ନବୀନ ସରକାରଙ୍କୁ ଶେଷ ଚେତାବନୀ ଦେଲେ ପୁରୀ ଶଙ୍କରା ଚାର୍ଯ୍ୟ.....!!!!!
ଏବେ ବି ସମୟ ଅଛି ନବୀନ ନିଜର ଦିଗକୁ ପରିବର୍ତ୍ତନ କର.......!!!!!
ତୁମର ଏହି ଭୁଲ୍ ପାଇଁ ଭୟଙ୍କର ପ୍ରଳୟ ଆସିପାରେ…….!!!!
କାହିଁକି ମଠ ମନ୍ଦିର ଭାଙ୍ଗିବା ପାଇଁ ପ୍ଲାନ୍ କରୁଛ......!!!!
ନିଜର ଭାରସାମ୍ୟ ନିଜେ ହରାଉଛ ନବୀନ......!!!!!
“ ଦର୍ଶକ ବନ୍ଧୁ “.......!!!!!
ନବୀନଙ୍କୁ ଶେଷ ଚେତାବନୀ ଦେଲେ ପୁରୀ ଶଙ୍କରା ଚାର୍ଯ୍ୟ ! ଆଉ କହିଲେ ଯେ ଯେତେ ଶୀଘ୍ର ହେବ ସତର୍କ ହୋଇଯାଅ ନବୀନ, ନହେଲେ ଭୟଙ୍କର ପ୍ରଳୟ ଆସିଯିବ ! ଥରହର ହୋଇବ ନବୀନ ନିବାସ ପୁଣି ମାଟିରେ ଲୀନ ହେବ ବିଜେଡ଼ି ସରକାର ! ଯଦି 2023 ଶେଷ ରେ ପୁରୀ ମଠ ମନ୍ଦିର ଭାଙ୍ଗିଯିବ ତେବେ ନବୀନ ତୁମର ଇତିହାସ ସମ୍ପୃର୍ଣ୍ଣ ଭାବବେ ଶେଷ ହୋଇଯିବ ! ହିନ୍ଧୁ ଧର୍ମର ପରମ୍ପରା ଅନୁଯାଇ ଏହି ପୁରୀ ମଠ ମନ୍ଦିର ନଭାଙ୍ଗିବା ପାଇଁ ନବୀନକୁ ଶେଷ ୱାର୍ନିଙ୍ଗ ଦେଲେ ଶଙ୍କରା ଚାର୍ଯ୍ୟ ! 5T ଅଧୀନରେ ଥିବା ମଠ ମନ୍ଦିର ନୂତନ ଉଧାର କରିବା ଭିତରେ ସବୁ ମଠ ମନ୍ଦିର ଭାଙ୍ଗିବା ପାଇଁ ପ୍ଳାନ୍ କରିଛନ୍ତି ନବୀନ ସରକାର !
ହିନ୍ଧୁ ଧର୍ମର ପରମ୍ପରା ଆସା ଆଉ ବିଶ୍ଵାସ ଉପରେ ବିଷ ଦେଇଛନ୍ତି ବିଜେଡ଼ି ନବୀନ ସରକାର ! ତାଙ୍କର ସମସ୍ତ ଲୋକଙ୍କୁ ଆଖି ଆଗରେ ରଖି ସେ ଭିତିରିଆ ପ୍ଲାନ୍ ଚଲାଉଛନ୍ତି ନବୀନ ସରକାର ! ମଠ ମନ୍ଦିରର ଦାଇତ୍ଵ ପାଳନ ଠିକ୍ ସେ ନକରିଲେ ନବୀନ ବାବୁଙ୍କ ଶାସନ ମାଟିରେ ମିଶିଯିବ ! ପୁଣି ଧମକ୍ ଦେଲେ ଶଙ୍କରା ଚାର୍ଯ୍ୟ ମଠ ମନ୍ଦିର ପ୍ରତି ଥିବା ଦାଇତ୍ଵକୁ ଠିକ୍ ସେ ପାଳନ କରନ୍ତୁ ମୋ ସହ ଲଗାନ୍ତୁ ନାହିଁ ! ଆଉ ଏକଥା ମଧ୍ୟ କହିଲେ ମୋ ସହ ଯେଉଁ ନେତା ମାନେ ଲାଗନ୍ତି ମୁଁ ତାଙ୍କ ଅବସ୍ତା କଣ କରିଥାଏ , ତାହା ତମେ ବହୁତ ଭଲ ଭାବରେ ଜାଣିଛ ! ଯେଉଁ ମାନେ ମୋ ସହ ଲାଗିବାକୁ ଚେଷ୍ଟା କରିଥାନ୍ତି , ମୁଁ ସେମାନଙ୍କ ଶାସନକୁ ମାଟିରେ ଲୀନ କରିଦେଇଛି ! ଏହା ତୁମେ ନିଜ ଆଖି ଆଗରେ ଦେଖିଛ ! ମୁଁ ଯାହା ଚାହିଁବି ତାହା ମଧ୍ୟ କରିପାରିବି ସ୍ଵୟଂ ବ୍ରହ୍ମା ମଧ୍ୟ ମୋର କିଛି କରିପାରିବେ ନାହିଁ ! ଯଦି ତୁମେ ଆଉ କିଛି ଦିନ ମୁଖ୍ୟ ଆସନରେ ବସିବାକୁ ଚାହୁଁଛ , ତାହେଲେ ମଠ ମନ୍ଦିରର ଦାଇତ୍ଵ ସହ ଆଉ ସେମାନଙ୍କର ଅବଶ୍ୟକକୁ ଠିକ୍ ଠାକ୍ ଭାବେ ପୂରଣ କର !
ଏହା ମଧ୍ୟ ଶଙ୍କରା ଚାର୍ଯ୍ୟ ଜାଣିଛନ୍ତି ଯେ ଯେତେ ସବୁ ମଠ ମନ୍ଦିର ଭଙ୍ଗା ଯାଉଛି ତାହା ସବୁ ବିଜେଡ଼ି ସରକାର ନବୀନଙ୍କ କହିବା ଅନୁସାରେ ! ଶଙ୍କରା ଚାର୍ଯ୍ୟ କହିଲେ ମୋ ସହ ଯେଉଁ ଖେଳ ଖେଳୁଛ ଶେଷରେ ସେହି ଖେଳ ତୁମ ଉପରେ ବହୁତ ମହଙ୍ଗା ପଡିବ ! ଦିନେ ଏମିତି କରିଥିଲେ ନରସିଂରାଓ , ଜାନକୀ ବଲବ୍ ପଟ୍ଟନାୟକ ସେମାନଙ୍କର ଶାସନ ଏବେ ପୁରା ମାଟିରେ ମିଶିଯାଇଛି ! ନବୀନ ମୁଁ ଏବେ ବି କହୁଛି ମୋ ସହ ଲଗାନି ନହେଲେ ତୁମ ପାଇଁ ଭୟଙ୍କର ପ୍ରଳୟ ଆସିଯିବ ! ନବୀନ ସରକାରଙ୍କୁ ଧମକ୍ ଦେଉଛନ୍ତି ଶଙ୍କରା ଚାର୍ଯ୍ୟ ! ଏବଂ ଏହା ମଧ୍ୟ ଶେଷ ୱାର୍ନିଙ୍ଗ ଯେ ନବୀନ ସରକାରଙ୍କ ପାଇଁ , ତୁମ ନିଜର ସବୁ ଅଧିକାରୀ ମାନଙ୍କୁ କହିଦିଆ ଯେ ପୁରୀ ଶଙ୍କରା ଚାର୍ଯ୍ୟଙ୍କ ମଠ ମନ୍ଦିର ନଭାଙ୍ଗି ନିଜ ନିଜ ଦିଗରେ ଯିବେ ! ଆଉ ଯଦି ତୁମେ ତାଙ୍କ ଦିଗ ପରିବର୍ତନ କରାଇବା ପାଇଁ ଚାହୁଁଛ , ତେବେ ତୁମର ମଧ୍ୟ ଦିଗ ପରିବର୍ତନ ହୋଇଯିବ ! ଆଉ ଏକଥା ମଧ୍ୟ କହିଛନ୍ତି ଗୋବର୍ଦ୍ଧନ ମଠ ଉପରେ ଆଖି ପକାଇବା କଥା ମନରେ ଚିନ୍ତା ମଧ୍ୟ କରନ୍ତୁ ନାହିଁ ! ଯଦି ଚିନ୍ତା କରିବ ତେବେ ତୁମ ଶାସନ ମଧ୍ୟ ଖୁବ୍ ଶୀଘ୍ର ମାଟିରେ ମିଶେଇ ଦେବୀ !!!!!!