Win Surprising Gift
Daily Contest
1) କ୍ଷୀର ରେ କେଉଁ ଭିଟାମିନ ନଥାଏ?
1. Vit - A
2. Vit - B
3. Vit -C
4. Vit -E
2) ଭାରତରେ ସମୁଦାୟ ମୁଖ୍ୟମନ୍ତ୍ରୀଙ୍କ ସଂଖ୍ୟା କେତେ?
1. 30
2. 28
3. 29
4. 31
3) ଓଡ଼ିଶାର ସବୁଠାରୁ ସାକ୍ଷର ଜିଲ୍ଲା କେଉଁଟି?
1. ମୟୁର ଭଞ୍ଜ
2. ଖୋର୍ଦ୍ଧା
3. ଗଞ୍ଜାମ
4. ବାଲେଶ୍ୱର
4) ଜଗନ୍ନାଥଙ୍କ ଶ୍ରୀମନ୍ଦିରର ପୂର୍ବଦ୍ଵାରକୁ କ'ଣ କୁହାଯାଏ?
1. ସିଂହ ଦ୍ଵାର
2. ଅଶ୍ଵ ଦ୍ଵାର
3. ହସ୍ତୀ ଦ୍ଵାର
4. ବ୍ୟାଘ୍ର ଦ୍ଵାର
5) ଓଡ଼ିଶାରେ କେତୋଟି ବ୍ଲକ ରହିଛି?
1. 314 ଟି
2. 318 ଟି
3. 341 ଟି
4. 381 ଟି