Trending
Saturday , May 18 , 2024

ଗେହଲଟଙ୍କ ନୂଆ ଘୋଷଣା....!!!
  ଭୋଟ ପାଇଁ ମିଳିବ ରାସନ ମାଗଣା.....!!!
 ଅଗଷ୍ଟ ୧୫ରୁ ହୋଇପାରେ ଏହି ଯୋଜନାର ଶୁଭାରମ୍ଭ....!!
  
     ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭାରେ  ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି....!
     ଏବେ ରାଜ୍ୟରେ ଶାସନରେ ଥିବା ଗେହଲଟ ସରକାର ପୁଣି ଥରେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି....!!!!
         ଏ ନେଇ ସରକାର ଲୋକଙ୍କ ପାଇଁ ଅନେକ ପ୍ରକାର ସହାୟତା ଘୋଷଣା କରିବାରେ ଲାଗିଛନ୍ତି....! ଏ ପର୍ଯ୍ୟନ୍ତ ଗେହଲଟ ସରକାର ଲୋକଙ୍କ ପାଇଁ ଶସ୍ତା ବିଜୁଳି, ଶସ୍ତା ରୋଷେଇ ଗ୍ୟାସ୍ ଓ ପାଣି ଯୋଗାଇ ଦେଇଥିବା ବେଳେ ଏବେ ରାଜ୍ୟ ବାସିଙ୍କୁ ମାଗଣା ରାସନ କିଟ୍  ଯୋଗାଇ ଦେବକୁ ଘୋଷଣା କରିଛନ୍ତି.....!!! ଗେହଲଟ ଅଗଷ୍ଟ ୧୫ ତାରିଖରେ ଏହି ଯୋଜନାର ଶୁଭାରମ୍ଭ  କରିପାରନ୍ତି !
ଅଶୋକ ଗେହଲଟ ବଜେଟ୍ ବେଳେ ଘୋଷଣା କରିଥିଲେକି ରାଜ୍ୟ ସରକାର  ରାଷ୍ଟ୍ରୀୟ ଖାଦ୍ୟ ଯୋଜନରେ ଅନ୍ତର୍ଭୁକ୍ତ ପରିବାରକୁ ଗହମ ଓ ଅନ୍ୟ ରାସନ ସାମଗ୍ରୀ ମାଗଣାରେ  ଯୋଗାଇଦେବେ…!!
ଯଦି ରାଜସ୍ତାନ୍ ସରକାର ଏହି ଯୋଜନା  ଲାଗୁକରନ୍ତି ! ତେବେ ରାଜ୍ୟରେ ୧.୧୦ କୋଟିରୁ ଅଧିକ ପରିବାର ଲାଭାନିର୍ତ୍ତ ହେବେ ରାଜ୍ୟସ୍ଥାନ  ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ସହିତ ପରିବାରଙ୍କୁ ସେଥିରେ 1k.g ଚଣା ଡାଲି,100gm ଧନିଆ ପାଉଡର 50gm ହଳଦୀ ପାଉଡର ଫଳରେ 1 ଲିଟର ସୋୟାବିନ ତେଲ 1 କିଲୋ ଲୁଣ 100gm ଲଙ୍କା ଓ 1 କିଲୋ ଚିନି ମାଗଣାରେ ଦେବେ ଯୋଜନାକୁ ନେଇ ଜୟପୁର ଟେଣ୍ଡର୍ ପ୍ରକ୍ରିୟା ସମାପ୍ତ ହୋଇଛି !ଏଠାରେ ଗୋଟେ ରାସନ କିଟ୍ ର ଦାମ୍ 359 ଟଙ୍କା ସମାପ୍ତ କରାହୋଇଛି ! ଗୋଟେ ପକେଟ୍ କୁ ସରକାର ଏତିକିରେ କିଣି ଉପଭକ୍ତା ଙ୍କୁ ମାଗଣାରେ ଦେବେ

Tags :- # news # tvp news9 # tvp # tvpnews

Share With