Oldest education system
ଆଜି ଆମେ ଆମ ଭାରତୀୟ ଶିକ୍ଷା ଉପରେ ନଜର ପକାଇବା .....!!
ଆସନ୍ତୁ ଜାଣିବା ପୁରାତନ କାଳରେ ଆମ ଶିକ୍ଷା ପଦ୍ଧତି କେମିତି ଥିଲା |
ଆଜିକା ବିଜ୍ଞାନ ଯୁଗରେ ପିଲାମାନେ ପାଠ ପଢିବା ପାଇଁ ସାଧାରଣତ ସ୍କୁଲ ବା ବିଦ୍ୟାଳୟ କୁ ଯାଇଥାନ୍ତି |କିନ୍ତୁ ପୁରାତନ କାଳରେ ବିଦ୍ୟାଳୟ ନଥିଲା | ପିଲାମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁକୁଳ କୁ ଯାଉଥିଲେ | ଯେଉଁଠାରେ ଶିକ୍ଷକକୁ ଗୁରୁ ଏବଂ ଶିକ୍ଷାର୍ଥୀ କୁ ଶିଷ୍ୟ ବୋଲି ମାନି ନିଆଯାଉଥିଲା |ସେହି ସମୟରେ ଯେଉଁ ଶିକ୍ଷା ଦିଆଯାଉଥିଲା ଗୁରୁଙ୍କ ଘରେ ହିଁ ରହି ଶିକ୍ଷା ପ୍ରଦାନ କରାଯାଉଥିଲା ଏବଂ ଗୁରୁଙ୍କ କାର୍ଯ୍ୟରେ ଆସି ଶିଷ୍ୟମାନେ ସାହାଯ୍ୟ କରୁଥିଲେ |ଏହିପରି ଭାବରେ ଗୁରୁ ଓ ଶିଷ୍ୟ ମଧ୍ୟରେ ଘନିଷ୍ଟ ବା ନିବିଡ ସମ୍ପର୍କ ରହିଥିଲା |
ଏହି ଗୁରୁକୁଳରେ ସାଧାରଣତ ଶିକ୍ଷା ଦବା ସହିତ ଅନ୍ୟାନ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଥିଲା |ଏଥି ପାଇଁ ଗୁରୁକୁଳ ଶିକ୍ଷାକୁ ଦୁନିଆର ସବୁଠୁ BEST EDUCATION ଶିକ୍ଷା ବୋଲି କୁହାଯାଏ | ଏହା ଥିଲା ଇଣ୍ଡିଆର OLD EDUCATION |
ଏବେ ଆସନ୍ତୁ ଜାଣିବା;
INDIAN MODERN EDUCATION SYSTEM ବିଷୟରେ ........!!!!
ବ୍ରିଟିଶ ଶାସନ କାଳରେ ଆମ ଶିକ୍ଷା ପଦ୍ଧତି ଆରମ୍ଭ ହୋଇଥିଲା 1830 ମସିହାରେ । lord Thomas Babington ତାଙ୍କ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ କରାଯାଇଛି ଏହି ଶିକ୍ଷଣ ଶିକ୍ଷା ବ୍ୟବସ୍ତା । ଏହି ଶିକ୍ଷା ବ୍ୟବସ୍ତାରେ ଗଣିତ ଓ ବିଜ୍ଞାନ ଅଧିକ ଗୁରୁତ୍ଵ ଦିଆଯାଉଥିଲା । ଆଉ ସବୁଠୁ ବଡ କଥା ଏହାଯେ ଇଂରାଜୀ ରେ ଶିକ୍ଷା ପ୍ରଦାନ କରାଯିବ | 1947 ରେ ଆମ ଦେଶ ସ୍ୱାଧୀନ ହୋଇଥିଲା ଓ 1948 ରେ ପ୍ରଥମେ EDUCATION COMMISSION, ଡକ୍ଟର ସର୍ଭପଲ୍ଲୀ ରାଧାକୃଷ୍ଣା ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା | ସେ ଥିଲେ ସେହି ସମୟର ଚେୟାରମ୍ୟାନସିପ୍ ଥିଲେ | ଭାରତରେ କିପରି ଶିକ୍ଷା ବ୍ୟବସ୍ଥା ଭାରତରେ ଉଚ୍ଚ ଶିକ୍ଷା ର କଣ ଗୁରୁତ୍ୱ ରହିବ ତାହା ଜାଣିବା ପାଇଁ ଏହି କମିଶନ କୁ ଗଠନ କରାଯାଇଥିଲା... ଏବଂ ଏହାକୁ "ୟୁନିଭରର୍ସିଟି ଏଜୁକେସନ" ନାମରେ ସମସ୍ତେ ଜାଣନ୍ତି.....!!! ଏହିପରି ଭାରତରେ କୋଠରୀ କମିଶନର୍, ଆଚାରୀନରେନ୍ଦ୍ର ଦେବ କମିଟି ମୁରଲୀଧର କମିଶନର୍, ନଲେଜ୍ କମିଶନର୍,policy 1986,national educationpolicy 2020 ଏହି ସବୁ କମିଟି ଓ କମିଶନର୍ ଯୋଗୁଁ ଶିକ୍ଷାର ଉନ୍ନତି ହୋଇଛି | ଆପଣ ମାନେ ଜାଣିଥିବେ ଯେ କରୋନା ସମୟରେ ସାଧାରଣତ ବିଦ୍ୟାଳୟକୁ ନଯାଇ ଅନଲାଇନ ଦ୍ୱାରା ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଗଲା | ଏହା ବହୁତ ଚର୍ଚାରେ ମଧ୍ୟ୍ୟ ଥିଲା | online class କରିବା ଦ୍ୱାରା ପିଲା ମାନେ ବହୁତ୍ କିଛି ଶିଖି ଥିଲେ ମଧ୍ୟ୍ୟ | ଏହା ଥିଲା ଆମ ପୁରାତନ କାଳର ଶିକ୍ଷା ପଦ୍ଧତି ଏବଂ ବର୍ତ୍ତମାନ କାଳର ଶିକ୍ଷା ପଦ୍ଧତିରେ ଥିବା ତଫାତ |