Trending
Saturday , November 2 , 2024

ବିଶ୍ଵକୁ କେଉଁ ବାର୍ତ୍ତା ଦେଉଛି କୋଣାର୍କ ମନ୍ଦିରର ଚକ୍ର........!!!!!

କାହିଁକି କୋଣାର୍କ ମନ୍ଦିରର ଚକ୍ରକୁ ସଜାଯାଇଥିଲା........!!!!!

କେଉଁ ପ୍ରକାର ଝଲକ୍ ଦେଖାଇଲା କୋଣାର୍କ ମନ୍ଦିରର ଚକ୍ର.......!!!!!

ଆସନ୍ତୁ ଜାଣିବା ଏହାର କ'ଣ ରହିଛି ରହସ୍ୟ .......!!!!!

“ ହଁ ଦର୍ଶକ ବନ୍ଧୁ “..........!!!!

                        ଆଜି ପୁଣି ଥରେ ବିଶ୍ଵରେ ଚମତ୍କାର ଦେଖେଇଛି କୋଣାର୍କ ମନ୍ଦିର ! ଦେଶର ବାହାରେ ହଉ ବା ବିଶ୍ଵରେ ହଉ ଯେତେବେଳେ କୋଣାର୍କ ମନ୍ଦିରର ଚକ୍ର କଥା ମନକୁ ଭାବନା ଆସେ  ଠିକ୍ ସେହି ସମୟରେ କୋଣାର୍କ ମନ୍ଦିର କଥା ମଧ୍ୟ ମନକୁ ଆସିଥାଏ ! ଦେଶର ମଣ୍ଡପମ୍ ରେ ଚମକୁଛି କୋଣାର୍କ ମନ୍ଦିରର ଚକ୍ର ଯେଉଁଠାରେ କି G20 ନେତା ମାନଙ୍କର ଲାଗିଛି ଗହଳି ! ଏହିପରି ଆକର୍ଷିତ ଦ୍ରୁଶ୍ଯ ଦେଖି ଦେଶର ଅନେକ ଓଡିଆ ଜାତି ଗର୍ବିତ ! 

                              ଦେଶର ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ G20 ସମିଳନୀ ପାଇଁ ସ୍ଵାଗତ କରିଥିଲେ ବିଶ୍ଵର ବଡ ବଡ ନେତା ମାନଙ୍କୁ ସେହିଠାରେ ନର୍ଜର ଆସିଥିଲା କୋଣାର୍କ ମନ୍ଦିରର ଚକ୍ର , ଏହି କୋଣାର୍କ ଚକ୍ର ଐତିହାସିକର ଏକ ମୂଳ ମନ୍ତ୍ର ସାଜିଛି ଯାହା ସାରା ବିଶ୍ଵରେ ଝଲକ୍ ଦେଖାଉଛି ! ସ୍ଵାଗତ ମଣ୍ଡପ ସାଜ ଶଯ୍ୟା ହେବା ସହ କୋଣାର୍କ ମନ୍ଦିରର ଚକ୍ରକୁ ମଧ୍ୟ ସଜାଯାଇଥିଲା ! ଏହି ଚକ୍ରର ସାମ୍ନାରେ ଠିଡା ହୋଇ ବିଶ୍ଵର ବଡ ବଡ ନେତା ମାନଙ୍କୁ ସ୍ଵାଗତ ଜଣାଇଥିଲେ ନେରେନ୍ଦ୍ର ମୋଦୀ ! ବିଶ୍ଵ ନେତା ମାନଙ୍କର ଯେତେବେଳେ  ଦିଲ୍ଲୀରେ ଗହଳି ଲାଗିଛି ସେତେବେଳେ ଚମତ୍କାର ଦେଖାଇଛି କୋଣାର୍କ ମନ୍ଦିରର ଚକ୍ର ! ସେହି G20 ସମିଳନୀରେ ଏହି ଚକ୍ରର ରହସ୍ୟ ଜାଣିବା ପାଇଁ ସମସ୍ତ ବିଶ୍ଵ ନେତା ଇଚ୍ଛା ପ୍ରକାଶ କରିଥିଲେ ! ଯାହାକୁ ନିର୍ମାଣ କରିବା ପଛରେ କଣ ରହିଛି ବଡ ରହସ୍ୟ ! ଏହି କୋଣାର୍କ ମନ୍ଦିରକୁ ରାଜା ନରସିଂହଦେବଙ୍କ ଶାସନ କାଳରେ ଏହାକୁ ତିଆରି କରାଯାଇଥିଲା , ଯାହାକି ଭାରତର କଳା , ସଂସ୍କୃତିକୁ ପ୍ରଦର୍ଶନ କରୁଛି ତାହା ନୁହେଁ ଏହା ପଛରେ ରହିଥିବା ଜ୍ଞାନ ଓ କୌଶଳକୁ ମଧ୍ୟ ଲୋକ ଲୋଚନକୁ ନେଇ ଆସୁଛି ! 

                                                       ଆଉ ସେହିଥିପାଇଁ ରାଷ୍ଟ୍ରପତି ଧୀରେନ୍ ଏହି କୋଣାର୍କ ମନ୍ଦିର ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥିଲେ ଆଉ ଦେଶର ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ମଧ୍ୟ ଏହା ବିଷୟରେ ତାଙ୍କକୁ ଅବଗତ କରାଇଥିଲେ ! ସମସ୍ତଙ୍କୁ ସ୍ଵାଗତ କରିଥିଲେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଆଉ ସେ ମଣ୍ଡପରେ କୋଣାର୍କ ଚକ୍ର ସାମ୍ନାରେ ଠିଡାହୋଇ ସମସ୍ତେ ଫୋଟୋ ଶୋର୍ଟ ମଧ୍ୟ କରିଥିଲେ ! ଦକ୍ଷିଣପୁରୀୟା ରାଷ୍ଟ୍ରପତି ,  ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି , ଜାପାନ୍ ର ପ୍ରଧାନମନ୍ତ୍ରୀ , ବ୍ରିଟେନ୍ ର ପ୍ରଧାନମନ୍ତ୍ରୀ , ଅଷ୍ଟ୍ରେଲିୟା ର ପ୍ରଧାନମନ୍ତ୍ରୀ , ଏହି ସମସ୍ତଙ୍କୁ ସ୍ଵାଗତ କରିଥିଲେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ! ଏବଂ ସେ ସମୟରେ କେନ୍ଦ୍ରବିନ୍ଦୁ ପରି ଚର୍ଚ୍ଚାରେ ଥିଲା କୋଣାର୍କ ମନ୍ଦିରର ଚକ୍ର ! 

                                 ଗତ କିଛି ଦିନ ହେବ ଦେଶର ଆକର୍ଷଣ ସାଜିଛି ଏହି ନୂଆ ସଂସଦ ଭବନ ଏହିଠାରୁ ସବୁ କିଛି ପ୍ରଣୟନ ହେବ ଦେଶର ନୀତି ନିୟମ , ଆଇନ୍ କାନୁନୁ ! ସଂସଦ ଭବନ ପ୍ରଣୟନରେ ପ୍ରଭୁଙ୍କ ସ୍ଥାନରେ ସ୍ତାନିତ ହୋଇଛି କୋଣାର୍କ ଚକ୍ର ! ଏହି କୋଣାର୍କ ଚକ୍ର ପାଲଟି ଆମ ଦେଶର ବା ଆମ ଜାତୀୟତାର ଆତ୍ମମେୟର  ଧାର !!!!

Tags :- # news # tvp news9 # tvp # tvpnews

Share With