Trending
Sunday , April 27 , 2025

ଚର୍ଚାରେ ବାବା !
ଏମିତି ବି ବାବା ଅଛନ୍ତି ଯିଏ କି ଛାତି ଫୁଙ୍କି ଲୋକଙ୍କ ସେବା କରୁଛନ୍ତି ....!!
ବାବଙ୍କ ଦୁଆରକୁ ଯିଏ ବି ଆସୁଛି ଲୋକେ କହିବା ପୂର୍ବରୁ ସେ ନିଜ ମନ କଥା କହିଦିଅନ୍ତି…!!
ସେହି ବାବାଙ୍କ ନାମ ଶ୍ରୀ ବାଲାଜୀ ବାଗେଶ୍ଵର ମହାରାଜ ! ଯାହାର ଚର୍ଚା ଦେଶରେ ନୁହେଁ ବିଦେଶରେ ବି ପ୍ରସାରିତ ହୋଇଛି ! ଭାରତ ଛଡା ବିଦେଶରେ ମଧ୍ୟ ତାଙ୍କର ଦରବାର ରହିଛି ! ବାଗେଶ୍ଵର ବାବା ନିଜର ମଧୁର ବଚନରେ ସମସ୍ତଙ୍କୁ ଲୀନ କରିଦେଇଥାନ୍ତି ! କିଛି ଲୋକ କାନ୍ଦିବା ଆଉ ପିଟିବା ଆରମ୍ଭ କରିଦେଇଥାନ୍ତି ତାପଛରେ କାରଣ କ’ଣ ରହିଛି ଆଉ ଲୋକେ ବାବାଙ୍କ ପାଖକୁ କାହିଁକି ଆସି ସବୁ କିଛି ଭୁଲିଯାଉଛନ୍ତି ! କ’ଣ ସତରେ ବାଗେଶ୍ଵର ବାବାଙ୍କ ପାଖରେ ଏମିତି ଶକ୍ତି ରହିଛି କି...?
ନା ଆଙ୍କର ଅସଲି ଚେହେରା ଆଉ କ’ଣ ରହିଛି, ପୋଲିସ ସବୁ କଥା ଜନତାଙ୍କ ଆଗରେ କହିଛି ! ଏମିତି କମ୍, ସମୟରେ ବାଗେଶ୍ଵର ବାବା ଏତେ ଶକ୍ତିଶାଳୀ କେମିତି ହାସଲ କରିଲେ ଆଉ ୟା ପଛରେ କ’ଣ ଲୁଚି ରହିଛି, ସତରେ କ’ଣ ଏତେ ଶକ୍ତି ରହିଛି ନା ଏସବୁ ମିଛ ଆସନ୍ତୁ ଜାଣିବା !
        ବାଗେଶ୍ଵର ବାବାଙ୍କର ଅସଲି ନାମ ହେଲା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ,ତାଙ୍କ ଗ୍ରାମ ଛତ୍ରପୁର ଗାଁର ଏକ ଗଡାରେ ହୋଇଥିଲା ! ତାଙ୍କ ଜନ୍ମ ଗୋଟେ ଗରିବ ବ୍ରାହ୍ମଣ ପରିବାରେ ଜନ୍ମ ହୋଇଥିଲା କିନ୍ତୁ ଗରିବ ହୋଇ ମଧ୍ୟ ନିଜର ଦକ୍ଷତା ସହ ବଡ ବଡ ବିପତିରେ ମଧ୍ୟ ସଫଳତା ହୋଇଥାନ୍ତି ! ୧୨ବର୍ଷରୁ ହିଁ ହନୁମାନ ଏବଂ ବାଲାଜୀ ଠାକୁରଙ୍କ ପୂଜା କରିଆସୁଛନ୍ତି ତାଙ୍କର ପୁରା ଧ୍ୟାନ ଭଗବାନଙ୍କ ସେବା ଉପରେ ହିଁ ରହିଥାଏ ଏବଂ ବର୍ଷ ବର୍ଷ ଧରି ତପସ୍ୟା କରି କିଛି ଏମିତି ଶକ୍ତି ପ୍ରାପ୍ତ ହୋଇଥିଲା ଯାହାକି ଲୋକମାନେ ତାଙ୍କ ଆଗରେ ନକହିବା ପୂର୍ବରୁ ସେ ତାଙ୍କର ସବୁ ସମସ୍ୟା ଜାଣିଦେଉଥିଲେ !
ଯେଉଁ ଲୋକ ବାଲାଜୀ ଠାକୁରଙ୍କୁ  ସ୍ଵୀକାର କରିଥାନ୍ତି ସେହି ବ୍ୟକ୍ତି ବା ତାଙ୍କର ପରିବାରର ଯେ କୋଣସି ବ୍ୟକ୍ତିକୁ ବାରମ୍ବାର ମାଙ୍କଡର ସ୍ଵପ୍ନ ଦେଖାଯାଇଥାଏ ! ଏହା କୋଣସି ମନର କଥା ନୁହଁ ଏହା ଏକ ସତ୍ୟତା ଘଟଣା କିନ୍ତୁ ମିଡିଆ ବ୍ୟକ୍ତି ମାନେ ଏହାକୁ ବିଶ୍ଵାସ କରୁନାହାନ୍ତି ! ସେଥିପାଇଁ ମିଡିଆ ମାନେ ଭକ୍ତ ସାଜି ବାଗେଶ୍ଵର ବାବାଙ୍କ ସତ୍ୟତା ଘଟଣାକୁ ପାରଦଫାର୍ଶ କରିବାପାଇଁ ଚାହୁଁଥିବା ବେଳେ ବାଗେଶ୍ଵର ବାବା ଏସବୁ ଜାଣିପାରିଥିଲେ !
            ସତ୍ୟତାର ଅନୁସନ୍ଧାନ ପରେ ମିଡିଆ ମାନେ ବାଗେଶ୍ଵର ବାବାଙ୍କଠାରେ ନତମସ୍ତକ ହୋଇଥିଲେ | ବାଗେଶ୍ଵର ଧାମ ସରକାରଙ୍କ ଦୟା ଓ ପରମ୍ପରାରେ ଜଡିତ | କିନ୍ତୁ ଏହି ବାବାଙ୍କ ଠାରେ କିଛି ଦିବ୍ୟ ଶକ୍ତି ରହିଅଛି , ଯାହାଦ୍ୱାରା କି ସେ ଭକ୍ତର ମନକଥାକୁ ବୁଝିପାରନ୍ତି | ବାସ ଥିଲା ଏତିକି ଫରକ ଥିଲା ଯେ ସେ ଏକ ଛୋଟିଆ ଦରବାରରେ  ପ୍ରବଚନ ଦେଉଥିଲେ ସେ ଦରବାର କିନ୍ତୁ ତାଙ୍କ ମଧ୍ୟରେ ଏକ ପ୍ରକାର ଦିବ୍ୟଶକ୍ତି ଥିଲା | ଏଥିପାଇଁ କୌଣସି ମଧ୍ୟ ଭକ୍ତ ତାଙ୍କ ଦ୍ଵାରରୁ ନିରାସ ହୋଇଫେରୁନଥିଲେ ଓ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ବାଲାଜୀଙ୍କ ତପସ୍ୟା ଆରମ୍ଭ କରିଥିଲେ | ଯେଉଁ ବୟସରେ ବାରବର୍ଷର ପୁଅ ଘରର ଠିକଣା କହିପାରୁନଥିବା ସେହି ବାୟସରେ ସେ ହନୁମାନ ଚାଳିଶା ପାଠ କରୁଥିଲେ | କୌଣସି ବି ଲକୋ ଭଗବାନଙ୍କ ଦରବାରକୁ ମନ୍ଦ ଉଦ୍ଧେଶ୍ୟ ନ ନେଇ ଆସିବାକୁ କହୁଥିଲେ | ଲାକୋଙ୍କ କହିବା  ଅନୁସାରେ ବାଗେଶ୍ଵର ଧାମ ମନ୍ଦିର 1986 ରେ ଗ୍ରାମବାସୀଙ୍କ ଦ୍ଵାରା ମନ୍ଦିର ସ୍ଥାପିତ କରଯାଇଥିଲା | ପରେ ସେ ଝଡଫୁଙ୍କ କରି ମଧ୍ୟ ଲାକୋଙ୍କ ଥିବା ଖରାପ ଶକ୍ତିକୁ ଗୋଟେ ଚୁଟକିରେ ଭଲ କରିଦେଉଥିଲେ | ଯିଏ ମଧ୍ୟ ଭୁତ ପ୍ରେତର ଅସୁବିଧା ନେଇ ବାବାଙ୍କ ପାଖକୁ ଆସିଥାନ୍ତି ତାଙ୍କର ସବୁଦିନ ପାଇ ଦୁଖ ଅସୁବିଧା ଦୂର ହୋଇଥାଏ | ସବୁ ମଙ୍ଗଳବାରରେ ବାଗେଶ୍ଵର ଧାମ ମନ୍ଦିରକୁ ବହୁ ଲକୋ ଭିଡ ହୋଇ ନଡିଆକୁ ରଙ୍ଗ କପଦରେ ବାନ୍ଧି ମନ୍ଦିର ପରିକ୍ରମା କରି ମନସ୍କାମନା ପୁରଣ ପାଇ ପ୍ରାର୍ଥନ କରିଥାନ୍ତି | ଶେଷରେ ବାଗେଶ୍ଵର ବାବାଙ୍କ ଦରବାରକୁ ଯାଇ ଧୀରେନ୍ଦ୍ର କୃଷ୍ଣ ମହାରାଜଙ୍କ ପ୍ରବଚନ ଶୁଣିଥାନ୍ତି | ଏଠି କେଉଁ ପୋଲିସ କି କେଉଁ ମିଡିଆ ମଧ୍ୟ କହିପାରନ୍ତିନି କି ଏହା ମିଛ କି ଠକ ବୋଲି | ଲାକୋ ଏଠାକୁ ଆଶା ଆଉ ବିଶ୍ବାସର ସହ ଆସିଥାନ୍ତି ଆଉ କେହି ମଧ୍ୟ ଖାଲି ହାତରେ ଯାନ୍ତି ନାହି |

Tags :- # news # tvp news9 # tvp # tvpnews

Share With