Trending
Saturday , May 18 , 2024

ଘରକୁ ଆସିଲେ କେମିତି??
ଘରେ ପୁରେଇଲା କିଏ???
କଣ ରହିଥିଲା ଉଦ୍ଧେଶ୍ୟ?

ଏହି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ 
ଜାଣିବାକୁ ମିଳିଲା କିଛି ସନ୍ଦେହ ପୂର୍ଣ୍ଣ ତଥ୍ୟ !!!!!!!!!

ଜାଣିବାକୁ ମିଳିଲା ଯେ,,,,
ଦୁଇ ନାବାଳକ ପ୍ରେମିକାଙ୍କୁ ଘରକୁ ଡାକିଥିଲେ ଦୁଇ ନାବାଳିକା ପ୍ରେମିକ!!!!


ହଁ ଦର୍ଶକ ବନ୍ଧୁ..........!!!!!


                               ପ୍ରେମର ମିଠା ସମ୍ପର୍କ ଚାଲିଥିଲା ବେଳେ ଗାଁ ବାଲା ଜାଣି ଘର ଲୋକଙ୍କୁ ଖବର ଦେଲେ,ଘର ଲୋକଙ୍କ କଥାରେ ଗାଁ ବାଲା ଦୁଇ ହଳ ପ୍ରେମିକ ଯୋଡିକୁ ବାନ୍ଧି ରଖିବା ପରେ.....ପର ଦିନ ସକାଳୁ ଥାନାରେ ଜମାଦେଲେ l ପୋଲିସ୍ ସକାଳୁ ରାତି ପର୍ଯ୍ୟନ୍ତ ଥାନାରେ ଦୁଇ ପ୍ରେମିକ ଦୁଇ ପ୍ରେମିକାକୁ ଅଟକ ରଖିବା ପରେ ଲେଖା ପଢା କରି ଘରକୁ ଛାଡିଲା କିନ୍ତୁ ଏବେ ଦୁଇ ଭଉଣୀ ନିଖୋଜ ! କାଲି ରାତିରୁ ଧାନଗର  ଥାନାରୁ ଦୁଇ ଭଉଣୀ ଘରକୁ ଫେରିବା ପରେ ତାକୁ ପାଉନାହାନ୍ତି ଘର ଲୋକ ! ନିରାସୋଇ ଜିଲ୍ଲା ଆରଖୋୟ ଅଧିକ୍ଷଙ୍କ ଠାରେ ନ୍ୟାୟ ପାଇବା ଆଶାରେ ପରିବାର ! ଏଭଳି ଘଟଣା ଦେଖିବାକୁ ମିଳିଛି ଧାନଗର ଥାନା ଅନ୍ତରଗ୍ରତ ଚୂଡକୁଟି ପଞ୍ଚାୟତର ସୋଇସଟି ଗାଁରେ ! ଧାନଗର ଥାନାରେ ଦୀର୍ଘ ସମୟ ଅଟୋକ ରଖି ପୋଳିସ୍ ସେମାମଙ୍କୁ ନ୍ୟାୟ ଦେବା ପରବର୍ତ୍ତେ ଧମକ୍ ଦେଇ ସାଦା କାଗଜରେ ଦସ୍ତକସ୍ତ ନେଇଯିବା ସହ ତାଙ୍କୁ ମାରିବା ସହିତ ଜାତି ଉଠାଇ ଅକଥନୀୟ ଭାଷାରେ ଗାଳି ଗୁଲଜ କରିଥିବା ଏ କଥା କହିଛନ୍ତି ଦୁଇ ନାବାଳିକା ଦୁଇଙ୍କ ପରିବାର ଲୋକେ !  ଧାନଗର ପୋଲିସ୍ କୁ ସୁଧାର କହି ନାବାଳିକା ଦୁଇଙ୍କୁ ଛାଡିବା ପାଇଁ ପରିବାର ଲୋକେ ନେହୁରା ହେଇଥିଲେ ମଧ୍ୟ ପୋଲିସ୍  ସେମାନଙ୍କ କଥା ଶୁଣିନଥିଲା ! ଓଲଟି ଲାଠି  ମହିଳା ASI  ମନାଲିସା ପ୍ରଧାନ  ମାରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ! ଏବେ ଧାନଗର ପୋଲିସ୍ ଅଭିଯୋଗ କାରୀଙ୍କୁ ମାରିବା ସମ୍ପୂର୍ଣ ଐସ୍ବାଇକାର  କରିଛନ୍ତି ବୋଲି କହିଛନ୍ତି ଧାନଗର ଥାନାର IIC ଶ୍ରୀବଲଭ ସାହୁ !

Tags :- # news # tvp news9 # tvp # tvpnews

Share With