Trending
Saturday , May 18 , 2024

କେଉଁଠାରେ ଅଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ......!!!!
କାହିଁକି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପାର୍ଥପତ୍ର ଦାଖଲରେ ଯୋଗ ଦେଇନାହାନ୍ତି ବବି ଦାସ....!!!!!
କାହିଁକି ମିଡିଆ ଆଗରେ ସୌମ୍ୟଙ୍କ ମାମଲାକୁ ନେଇ ଚୁପ୍ ରହୁଛନ୍ତି  ବବି ଦାସ....!!!!
ବବି ଦାସଙ୍କ କେଉଁ ନିସ୍ପତି ପାଇଁ ବିଜେଡ଼ିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ......!!!!
“ ହଁ ଦର୍ଶକ ବନ୍ଧୁ “.........!!!!! 
                        ବିଧାୟକ ପ୍ରଣବ ପ୍ରକାଶ ଦାସ କେଉଁଠାରେ ଅଛନ୍ତି ! ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପାର୍ଥ ହେବାର ଦାଖଲରେ  ମଧ୍ୟ ଦେଖା ଯାଉନାହାନ୍ତି ! ଏବଂ ମିଡିଆ ଆଗକୁ ଆସିଲେନି , କି ସୌମ୍ୟଙ୍କ ମାମଲା ବିଷୟରେ ପାଟି ମଧ୍ୟ ଖୋଲିନାହାନ୍ତି ! ଏମିତି ଏକ ଦିନ ଥିଲା ଯିଏ କି ତାଙ୍କ ନାଁ କହିଲେ ବିଜେଡ଼ିର ଗୌରବ ବା ଭବିଷ୍ୟତ ବୋଲି ,ଲୋକେ ମାନି ନେଉଥିଲେ! କିନ୍ତୁ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ଭାବେ ବେସ୍ ପରିଚିତ ବବି ଦାସ ! ସମୟ ଆଉ ଭାଗ୍ୟ କେତେ ବେଳେ ଯେ କେଉଁ ଦିଗକୁ ନେଇଯାଉଛି ତାହା ମଧ୍ୟ ଜଣା ପଡିନଥାଏ ! ବର୍ତ୍ତମାନ ବବି ଦାସଙ୍କ ପରିସ୍ଥିତି ଭାରି ଜଟିଳ ଅଛି ! କେବଳ ବିଜେଡ଼ି ସାଙ୍ଗଠନିକ ସମ୍ପାଦକରେ ପ୍ରଣବ ପ୍ରକାଶ ଦାସ ଆଉ ଆଗପରି ଯାଜପୁର ବିଧାୟକ ଭାବେ ଦେଖା ଯାଉନାହାନ୍ତି ! 
          ଦିନେ ଥିଲା ବିଜେଡ଼ିର ଡିଜିଟାଲ୍ ମିଡିଆ ବବି ଦାସଙ୍କ ପ୍ରଚାର ପ୍ରସାର ପାଇଁ ବହୁତ ଆଗ୍ରର ସହ କାମ କରୁଥିଲା ! ବର୍ତ୍ତମାନ ବିଜେଡ଼ିର ଡିଜିଟାଲ୍ ମିଡିଆ ତାର ଦିଗକୁ ପରିବର୍ତ୍ତନ କରିଦେଇଛି ! 5T ସଚିବଙ୍କ ସମ୍ପୃର୍ଣ୍ଣ ଭାବେ ଓଡିଶା ଗ୍ରସ୍ତ ପୂର୍ବରୁ  କେଉଁ ଘଟଣାକୁ ନେଇ ଏମିତି ଏକ ଝଡ ସୃଷ୍ଟି ହେଲା ଯେ ବଡ ବଡ ମଞ୍ଚରେ ଭାଷଣ ଦେଇଥିବା ପ୍ରଣବ ପ୍ରକାଶ ଦାସ , ଅନ୍ୟ କାହା ପାଇଁ ମଞ୍ଚ ଉପରକୁ ଯିବାକୁ ତ ଦୂରର କଥା ଗୋଟିଏ ଭାଷଣ ମଧ୍ୟ ଦେଉନାହାନ୍ତି ! ବର୍ତ୍ତମାନ ଏବେ ଶଙ୍ଖ ଭବନରେ ସୀମିତ ଅଛନ୍ତି ବବି ଦାସ !  ଯିଏ ଦିନେ ମୁଖ୍ୟମନ୍ତ୍ରୀ ହେବାରେ ଦାଖଲ କରିଥିଲେ ! କିନ୍ତୁ ଆଜି ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ପାର୍ଥପତ୍ର ହେବାର ଦାଖଲରେ ମଧ୍ୟ  ଯୋଗ ଦେଇନାହାନ୍ତି ବବି ଦାସ ! ଖାଲି ଭିଡିଓ କଲ ଆଉ ଟ୍ଵଇଟରେ ସୀମିତ ଥିଲେ ସାଙ୍ଗଠନିକ ସମ୍ପାଦକ ବବି ଦାସ ! 
                                       କୌଣସି ଦଳର ବିଷୟ ବା ମାମଲାକୁ ନେଇ ମିଡିଆ ସାମ୍ନାକୁ ଆସୁନାହାନ୍ତି ସାଙ୍ଗଠନିକ ସମ୍ପାଦକ ବବି ଦାସ ! ତେବେ ଧାନଗର ଉପ ନିର୍ବାଚନର ସବୁ ଦାଇତ୍ଵ କୁ  ନିଜେ ନେଇଥିଲେ ପ୍ରଣବ ପ୍ରକାଶ ଦାସ ! ସେଥିରେ ବବି ଦାସଙ୍କୁ ସହ ଯୋଗ କରିଥିଲେ – ପ୍ରୀତିରଞ୍ଜନ ଘଣେଇ , ବ୍ୟମକେଶ ରୋୟ ଓ ପ୍ରଣବ ବଳବନ୍ତ ରାୟ ! ତେବେ ଏହି କି ଯେ ଧାନଗରରେ ବିଜେଡ଼ିର ପରାଜୟ ହୋଇଥିଲା ! କିନ୍ତୁ ଏହାଠାରୁ ଏକ ବଡ କଥା ଯେ ବବି ଦାସଙ୍କ ଏକ ନିସ୍ପତ୍ତିରେ ରାଜୁ ଦାସ ଥିଓରୀର ଜନ୍ମ ନେଇଥିଲା ! ଯାହା ପାଇଁ ବର୍ତ୍ତମାନ ବିଜେଡ଼ିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ! ଏହା ପରି ଧୀରେ ଧୀରେ ବବି ଦାସଙ୍କୁ ଦଳରେ ସମ୍ପୃର୍ଣ୍ଣ ଭାବେ ନିଶେଦ୍ କରିଦିଆଗଲା !!!!!

Tags :- # news # tvp news9 # tvp # tvpnews

Share With