ବ୍ରହ୍ମପୁରରେ ସିଦ୍ଧାନ୍ତ ବିଜେଡି ରାଜନୀତିରେ ବଢିଲା ଚର୍ଚ୍ଚା...!
ଗୋପାଳପୁରରୁ ହେବେ କି ବିଜେଡି ପ୍ରାର୍ଥୀ...!
ବ୍ରହ୍ମପୁର୍ ରାଜନୀତି କୁ ପୁଣି ଫେରିବେ କି ସିଦ୍ଧାନ୍ତ ମହାପାତ୍ର...!
କିନ୍ତୁ 2024 ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି କି ବ୍ରହ୍ମପୁର ର ପୂର୍ବତନ ସାଂସଦ....!!
ବ୍ରହ୍ମପୁର ରେ ଦୟକର୍ମୀଙ୍କ ସହ ସିଦ୍ଧାନ୍ତ ଙ୍କ ଆଲୋଚନା ପରେ ଏହି ଭଳି ଚର୍ଚ୍ଚା ଆରମ୍ଭ ହୋଇଛି....!!!!
2019 ରେ ନିର୍ବାଚନ ଆଲୋଚନା 4 ବର୍ଷ ପରେ ବ୍ରହ୍ମପୁର ରେ ପୁଣି ଥରେ ସିଦ୍ଧାନ୍ତ ଙ୍କ ଆର୍ବିଭାବ୍ ଏଭଳି ଚର୍ଚ୍ଚା କୁ ଖରାପ ଯୋଗାଇଛି...!!!
2024 ର ନିର୍ବାଚନର ବର୍ଷେ ପୂର୍ଵରୁ ସିଦ୍ଧାନ୍ତଙ୍କୁ ଏଭଳି ଅଚାନକ୍ ଗଞ୍ଜାମ ଗସ୍ତ ବିଜେଡି ରାଜନୀତି ରେ ନୂଆ ସମୀକରଣ ସୃଷ୍ଟି କରିଛି.....!!
ଗଞ୍ଜାମ ଗସ୍ତରେ ଯାଇ ଛତ୍ରପୁର୍, ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଦଳର ସଂଗାଠନିକ ସ୍ଥିତି କେମିତି ରହିଛି ସେ ବାବଦରେ ସିଦ୍ଧାନ୍ତ ଆଲୋଚନା କରିଥିବା ନେଇ ସୂଚନା ମିଳିଛି.....!!!!!
ବିଶ୍ୱସ୍ତ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ରୁ ଗ୍ରୀନ୍ ସିଗାନାଲ୍ ମିଳିବା ପରେ ପୁଣି ଥରେ ବ୍ରହ୍ମପୁର୍ ରାଜନୀତି କୁ କୋମ୍ ବ୍ୟାକ କରିଛନ୍ତି ପୂର୍ଵତନ ସଂସାଦ ସିଦ୍ଧାନ୍ତ ମହାପାତ୍ର....!!!
ଗୋପାଳପୁର୍ ବିଧାୟକ ପ୍ରଦୀପ୍ ପାଣିଗ୍ରାହୀ ଦଳରୁ ବିଦା ହେଲା ପରେ ବ୍ରହ୍ମପୁର୍ ରାଜନୀତି ରେ ଏବେ ଗୋଳମାଳୀଆ ସ୍ଥିତି ସୃଷ୍ଟି ହୋଇଛି...!!!!
ସିଦ୍ଧାନ୍ତ ଙ୍କ ଜରିଆରେ ଏହାର ଭରଣା ପୋଷଣ କରିବାକୁ ବିଜେଡିକୁ ପୁଣି ଅଣ୍ଟା ଭିଡିଥିବା ସୂଚନା ମିଳିଛି...!!!!
ଯେହେତୁ ସିଦ୍ଧାନ୍ତ ମହାପାତ୍ର ପୂର୍ଵରୁ 2 ଥର ବ୍ରହ୍ମପୁର୍ ରେ ସାଂସଦ ରହିସାରିଛନ୍ତି .!
ତେଣୁ ଗୋପାଳପୁର୍, ଛତ୍ରପୁର ଭଳି ନିର୍ବାଚନ ମଣ୍ଡଳୀ ରେ ଏବେବି ତାଙ୍କର ପୁରୁଣା ସହଯୋଗୀ ଓ ସଂଗଠନ ରହିଛି....!!!
ଯାହାକୁ ପୁଣି ଥରେ ସକ୍ରିୟ କରିବାକୁ ସିଦ୍ଧାନ୍ତଙ୍କ ଅଚାନକ୍ ବ୍ରହ୍ମପୁର୍ ଗସ୍ତ ବୋଲି ସୂଚନା ମିଳିଛି....!!!
ବିଜେଡି ଅନ୍ତର ମହଲ୍ ରୁ ମିଳିଥିବା ଖବର ଅନୁଯାଇ ପ୍ରଦୀପ୍ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ଗୋପାଳପୁରରେ ସିଦ୍ଧାନ୍ତଙ୍କୁ ମୌଦାନ ଓଲ୍ଲାଇବା ପାଇଁ ପ୍ରସ୍ତୁତ ହୋଉଛି ବିଜେଡି...!
2 ଥର ସାଂସଦ ରହିଥିବା ସିଦ୍ଧାନ୍ତ ପୂର୍ଵରୁ ଗୋପାଳପୁର୍ ରେ ତାଙ୍କ ଯତେଷ୍ଟ ଦବଦବାକ ରହିଥିଲା.....!!!!!
ଯାହାର ଫାଇଦା ପୁଣି ଥରେ ବିଜେଡି ନେବା ପାଇଁ ଯୋଜନା କରିବାର ସୂଚନା ମିଳିଛି......!!!!
ସବୁଠୁ ବଡ କଥା ହେଲା ଗଞ୍ଜାମ୍ ଗସ୍ତରେ ଆସିବା ପଛରେ କାରଣ କହିଛନ୍ତି ସିଦ୍ଧାନ୍ତ ମହାପାତ୍ର....!!!!
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଧେଶ କ୍ରମେ ସେ କାର୍ଯ୍ୟ କରୁଥିବା କହିଛନ୍ତି ପୂର୍ଵତନ ସାଂସଦ...!!!
ଯାହା ଗଞ୍ଜାମ୍ ବିଜେଡି ରାଜନୀତି କୁ ପୁଣିଥରେ ସରଗରମ କରିଛି....!!!
ଏନେଇ ଜିଲ୍ଲା ସଭାପତି ରମେଶ୍ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ସିଦ୍ଧାନ୍ତ ଆସିଥିଲେ....!!!
ବିଜେଡି ରେ ଯେହେତୁ ସେ ଅଛନ୍ତି ସଂଗଠନ ଆହୁରି ବଡହେବ ବୋଲି କହିଛନ୍ତି.....!!!!
2009 ଓ 2014 ଲଗାତାର 2 ଥର ଟିକେଟ୍ ରୁ ବ୍ରହ୍ମପୁର୍ ସାଂସଦ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର....!!!!
କିନ୍ତୁ 2019 ରେ କଂଗ୍ରେସ ରୁ ଆସିଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଟିକେଟ୍ ଦେଇଥିଲା.....!!!!!
ଟିକେଟ୍ ପାଇନଥିଲେ ମଧ୍ୟ୍ୟ ଦଳବିରୋଧ ରେ ବିଶୁଦ୍ଧ କରିନେଇଥିଲେ ସିଦ୍ଧାନ୍ତ ମହାପାତ୍ର.....!!!!
ଏବଂ ବ୍ରହ୍ମପୁର୍ ରାଜନୀତିରୁ ନିଜକୁ ଏକ ପ୍ରକାର ଦୁରେଇ ରଖିଥିଲେ ସିଦ୍ଧାନ୍ତ...!!!
ଏପରି କି ହୋଇଛି ଯେ ବିଜେଡି ର ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ସିଦ୍ଧାନ୍ତଙ୍କ ଅନୁପସ୍ଥିତି ଦର୍ଶାଉଥିଲା ଯେ ପ୍ରତେକୀୟ ରାଜନୀତିରୁ ସେ ଯେମିତି ମୁହଁମୁଡି ନେଇଛନ୍ତି....!!!!
ଓ ଏହା ପରେ ସିଦ୍ଧାନ୍ତଙ୍କୁ ପରଦା ଉପରେ ଦେଖିବାକୁ ମିଳିଥିଲା...!!!!
କିନ୍ତୁ 2024 ନିର୍ବାଚନ କୁ ଆଉ ମାତ୍ର ବର୍ଷେ ବାକିଥିବା ବେଳେ ପୁଣି ଥରେ ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳିଛି....!!!
ଯାହା ଗଞ୍ଜାମ୍ ରାଜନୀତିକୁ ଲୋଚକ କରିଛି...!!!
ବ୍ୟୁର ରିପୋର୍ଟ TVP NEWS 9