Trending
Saturday , May 18 , 2024

ନଦୀରେ ଭାସିଆସିଲା ମହିଳାଙ୍କ ଅଧା ଶରୀର.....!!!
ନରମାଂସାସି କୁମ୍ଭୀରକୁ ଆଉ ଭଲ ଲାଗୁନି କି ମଣିଷମାଂସ ....!!!
ଏବେ ମଣିଷଙ୍କୁ ଛାଡି ପଶୁମାନଙ୍କୁ କରୁଛି ଟାର୍ଗେଟ...!!!
ଯାହାକୁ ଚାହୁଁଛି ଝାମ୍ପି ମାରିଖାଉଛି ....!!!
ନଦୀପାଣି ପାଲଟିଲାଣି ରକ୍ତର ପାଣି....!!!
“ ହଁ ଦର୍ଶକ ବନ୍ଧୁ “......!!!
         ସବୁ ନଦୀରେ ରାଜ୍ କରୁଛି ନରମାଂସାସି କୁମ୍ଭୀର ! ଏହି କୁମ୍ଭୀରଟି ଯାହାକୁ ଚାହୁଁଛି ତାହାକୁ ଟାଣି ନେଇ ଖାଉଛି ! ସିଏ ମଣିଷ ହଉ କି ପଶୁ ସମସ୍ତେ ହୁଅନ୍ତି କୁମ୍ଭୀରର ଶିକାର ! ବର୍ତ୍ତମାନ ଅନେକ ପଶୁକୁ ଟାର୍ଗେଟ କରୁଥିବା ବେଳେ ଏବେ ପୁଣି ଖୋଜୁଛି ମଣିଷମାଂସ , ଏହି ମଣିଷମାଂସ କୁମ୍ଭୀରକୁ ପାଗଳ କରୁଥିବା ବେଳେ ଏବେ ନଦୀରେ ଭାସୁଛି ମହିଳାଙ୍କ ଅଧା ଶରୀର ! ଯାହା ଲାଗୁଛି ସେହି ମଣିଷଖିଆ କୁମ୍ଭୀରକୁ ଆଉ ଭଲ ଲାଗୁନି ମଣିଷମାଂସ ଆଉ ସେଥିପାଇଁ ମହିଳା ଜଣଙ୍କୁ ଅଧା ଖାଇ ଛାଡିଦେଇଛି ! 
       ଗତ 2ମାସ ଭିତରେ ପାଖ ପାଖି 12ଜଣଙ୍କୁ ମାରିଖାଇଥିଲା ବେଳେ ଆଉ 25ରୁ ଅଧିକ ଲୋକଙ୍କୁ ଘାଇଲା କରିଛି ଏହି ନରରାକ୍ଷସ କୁମ୍ଭୀର ! ସବୁ ଦିନ ମଣିଷମାଂସ ଖାଇ ଖାଇ ବୀରତ୍ଵ ହୋଇସାରିଲାଣି ଆଉ ନଦୀର ପାଣି ମଧ୍ୟ ରକ୍ତ ପାଣିରେ ପରିବର୍ତ୍ତନ ହୋଇସାରିଲାଣି ! ଏବେ ମଣିଷଖିଆ ଖୋଜୁଛି ପଶୁମାଂସ ପ୍ରଥମେ ଭଦ୍ରକର ବନ୍ତେଇ ନଦୀରେ ଏକ ଗାଈକୁ ଝାମ୍ପ ମାରି ଝୁଣି ଖାଇଥିଲା ଏହି କୁମ୍ଭୀର ! ତାପରେ ନିମାପଡା ନଦୀରେ ଛପି ରହି ଗୋଟିଏ ମଇଶିକୁ ଟାଣି ନେଇ ତାର କଲିଜା ବାହାର କରି ଖାଇଥିଲା ଏହି ରାକ୍ଷସ କୁମ୍ଭୀର ! ଠିକ୍ ସେହିପରି ଏକ ବଡ ଷଣ୍ଡକୁ ମଧ୍ୟ ବହୁତ କଦର୍ଜ୍ୟ ଭାବେ ମାରିଖାଇଥିଲା ଏହି ବଉଳା କୁମ୍ଭୀର ! ଏବେ ବି ବହୁତ ଟାର୍ଗେଟ କରୁଛି ଏହି ମଣିଷଖିଆ କୁମ୍ଭୀର ! 
                        ଏହି ଭଳି ଏକ ରିପୋର୍ଟ ଅନୁଯାଇ କୁମ୍ଭୀରର ପ୍ରକୃତ ଖାଦ୍ଯ ନୁହେଁ ମଣିଷ ! ସେ କେବଳ ପଶୁକୁ   ଖାଉଥିବା ବେଳେ ଆଉ ଯେତେବେଳେ ତା ପାଟିରେ ମଣିଷ ମାଂସର ସ୍ଵାଦ ବାଜିଥିଲା ସେ ପାଗଳ ପରି ହୋଇ ଏହି ନଦୀରୁ  ସେହି ନଦୀକୁ ହେଇ ବୁଲି ବୁଲି  ଖୋଜୁଥିଲା ମଣିଷମାଂସ ! ବର୍ତ୍ତମାନ ମହିଳାଙ୍କ ସେହି ଅଧା ଶରୀରଟି ନଦୀପାଣିରେ ଭାସୁଥିବାର ଦେଖି ଜଣାପଡୁଛି ଯେ , ଲାଗୁଛି ମଣିଷମାଂସ ଖାଇବନି ସେହି ମଣିଷଖିଆ କୁମ୍ଭୀର ! ଏବେ ମଣିଷ ବଦଳରେ ଖାଇବ ପଶୁମାଂସ ! ତଥାପି ମଣିଷମାନଙ୍କ ମନରୁ ଏବେ ବି କୁମ୍ଭୀର ଆତଙ୍କର ଭୟ ଯାଇନି ! ଏବଂ ଏହି ଭୟରେ ନଦୀକି କିଏ ଯାଉନଥିବା ବେଳେ ପଶୁ ମାନଙ୍କୁ ମଧ୍ୟ ନଦୀକୁ ଛାଡୁନାଆନ୍ତି ! ଏହା ଏବେ ସତ ଯେ ମଣିଷ ବଦଳରେ ଖାଇବ ପଶୁମାଂସ ସେହି ମଣିଷଖିଆ କୁମ୍ଭୀର !!!! 

ବ୍ୟୁର ରିପୋର୍ଟ TVPNEWS9….!!!!

Tags :- # news # tvp news9 # tvp # tvpnews

Share With