Trending
Thursday , April 30 , 2026
30

ସତ ହେଉଛି ମାଳିକା ଲେଖା, ଆସିଗଲା କଳି ଯୁଗର ଶେଷ ସମୟ.....!!

ଅଚୁତ୍ୟାନନ୍ଦ ଙ୍କ ମାଳିକା ରେ ବର୍ଣ୍ଣିତ ଥିବା ବଉଳା ବା ମଣିଷ ମାଂସ ଖିଆ କୁମ୍ଭୀର ସାରା ନଦୀରେ ଏବେ ଘୁରି ବୁଲିଲେଣି.....!!
ବିରୂପା ନଦୀ ର ଘଟଣା ପରେ ଏବେ ମଣିଷର ମାଂସ ଖାଇବାକୁ ପୁଣି ସୁଯୋଗ ଖୋଜିଲାଣି, ମଣିଷ ମାଂସ ଖିଆ ରକ୍ଷାଷ କୁମ୍ଭୀର....!!
ବଉଳା କୁମ୍ଭୀର ସବୁ ଏକାଠି ହେଲେ ଗୋଡେଇ ମାରିବେ ମଣିଷ ଙ୍କୁ ଆଉ ଶେଷ କରିବେ କଳିଯୁଗ କୁ !

    "ହଁ ଦର୍ଶକ ବନ୍ଧୁ"
 
ସତ ହେଉଛି ଅଚୁତ୍ୟାନନ୍ଦ ଙ୍କ ଭବିଷ୍ୟ ବାଣୀ ଏବେ ସାରା ଓଡିଶା ରେ ଆତଙ୍କ ରଚିଛନ୍ତି, ମାଳିକା ରେ ବର୍ଣ୍ଣିତ ଥିବା ବଉଳା କୁମ୍ଭୀର ମାନେ ! ଗୋଟେ ପରେ ଗୋଟେ ମଣିଷ ଙ୍କୁ ଖାଇ କଳିଯୁଗ ଶେଷ କରିବେ ଏହି ବଉଳା କୁମ୍ଭୀର ! କାରଣ ଯିଏ ଥରେ ମଣିଷ ମାଂସ ଖାଇଛି  ତାକୁ ଆଉ କଉ ଯିବର ମାଂସ ଖାଇବାକୁ ଭଲ ଲାଗିବନି ! 


      ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ ଗତ କିଛି ଦିନ ହେଲା, ବିରୁପା ନଦୀ ରେ ଘଟିଥିବା ଯଶ୍ନା ଙ୍କ କାହାଣୀ ! ଏହି ଘଟଣା ଘଟିଥିଲା ଯାଜପୁର ଜିଲ୍ଲା ବୋରୀ ବ୍ଲକ ଅମଠପୁର ଅଞ୍ଚଳ ରେ ! କୁମ୍ଭୀର ମାନଙ୍କୁ ନେଇ ଅଚୁତ୍ୟାନନ୍ଦ ଅନେକ କଥା ମାଳିକା ରେ ଲେଖିଛନ୍ତି, ଏପରି ଧୀରେ ଧୀରେ ଶେଷ ହେବ କି କାଳ ରାତ୍ରି କଳିଯୁଗ ! ଆଉ ଏପଟେ ହୀରାକୁଦ ବନ୍ଧର ଗେଟ୍ ଯେତେ ଖୋଲୁଛି ସେତେ ବଉଳା କୁମ୍ଭୀର ଦେଖିବାକୁ ମିଳୁଛି !

     ବଉଳା କୁମ୍ଭୀର ସବୁ ଏକାଠି ହେଲେ ଗୋଡେଇ ମାରିବେ ମଣିଷ ଙ୍କୁ ଆଉ ସବୁଦିନେ ଭୋଜି କରି ଖାଇବେ କଳିଯୁଗ କୁ ଶେଷ କରିବେ ! ପ୍ରଥମ ଥର ପାଇଁ ଦ୍ୱତୀୟ ଥର ଖୋଲିଲା ହୀରାକୁଦ ବନ୍ଧ, ଆଉ ସମ୍ଭାଳି ପାରୁନି ହୀରାକୁଦ ଡ୍ୟାମ !ଏଥର କୁମ୍ଭୀର ମୁହଁ ରୁ ଆଉ ବଞ୍ଚି ପାରିବେନି କେହି, କଟକ କାଠଯୋଡି, ବୈତରଣୀ ମହାନଦୀରେ ବଂଶ ବିସ୍ତାର କରିଲେଣି ଏହି ମଣିଷ ଖିଆ ବଉଳା କୁମ୍ଭୀର !

    ତେବେ ଦର୍ଶକ ବନ୍ଧୁ ସତର୍କର ଘଣ୍ଟି ବଜାଇ ଆସୁଛନ୍ତି ଏହି ବଉଳା କୁମ୍ଭୀର, ଆଉ ଧୀରେ ଧୀରେ ସତ ହେବାକୁ ଯାଉଛି ଅଚୁତ୍ୟାନନ୍ଦ ଙ୍କ ମାଳିକା କଥା !


ବ୍ୟୁର ରିପୋର୍ଟ Tvp News9

Tags :- # news # tvp news9 # tvp # tvpnews

Share With