Trending
Saturday , May 18 , 2024

ରାଜ୍ୟରେ ଜନବିରୋଧି କିଏ .......!!
ଆଣ୍ଟି ପିପୁଲ ବୋଲି କାହାକୁ ସମାଲୋଚନା କରି କହିଛନ୍ତି ମୁଖ୍ୟ ମନ୍ତ୍ରୀ .....!!
ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧି ବିଜେପି ,କଂଗ୍ରେସ ଜନ ବିରୋଧି କି .....!!

“ ହଁ ଦର୍ଶକ ବନ୍ଧୁ ”..........!!
ଯେଉଁ ମାନେ ସରକାରଙ୍କ ପୋଲ୍ ଖୋଲି କାଠ ଗୋଡାରେ ଛିଡା କଲେ ସେମାନଙ୍କୁ BJD ଭାଷାରେ ଆଣ୍ଟି ପିପୁଲ ବୋଲି କୁହା ଯିବ ।  ବିଜେଡ଼ିରୁ ବିଦା ହୋଇଥିବା ସୌମ୍ୟରଞ୍ଜନ ଏବଂ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏମାନେ ସମସ୍ତେ ଗୋଟେ ଗୋଟେ ଆଣ୍ଟି ପିପୁଲ । ଆଉ ଯେଉଁ ବିରୋଧୀ ଦଳ ମାନେ ସରକାରଙ୍କୁ ଆକ୍ଷେପ କରି କାଠ ଗୋଡରେ ଛିଡା କରୁଛନ୍ତି ସେହି ଦଳ ମାନେ ମଧ୍ୟ ଆଣ୍ଟି ପିପୁଲ । କାରଣ ସେହି ଦଳର ନେତା ମାନେ ସରକାରଙ୍କୁ କଡା ସମାଲୋଚନା କରୁଛନ୍ତି । ମୁଖ୍ୟ ମନ୍ତ୍ରୀ କହୁଛନ୍ତି ଯେ ବିରୋଧୀ ଦଳ ଏଠି ଜନବିରୋଧି । ଏହା ଶୁଣି ସରକାର ଦଳର ବିଧାୟକ ମାନେ ଖୁସି ଅଛନ୍ତି ,ଏବଂ ମନ୍ତ୍ରୀ ମାନେ ଠିକ୍ ଭାବେ କାମ ତୁଲାଉଛନ୍ତି । ଏହି ସବୁ କଥାକୁ ଆଖି ଆଗରେ ରଖି ମୁଖ୍ୟ ମନ୍ତ୍ରୀ ନିର୍ଦ୍ଧେଶ ଦେଇ କହିଛନ୍ତି ଯେ ; ତୁମେ ମାନେ ସବୁ ଗୁମାସ୍ତା ମାନଙ୍କର ବୋଲ କରା  ହୁଅ ଏବଂ ଗୁମାସ୍ତାଙ୍କ ଗୁମାସ୍ତା ହୁଅ । କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଗଣ ତନ୍ତ୍ର ବୋଲି କିଛି ନିୟମ ନାହିଁ । ଆଉ ଅନ୍ୟ ପଟେ ମୁଖ୍ୟ ମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନେତା ମାନେ ନଟିସ୍ ଆଣିଛନ୍ତି ବିରୋଧୀ ଦଳର ମୋହନଚରଣ ମାଝି । ବିରୋଧି ଦଳ ଭାବେ ନିବୃତି ମାଗିନଥିଲୁ ଏବଂ ନିଜ ଆଡୁ ନିବୃତି ରଖିଥିଲେ ମୁଖ୍ୟ ମନ୍ତ୍ରୀ । ଏବଂ 5ଟି ସଚିବଙ୍କୁ ଘଣ୍ଟି ଘୋଡାଇ ରଖିଥିଲେ ଆଉ ବିରୋଧି ଦଳର ନେତା ମାନଙ୍କୁ  ଜନ ବିରୋଧି ବୋଲି ଆକ୍ଷେପ କରି କହିଥିଲେ ମୁଖ୍ୟ ମନ୍ତ୍ରୀ । ଏଠାରେ ମୋହନ ମାଝି ପ୍ରଶ୍ନ କରିଛନ୍ତି ଯେ କିଏ ଏଠାରେ ଜନ ବିରୋଧି ......? 

ମୁଖ୍ୟ ମନ୍ତ୍ରୀ ଯେଉଁ ଆଗେଇ ଆସି ନିଜ ଆଡୁ କହିଥିଲେ ଯେ ;ଯେଉଁ ଭାବରେ ବିରୋଧିଙ୍କୁ ଜନ ବିରୋଧି ବୋଲି କହିଥିଲେ ଏହା ନିଶ୍ଚିନ୍ତ ଭାବେ ଦୁର୍ଭାଗ୍ୟ ଜନଗତ । ସେଥି ପାଇଁ ସେ ଗୃହରେ  କ୍ଷମା ମାଗନ୍ତୁ ଏବଂ ସେହି ଶବ୍ଦକୁ ବାଦ୍ ଦିଅନ୍ତୁ ବୋଲି ସ୍ଵର ଉଠାଇ କହିଛନ୍ତି ମୋହନଚରଣ ମାଝି । ବିରୋଧି ମାନଙ୍କର ଏହି କଥାକୁ  ଦ୍ରୁପଦ ସାହୁ କଡା ସମାଲୋଚନା କରିଛନ୍ତି । ଆଜି ନବୀନ ପଟ୍ଟନାୟଙ୍କ ଯୋଗୁଁ ହିଁ ଚାରିଆଡେ ବିକାଶ ହୋଇପାରିଛି । ଏହାକୁ ଦେଖି ବିରୋଧି ଦଳର ନେତା ମାନେ ସହି ପାରୁନାହାନ୍ତି ଯାହାକି  ଔଷଧ ବଦଳରେ ତାଟିଆ କମ୍ବୁଡୁଛନ୍ତି ।  

    ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With