Trending
Saturday , May 18 , 2024

ରାନୀପଣ୍ଡା କୁ ବାହାହେବେ କି ଅଭିନେତା ପିୟୁଶ........!!!

ରାନୀପଣ୍ଡାଙ୍କ ସହିତ କେଉଁ ଭଳି ସମ୍ପର୍କ ରହିଛି ପିୟୁଶଙ୍କର  ......?

      ତାହା ପ୍ରେମ ନା ବନ୍ଧୁତା ………!!!

ରାନୀପଣ୍ଡାଙ୍କ ବିଷୟରେ କ’ଣ କହିଛନ୍ତି ଅଭିନେତା ପିୟୁଶ .........ଆସନ୍ତୁ ଜାଣିବା ସମ୍ପୂନ ଖବର ଏହି ଭିଡିଓ ରେ .....!!


ଅଭିନେତା ପିୟୁଶ କହିଛନ୍ତି ରାନୀଙ୍କ ବିଷୟରେ ଏମିତି କିଛି... ଯାହାକୁ ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।
 ଅଭିନେତା ପିୟୁଶ ଅନେକ ଯାତ୍ରା ,ସିରିଏଲ ,କିମ୍ଭା ଫିଲ୍ଲ୍ମ  ରେ ଆପଣମାନେ ତ ଦେଖିଥିବେ ।।  ଆଉ ସବୁ କ୍ଷେତ୍ରରେ ଦର୍ଶକ ମାନେ ତାଙ୍କୁ ଢେର ସାରା ଭଲ ପାଇବା ଦେଇଛନ୍ତି । ନେଗଟିଭ୍  କ୍ୟେରେକ୍ଟର ତାଙ୍କ ଦମ୍ ଦାର୍ ଅଭିନୟକୁ ଦେଖିବା ପାଇଁ ହଜାର ହଜାର ଲୋକ ପାଗଳ ହୋଇଥାନ୍ତି ।

ରିଲ୍ ସେ ସିନା ଖଳନାୟକ କିନ୍ତୁ ରିୟଲ୍ ରେ ତାଙ୍କ ମନ ଭାରି ସରଳ ,ଖୁବ୍ ନିଷ୍ଠୁର.. ସେ ତା ସହିତ ତାଙ୍କ ମୁହଁରେ ରହିଥାଏ ସବୁବେଳେ ହସ ।
 ସେ ସବୁ ବେଳେ ସହିବାକୁ ପସନ୍ଦ  କରନ୍ତି ଓ ସମସ୍ତଙ୍କୁ ହସେଇବାକୁ ଚାହାଁନ୍ତି । ଏତେ ଭଲ ଅଭିନେତା ହୋଇଥିବା ସ୍ଵତେ ମଧ୍ୟ ତାଙ୍କ ମନରେ ନାହିଁ  ଟିକେବି  ଗର୍ବ । ଆଉ ବର୍ତମାନ ପିୟୁଶ ଏକ ଇଣ୍ଟରଭିୟୁ ରେ ଏମିତି କିଛି କଥା କହିଛନ୍ତି ,ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସେ ଏବେ ବି କହୁଛନ୍ତି ତାଙ୍କୁ ବହୁତ କିଛି ଶିଖିବାର ଅଛି ।  ..........ସେ ତାଙ୍କ ପରିବାରକୁ ଖୁବ୍ ଭଲପାନ୍ତି ।  ସେ କୁହନ୍ତି କି ଦିନସାରା  ସେ ମେକପ୍  ଛଡାଇଦିଅନ୍ତି ଆଉ ସେ ସାଧାରଣ ମଣିଷ ପରି ଜୀବନ ଯାପନ କରନ୍ତି । ଆଉ ରାତି ହେଲେ  ସେ ଅଭିନୟ କରିବାକୁ ପସନ୍ଦ କରିଥାନ୍ତି । 

  ତେବେ ତାଙ୍କୁ ଯେତେବେଳେ  ପ୍ରଶ୍ନ ହୋଇଥିଲା କି ....... ଆପଣଙ୍କ ସହିତ ରାନୀପଣ୍ଡା ଙ୍କ ଖୁବ୍ ଭଲ ବନ୍ଧୁତ୍ଵ ବୋଲି  ଚର୍ଚା  ହୁଏ .........!!!

     ତେବେ ଏହାକୁ ନେଇ ପିୟୁଶ କହିଛନ୍ତି କି ରାନୀ ହେଉଛନ୍ତି ମୋର ଜଣେ ବହୁତ ଭଲ ବନ୍ଧୁ ଆଉ ଏକାଠି ସେ ଦୁହେଁ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓ କରିଛନ୍ତି  ,ଏବଂ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି । ଆଉ ପିୟୁଶ କହିଛନ୍ତି କି ରାନୀପଣ୍ଡା ଙ୍କ ନାଁ ଶୁଣିଲେ ଯାତ୍ରାରେ ଲୋକ ଅଧିକ ଭିଡ ହୁଅନ୍ତି ,ନ ହେଲେ ନାହିଁ । ରାନୀପଣ୍ଡା ଙ୍କୁ ପସନ୍ଦ କରିବା  ସହ ତାଙ୍କ ବ୍ୟକ୍ତ୍ଯତ୍ଵ  କୁ ମଧ୍ୟ ବହୁତ ଭଲପାନ୍ତି । ସେ ଜଣେ ବହୁତ ଭଲ ମଣିଷ ମଧ୍ଯ୍ଯ ,ସେ ଜଣେ ଖୋଲା ହୃଦୟର ମଣିଷଟିଏ । ମନକୁ ଯାହା ଆସେ ସେ  କହିଦିଅନ୍ତି । 


 କାହା ପଛରେ କିଛିବି କହିବାକୁ ସେ ପସନ୍ଦ କରନ୍ତି ନାହିଁ । ଏମିତିକି ଦିନେ ପିୟୁଶଙ୍କୁ  ମଧ୍ଯ୍ଯ ରିଏଲ ସମୟରେ ରାନୀପଣ୍ଡା ଭାଷା ଲଗାଇ ଗାଳି ଦେଇଥିଲେ ବୋଲି କହିଛନ୍ତି ପିୟୁଶ । ହେଲେ ତାଙ୍କୁ ଟିକେବି ଖରାପ୍ ଲାଗିନଥିଲା ଏବଂ ସେ କହିଛନ୍ତି ରାନୀପଣ୍ଡା ମୋର ଜଣେ ଭଲ ବନ୍ଧୁ ।
 ଆମେ ବି ଆଶା କରୁଛୁ କି ପିୟୁଶ ଏବଂ ରାନୀପଣ୍ଡାଙ୍କ ବନ୍ଧୁତ୍ଵ ଏମିତି ସବୁବେଳେ ରହିଥାଉ ।

Tags :- # news # tvp news9 # tvp # tvpnews

Share With