଦାୟିତ୍ୱ ଦେବାକୁ ଆଲୋଚନା ହେଉଛି........!!!!!!

ଧର୍ମେନ୍ଦ୍ରଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ସହ ତାଙ୍କୁ ଦଳର ସର୍ବଭାରତୀୟ ପ୍ରଚାରକ କମିଟିର ଅଦକ୍ଷ କରାଯିବା ନେଇ ଫାଇନାଲ ହୋଇସାରିଲାଣି.......!!!!!

ତେଣୁ 2024 ନିର୍ବାଚନ ଲଢ଼ିବାକୁ ଅପରାଜିତାହିଁ ଏବେ ଦଳର ଏକମାତ୍ର ସାହା ଭରସା.......!!!!!
ତେଣୁ ସେଥିପାଇଁ ଚିନ୍ତା କରୁଛି ବିଜେପି..... ବଡ କଥା ହେଲା ଅପରାଜିତାଙ୍କ  ସଣ୍ଡୁଆସି ଆକ୍ରମଣରେ ଏବେ "ବିଜେଡି" ଘାଇଲା ହେଉଛି........!!!!!


ଖୋଜି ଖୋଜି ବିଜେଡିଙ୍କୁ ପାହାର ଦଉଛନ୍ତି ଭୁବନେଶ୍ୱର ବିଜେପି ସଂସଦ........!!!!!
ଅପରାଜିତାଙ୍କୁ ବିଜେଡି ଭୟ କରିବା ଆରମ୍ଭ କଲାଣି ବୋଲି ଚର୍ଚ୍ଚା ହେଉଛି........!!!!!!

ସାରା ରାଜ୍ୟରେ ଅପରାଜିତାଙ୍କର ସମର୍ଥନ ବଢ଼ି ବଢ଼ି ଚାଲିଛି.....!!!!!
ଯୁଆଡେ ସେ ଯାଉଛନ୍ତି ଆପେ ଆପେ ଲକ୍ଷ ଲକ୍ଷ ଲୋକ ଏକାଠି ହେଉଛନ୍ତି....!!!!!

ତେଣୁ ତାଙ୍କୁ ଓଡିଶା ସାରା ବୁଲାଇବ ଦଳ... ତାଙ୍କ ମୁହଁରୁ ଦୁଇ ପଦ ବିଜେଡି ବିରୋଧରେ ଶୁଣି ଲୋକେ ବିଜେପିକୁ ଭୋଟ ଦେବେ.....!!!!

ଓଡିଶାରେ ଗେରୁଆ ଦଳ ପାଇଁ ବଡ ଆନ୍ଦୋଳନ ସୃଷ୍ଟି କରିପାରିବେ... ମ୍ୟାଡ଼ାମ ଅପରାଜିତା.......!!!!
ଏହାକୁ ନେଇ ବିଜେପିର ବଡ ନେତା ମାନେ ରୁଦ୍ଧ ଦ୍ଵାରା ବୈଠକ କରି ନିଷ୍ପତ୍ତି ନେଇଛନ୍ତି......!!!!!


ଦଳର ଚାଣକ୍ୟ ଅମିତ ଶାହା ବି ଏହାକୁ ସମର୍ଥନ କରିଛନ୍ତି......!!!!
ଅଦକ୍ଷ ନଡା ବି ଏଥିରେ ସଂମତି ଦେଇଛନ୍ତି.....!!!!

ଖାସ କରି ପ୍ରଧାନମନ୍ତ୍ରୀ ନିଜେ ଅପରାଜିତାଙ୍କୁ ଗ୍ରୀନ ସିଗନାଲ ଦେଇସାରିଛନ୍ତି.......!!!!!!
ତେଣୁ ଅପରାଜିତାଙ୍କୁ ନେଇ ବିଜେପି ଏବେ ବଡ କଥା ଚିନ୍ତା କରୁଛି ବୋଲି କୁହାଯାଇପାରେ........!!!!!!


ଓଡିଶା ରାଜନୀତିକୁ ନେଇ ଚିନ୍ତାରେ ଅଛି ବିଜେପି..... ଗତ 2019ରେ ମିଶନ 120+ ଯୋଜନା ହୋଇଥିଲେ ବି ତାହା ଫେଲ ହୋଇଥିଲା.....!!!!

ସାରା ଦେଶରେ ମୋଦି ଲହର କାମ କରିଥିଲା ବେଳେ ଓଡିଶା ରେ କିନ୍ତୁ ବିଜେପି ମେଜିକ ଦେଖାଇପାରିନଥିଲା.......
ଏଥର ତେଣୁ ବିଜେଡିକୁ ପାନେ ଦେବାକୁ ନୂଆ ପ୍ଲାନ କରିଛି ବିଜେପି.........!!!!
ଦଳର ମୁଣ୍ଡିଆଳ ନେତା ମାନେ ଏହା ନେଇ ଚିନ୍ତା କରୁଛନ୍ତି......!!!!!

ଅପରାଜିତା ନୂଆ ଚେହେରା ସାଙ୍ଗକୁ ବିଜେଡି ବିରୋଧୀ ଫେସ ଭାବେ ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇସାରିଛନ୍ତି.....!!!!
ତେଣୁ ତାଙ୍କୁ ନେଇ ଦଳର ଫେସ କଲେ ଲୋକ ବଦଳିବେ.....
ଏମିତିକି ପୂର୍ବତନ I. A. S ଭାବେ ଅପରାଜିତାଙ୍କ ମେଜିକ ବି କାମ ଦେବ........!!!!!

ବିଜେଡ଼ିର ବୃହତ ଶକ୍ତି ମାନେ ଅପରାଜିତାଙ୍କ ରଣ ନୀତିରେ ଚିତପଟାଙ୍ଗ ମାରୁଥିବାରୁ ଅପରାଜିତାହିଁ ଏବେ ବିଜେପି ପାଇଁ ପ୍ରାଣକର୍ତ୍ତା ହେବେ
ତେବେ ସାହା ଆଜି ବୈଠକର ନିଷ୍ପତି 
ରୋକଠକ ଶୁଣେଇଦେବା ସହିତ ଅପରାଜିତାଙ୍କୁ ଦାୟିତ୍ୱ ଦେଇ ଫେରିବେ ବୋଲି ଚର୍ଚ୍ଚା ହେଉଛି.....!!!!!!!

Tags :- # news # tvp news9 # tvp # tvpnews

Share With