Trending
Saturday , May 18 , 2024

ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ ...!!!
 ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ  ଙ୍କୁ ହତ୍ୟା ଷଡଯନ୍ତ୍ର ...!!!
ଶ୍ରୀକାନ୍ତ ସାହୁ କେଉଁ ମନ୍ତ୍ରୀ ଙ୍କୁ କରିଛନ୍ତି ଗାଳିଗୁଲଜ ....!!
ଶ୍ରୀକାନ୍ତ ସାହୁ 2 ଜଣକ ନା ରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ...!!!


ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କ ଝିଅ ଙ୍କୁ ହତ୍ୟା ଷଡଯନ୍ତ୍ର ର ଅଭିଯୋଗ , ଏ ନେଇ ଶ୍ରୀକାନ୍ତ ସାହୁ ପୋଲସରା ଥାନା ରେ ଏତଲା ଦେଇଛନ୍ତି ! ତାଙ୍କ ମୋବାଇଲ କୁ ଆସିଥିବା ମେସେଜ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି ! ଏ ମେସେଜ ରେ ସଂଯୁକ୍ତା ମହଲ , ବିକାଶ ବେହରା ନାମକ ଜଣ ଯୁବକ ଚାଟିଙ୍ଗ କରିଛି  ! ଏତଲା ରେ ଯେ ଏହି ଦୁଇ ଜଣକ ଭିତରେ ହୋଇଥିବା ଚାଟିଙ୍ଗ ରେ ବିକାଶ ବେହରା ତାଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ସଂଯୁକ୍ତା ମହଲ କୁ ସାହାଯ୍ୟ ମାଗୁଛନ୍ତି ! ଶ୍ରୀକାନ୍ତ ସାହୁଙ୍କ ଝିଅ ଙ୍କୁ ମଧ୍ୟ ମାରିଦେବା ପାଇଁ ଚାହୁଁଛନ୍ତି ବିକାଶ ବେହରା ! ଶ୍ରୀକାନ୍ତ ସାହୁଙ୍କ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ! ବିଜେଡ଼ି ନେତ୍ରୀ  ସଂଯୁକକ୍ତା ମହଲ କିଛି ମାସ ତଳେ  ଶ୍ରୀକାନ୍ତ ସାହୁଙ୍କ ନା ରେ ମହିଳା ଥାନାରେ କରିଥିଲେ ! ମହିଳା ଥାନାରେ କିଛି ନ୍ୟାୟ ନ ମିଳିବାରୁ ହାଇକୋର୍ଟ ରେ ଅପିଲ କରିଛନ୍ତି ! ହାଇକୋର୍ଟ ଏହା କୁ ବିଚାର ପାଇଁ ଗ୍ରହଣ କରିଛି !

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା IB ରେ ରହିଥିବା ସମୟରେ ସୋଶିଆଲ ମିଡିଆରେ ଜାଣିବାକୁ ପାଇଛନ୍ତି ଯେ ବିଜେଡ଼ି ନେତ୍ରୀ ସଂଯୁକ୍ତା ମହଲ ଓ ବିକାଶ ବେହେରା ମେସେଜ ଜରିଆରେ କଥା ହୋଇଛନ୍ତି ! ଏହି ଦୁଇ ଜଣକ ମଧ୍ୟରେ ହୋଇଥିବା ଚାଟିଙ୍ଗ ରେ ଜୀବନରୁ ହତ୍ୟା କରିବା ପାଇଁ  ବିକାଶ ବେହେରା , ସଂଯୁକ୍ତା ମହଲଙ୍କୁ ସହଯୋଗ ମାଗୁଛନ୍ତି , ! ମୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ହତ୍ୟା କରିବି ଓ ତାଙ୍କ ଝିଅ ଙ୍କୁ ମଧ୍ୟ ହତ୍ୟା କରିବି ! ଶ୍ରୀକାନ୍ତ ସାହୁଙ୍କ ଝିଅ ସମ ହସ୍ପିଟାଲ ର ଜଣେ ଛାତ୍ରୀ ଅଛନ୍ତି ତାଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ବିକାଶ ବେହେରା ସଂଯୁକ୍ତା ମହଲ ଙ୍କୁ ମେସେଜ ଜରିଆରେ କହିଛନ୍ତି ! 

କିଛି ଦିନ ପୂର୍ବରୁ ସଂଯୁକ୍ତା ମହଲ ଶ୍ରୀକାନ୍ତ ସାହୁଙ୍କ ନା ରେ ମହିଳା  ଥାନାରେ ଅଭିଯୋଗ ଦେଇଥିଲେ ! ସେ ଠାରୁ ସେ ନିରାଶ ହୋଇ ହାଇକୋର୍ଟ ରେ ମାମଲା ରୁଜୁ କରିଛନ୍ତି ! ଏହିପରି ପ୍ରସଙ୍ଗ କୁ ପୋଲସରା ପୋଲିସ ବହୁତ ଗୁରୁତ୍ଵ ନେଇଛନ୍ତି ! ଏହାରି ଭିତରେ  ମୁହଁ ଖୋଲିସାରିଛନ୍ତି ଯେ  ସଂଯୁକ୍ତା ମହଲ ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ଗଣମାଧ୍ୟମ ରେ ରଖିଛନ୍ତି ଯେ ସେ ଯେଉଁ ଏଫଆଇଆର ଦେଇଥିଲେ ସେଥିରେ କାହିଁ କି କାର୍ଯ୍ୟନୁଷ୍ଠାନ ନିଆଯାଇନି  ବୋଲି ସଞ୍ଜୁକତ ମହଲ ପ୍ରତିକ୍ରିୟା ରଖିଛନ୍ତି ! ଶ୍ରୀକାନ୍ତ  ସାହୁ ବିଜେଡ଼ି ଦଳ ର ବଡ ନେତାଙ୍କ ନା ରେ ମଦ ପି ଅନେକ କଥା କହିଛନ୍ତି , ଯାହାର ରେକୋଡିଙ୍ଗ ମୋ ପାଖରେ ରହିଛି ! ମୁ କାଳେ ସେ ଓଡିଅ ଭାଇରାଲ କରିବି ସେ ଭୟରେ ଏମତି କିଛି କରି ମୋତେ ଆରେଷ୍ଟ କରିବା ପାଇଁ ଚାହୁଁଛନ୍ତି !

ବୁରୋ ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With