* ଏମିତି ଏକ ଘଟଣା ଘଟିଛି ସ୍ୱର୍ଗ ଦ୍ୱାରରେ........!!!!
ସେହି ଘଟଣା ଟି ଆପଣ ମାନେ ଯଦି ଶୁଣିବେ ଭୟରେ ଛାତି ଥରି ଉଠିବ.....!!!!!!
କାହଁକି ହୋଇଥିଲା ଏମିତି ଭୟଙ୍କର ଘଟଣା.....!!!
ଆଉ ଏହାକୁ ଯିଏ ବି ଶୁଣିଲେ ଭୟ କରୁଥିଲେ କାହିଁକି.....!!!!
କିନ୍ତୁ ଏହା ପଛରେ କ 'ଣ ଘଟି ଯାଇଛି ଏକ ବଡ଼ ଭୟଙ୍କର......!!!
ଆସନ୍ତୁ ଦେଖିବା ପୁରା ଭିଡିଓ କୁ.....!!!
ହଁ "ଦର୍ଶକ ବନ୍ଧୁ "
ସେହି ବର୍ଷ 2003 ମସିହା ଥିଲା lକିନ୍ତୁ ସକାଳୁ ସକାଳୁ ସଞ୍ଜୟ ବାବୁ ତାଙ୍କର ସ୍ତ୍ରୀ ଆଉ ପୁଅ କୁ ସାଥିରେ ନେଇ ରମ୍ଭା ଷ୍ଟେସନ ଆସି ପହଞ୍ଚିଲେ !ସକାଳେ 9 ରେ ଖୋର୍ଦ୍ଧା କୁ ଯିବା ପାଇଁ ଟ୍ରେନ୍ ଥାଏ ପ୍ରାୟ ଘଣ୍ଟେ ପୂର୍ବରୁ ଷ୍ଟେସନ ରେ ଆସି ପହଞ୍ଚିଯାଇଥାନ୍ତି ସଞ୍ଜୟ ବାବୁ ! କେଶବପୁର ଅଞ୍ଚଳର ସଞ୍ଜୟ ମହାରଣା, ବୟସ 35 ବର୍ଷ ପରିବାର କହିଲେ ସ୍ତ୍ରୀ ଆଉ ଗୋଟିଏ ପୁଅ, ବାପା ମା ଆରପାରିକୁ ଚାଲିଗଲେଣି, ବଡ ଭଉଣୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିବାହ କରିଛନ୍ତି !
ସଞ୍ଜୟ ବାବୁ ଓଡିଶାରେ ରୁହନ୍ତିନି.. ଚେନ୍ନାଇର ଏକ କମ୍ପାନୀରେ ସେ କାମ କରିଥାନ୍ତି !
ଗୋଟେ ମାସର ଛୁଟି ନେଇ ଗାଁକୁ ଆସିଥାନ୍ତି ସଞ୍ଜୟ ବାବୁ, ଏବଂ ତାଙ୍କ ପତ୍ନୀ ବହୁତ ଥର ପୁରୀ ଆସିଛନ୍ତି ! ସତ ହେଲା ଜଗନ୍ନାଥଙ୍କ ରଥଯାତ୍ରା କେବେ ବି ସେ ଦେଖିପାରିନାହାନ୍ତି ! ସ୍ୱାମୀ ଓ ସ୍ତ୍ରୀ ଉଭୟେ ମହାପ୍ରଭୁଙ୍କୁ ବହୁତ ମାନିଥାନ୍ତି ! ଦୀର୍ଘ 5ବର୍ଷ ହେବ ଦୁହେଁ ପୁରୀ ଆସିନଥାନ୍ତି ! କମ୍ପାନୀରେ ଛୁଟି ନ ମିଳିବାରୁ ଗାଁକୁ ଆସି ପାରୁନଥିଲେ ସଞ୍ଜୟ ବାବୁ ! ଏଥର କିନ୍ତୁ ମନେ କରିଛନ୍ତି ଯେ ଅପା ଘରେ ଯାଇ ରହିବେ ଆଉ ଦୁହେଁ ମିଶି ପୁରୀରେ 7 ଦିନେ ଖଣ୍ଡେ ରହିବେ ! ମହାପ୍ରଭୁଙ୍କ ନବ ଯୌବନ ବେଶ ରଥଯାତ୍ରାକୁ ଦେଖି ଆସିବା ପାଇଁ !
କିନ୍ତୁ ସଞ୍ଜୟ ବାବୁଙ୍କର ଝିଅ ଙ୍କୁ ମାତ୍ର 9 ବର୍ଷ ହୋଇଥାଏ ! ଯେତେବେଳେ ଝିଅ କୁ ଏକ ବର୍ଷ ହୋଇଥିଲା ମାଅ ଏବଂ ବାପାଙ୍କ ସହିତ ପୁରୀକୁ ଆସିଥିଲା ! କିନ୍ତୁ ଝିଅଟିର ବହୁତ ଇଚ୍ଛା କି ମୁଁ ବି ରଥଯାତ୍ରା ଦେଖିବି, ଆଉ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହିତ ତାଙ୍କ ରଥ ମଧ୍ୟ୍ୟ ଟାଣିବି ! ଆଉ ଏହା ପରେ ସଞ୍ଜୟ ବାବୁ ଯାଇ ପୁରୀ ପାଇଁ ଟିକେଟ ନେଇ ଆଣିଲେ ! ସେହି ଟିକେଟ କୁ ଧରି ସେ ନିଜ ସ୍ତ୍ରୀ ଆଉ ଝିଅ କୁ ଧରି ଷ୍ଟେସନ ଗଲେ କିଛି ସମୟ ପରେ ସେହି ପୁରୀ ଯିବା ଟ୍ରେନ ଆସିଲା ! ତାହା ପରେ ସଞ୍ଜୟ ବାବୁ ଆଉ ତାଙ୍କ ସ୍ତ୍ରୀ କୁ ଏବଂ ଝିଅକୁ ନେଇ ସେହି ଟ୍ରେନ ଭିତରକୁ ଯାଇ ନିଜ ସିଟ୍ ରେ ବସିଲେ l ଏମିତି କିଛି ଦୂରରେ ଟ୍ରେନ ଟି ଚାଲୁଥାଏ ଓ ସେତେବେଳେ ସଞ୍ଜୟ ବାବୁ ତାଙ୍କ ସ୍ତ୍ରୀ ଏବଂ କୁନି ଝିଅଙ୍କ ପାଇଁ ବାଦାମ୍ କିଣିଲେ , ଆଉ ସେହି ବାଦାମ୍ କୁ ମିଶିକରି ବାଣ୍ଟି ଖାଇଲେ....!!!
ଆଉ ଖାଇସାରିବା ପରେ କେତେବେଳେ ଟ୍ରେନ ଟି ଆସି ପୁରୀରେ ପହଁଚିଗଲା ଓ ସେମାନେ ଓଲ୍ଲାଇ ଗୋଟେ ରିକ୍ସା ଧରିଲେ ଆଉ ପୁରୀ ମନ୍ଦିର କୁ ଚାଲିଗଲେ ! ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ କରିସାରିବା ପରେ ସଞ୍ଜୟ ବାବୁ ଆଉ ତାଙ୍କ ସ୍ତ୍ରୀ ଓ କୁନି ଝିଅକୁ ଧରି ପୁରୀ ସମୁଦ୍ର ଦେଖିବାକୁ ବାହାରିଲେ ! ଏମିତି ସେହି ସମୁଦ୍ର ଦେଖୁଥିଲେ ଆଉ ସୂର୍ଯ୍ୟ ଅସ୍ତ ହେବାର ସମୟ ଆସିଗଲା କିନ୍ତୁ ତାଙ୍କ କୁନି ଝିଅ ଜିଦ୍ କଲା ଯେ ମୋତେ କିଛି ଖେଳନା କିଣିଦିଅ ! ଆଉ ଏମିତି କହୁ କହୁ ହଠାତ୍ ଏକ ବଡ ଘଟଣା ଘଟିଲା ,ସଞ୍ଜୟ ବାବୁଙ୍କ ସହିତ !
ଏମିତି ଏକ ବଡ ଘଟଣା ଘଟିଛି ଯେ ଆପଣ ବି ଶୁଣିଲେ ଆପଣଙ୍କ ମନକୁ ବହୁତ କଷ୍ଟ ଲାଗିବ ! ଆଉ କହିବ ଯେ ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ 3 ଠାକୁର ସେମାନେ ଏମିତି କ'ଣ ପାପ କରିଥିଲେ ,ଯେ ତାଙ୍କ ସହ ଏମିତି ବଡ ଘଟଣା ହୋଇଗଲା l କିନ୍ତୁ ଘଟଣା ଟି ଥିଲା ଭୟଙ୍କର ସେ ତାଙ୍କ ସ୍ତ୍ରୀ ଏବଂ କୁନି ଝିଅକୁ ନେଇ ରାସ୍ତାରେ ଖେଳନା କିଣି ଘରକୁ ଫେରୁଥିଲେ ! କିନ୍ତୁ ଗୋଟେ ବଡ ଗାଡି ଆସି ତାଙ୍କ ଏକ୍ସଡେଣ୍ଟ କରିଥିବା ଫଳରେ ସଞ୍ଜୟ ବାବୁ ଆଉ ତାଙ୍କ ସ୍ତ୍ରୀ ମରିଗଲେ ଏବଂ ତାଙ୍କ କୁନି ଝିଅଟି ସାଇଡ୍ ଥିବାରୁ ସେ ବଞ୍ଚି ଗଲା ଆଉ ତାକୁ କୌଣସି ବିପଦ ପଡ଼ିନଥିଲା...!!!
ବାପା ମାଅ ଙ୍କର ଏହି ଭଳି ଅବସ୍ଥା ଦେଖି କୁନି ଝିଅଟି ବହୁତ ଜୋର୍ ରେ କାନ୍ଦୁ ଥାଏ !
କିଛି ସମୟର ପରେ ଯେଉଁ ଘଟଣା ଟି ହୋଇଥିଲା ସେ ପାଖରେ ଥିବା ଲୋକମାନେ ଗହଳି ହେଇଗଲେ ! ଆଉ ସାଙ୍ଗେ ସାଙ୍ଗେ ଉଭୟ ସ୍ୱାମୀ ଓ ସ୍ତ୍ରୀ କୁ ନେଇ ଗଲେ ପୁରୀ ବଡ ମେଡିକେଲ୍ କୁ ! କିନ୍ତୁ ଯେତେବେଳେ ଡାକ୍ତର ଆସି ପହଁଞ୍ଚିଲେ ତାଙ୍କ ପାଖରେ ଦେଖିଲେ ଯେ ଦୁହେଁ ଙ୍କର ମୃତ୍ୟୁ ହେଇଯାଇଛି ବୋଲି ! କିନ୍ତୁ ସେହି କୁନି ଝିଅର ଆଖିରୁ ଲୁହ ସମ୍ଭାଳି ନଥିଲା !
ଆଉ ସେହି କୁନି ଝିଅ ମହାପ୍ରଭୁଙ୍କୁ ହୃଦୟ ସହ ବିନିମୋୟ ଜଣାଇଥିଲା ! ଯେ ହେ ପ୍ରଭୁ ଏମିତି କ'ଣ କରିଦେଲେ, ମୋ ସହିତ ଏମିତି କାହିଁକି କରିଲେ ! ବାପା ଆଉ ମାଆ କୁ ତୁମ ପାଖକୁ ନେଇଗଲ ! କିନ୍ତୁ ମୁଁ ଅନାର୍ଥ ହୋଇଗଲି , ମୋର ଏହି ଦୁନିଆରେ ଆଉ କେହି ନାହାନ୍ତି , କିନ୍ତୁ ମୁଁ ବଞ୍ଚିବି କେମିତି ! ଏହି କଥାଟି ସେ କାଳିଆ ଠାକୁରଙ୍କୁ କହୁଥିଲା କିନ୍ତୁ ସେ କାଳିଆ ଠାକୁର ବି କ'ଣ କରିପାରିବେ ! ଆଉ ଯାହା ହବାର ଥିଲା ତାହା ଘଟଣା ଘଟି ଯାଇଛି !ଏମିତି ଥିଲା ସଞ୍ଜୟ ବାବୁଙ୍କ ସହିତ ଭୟଙ୍କର ଘଟଣା.....!!!!
ବ୍ୟୁର ରିପୋର୍ଟ TVP NEWS 9