ପ୍ରଣବକୁ ମିଳିଲା ବଡ ଦାଇତ୍ଵ .........!!
ସର୍ବେସର୍ବା ହେବେ ପ୍ରଣବ ଦାସ୍ ........!!
ସଭାପତିର ବଡ ଦାଇତ୍ଵ ତୁଲାଇବେ ଏବେ ପ୍ରଣବ ........!!
ହଁ ଦର୍ଶକ ବନ୍ଧୁ ........!!
BJD ଦଳ ଯାଜପୁର ବିଧାୟକ ବବି ଦାସ୍ ଙ୍କୁ ମିଳିଲା ନୂଆ କ୍ଷମତାର ଦାଇତ୍ଵ । ଏଣିକି BJD ର ସବୁ ସଂଗଠନରେ ରହିବେ ବବି ଦାସ , BJD ଅଫିସ୍ ର ମୁଖ୍ୟା ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବବିଙ୍କ ଉପରେ ଖୁସି ହୋଇ ପୁରସ୍କୁତ କରିବା ସହିତ କହିଛନ୍ତି ଯେ , 2014, 2019 ରେ ବିଜେପୁର ଏବଂ ପାଠୁରା ନିର୍ବାଚ ସୂଚାର ରୂପେ ତୁଲାଇ ଥିବାରୁ ବବିଙ୍କୁ ପ୍ରଶଂସା କରିବା ସହିତ ସମ୍ପାଦକ ଭାବେ ତାଙ୍କୁ ବଡ ଦାଇତ୍ଵ ଦେଇଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ପରେ ଦୁଇ ନମ୍ବରରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ ,ଆଉ କହିଛନ୍ତି ଯେ ଦଳକୁ ମୁଁ ସୂଚାର ରୂପେ ତୁଲାଇବି । ଆଜିର ଦିନ ଟିକୁ ଘୋଷଣା ପାଇଁ ବାଛି ଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ BJD ଦଳରେ ଦଳର ସଭାପତି ଭାବରେ ନବୀନ ରହିଥିଲେ କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବଡ ଦାଇତ୍ଵ ଏବେ ପ୍ରଣବ ପ୍ରକାଶଙ୍କ ହାତରେ ହେଇଛନ୍ତି । ସଭାପତି ଭାବେ ସେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ୟାନେଲ୍ ରେ ଉପସଭା ପତି ଭାବେ ପଙ୍କଜ କୁମାର ମୋହାନ୍ତି ,ସମ୍ପାଦକ ଭାବେ ରହିଛନ୍ତି,ସଞ୍ଜୟ ବେହେରା !ଏବଂ ଯୁଗ୍ମ ସମ୍ପାଦକ ଭାବେ ପ୍ରଭାବ କୁମାର ଭୋଳ ଦ୍ଵାଇତ୍ଵ ନେଇଛନ୍ତି ।
ପ୍ରଣବ ପ୍ରକାଶ ହେଉଛନ୍ତି BJD ଦଳର ସଭାପତି । ଏହାରି ଭିତରେ ପ୍ରଣବ ପ୍ରକାଶଙ୍କ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶକୁ ଏପରି ବଡ ଦାଇତ୍ଵ ଦେବା ପଛର କାରଣ କହିଛନ୍ତି ଯେ ; 2014 ,2019 ରେ ବିଜେପୁର ଏବଂପାଠୁରା ନିର୍ବାଚନରେ ଯେଉଁ ଭଳି ସ୍ଥିତି ଦେଖା ଦେଇଥିଲା ତାକୁ ସେ ବହୁ କଠିନ ପରିଶ୍ରମ କରି ସୂଚାର ରୂପେ ସେହି ଦାଇତ୍ଵ କୁ ତୁଲାଇଥିଲେ , ସେ କେବେ ହେଲେ ଏଥିରେ ଅବେହେଳା କରିନ ଥିଲେ ବବି। ତାଙ୍କର ଏପରି କାର୍ଯ୍ୟକୁ ଦେଖି ତାଙ୍କୁ ଏହି ବଡ ଦାଇତ୍ଵ ଦେଲେ । ଥରେ ପୁରୀରେ ବସିଥିବ ଗୁରୁତ୍ୱପୂର୍ଣ୍ଣି ବୌଠକ ରେ ଓସିଏର ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ଏଥିରେ ସାମିଲ ହୋଇଥିଲେ । ପ୍ରଣବଙ୍କ ନାଁ ସଭାପତିରେ ଦିଆଯିବ ପରେ ସମସ୍ତେ ସାମର୍ଥନ ମଧ୍ୟ କରିଥିଲେ । 73 ସଦସ୍ୟ ବିଶିଷ୍ଟ ଏକ ଭୋଟର ତାଲିକାରେ ପ୍ରକାଶ ପାଇଛି । ଯେଉଁ ଥିରେ କି ଯାଜପୁର ପ୍ରଣବ ପ୍ରକାଶଙ୍କ ନା ସାମିଲ ଥିଲା । ଓସିଏ ରୁ ମିଳିଥିବା ଯାହା ସୂଚନା ଅନୁସାରେ ପ୍ରଣବ ପ୍ରକାଶଙ୍କ ବିରୋଧରେ କେହି ପାର୍ଥୀ ନଥିବାରୁ ,ତାଙ୍କର ଜିତିବା ସମ୍ଭାବନା ଅଧିକ ଥିଲା ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜଣାନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!