BJD ଶୁଣାଉଛି କାହାଣୀ .........!!
ବିଲେଇ ବିଲେଇ ଝଗଡାରୁ ମାଙ୍କଡକୁ ହେବ ଲାଭ ……..!!
ପଣ୍ଡିଆନ ଓ ତାଙ୍କ ସ୍ତ୍ରୀଙ୍କୁ ଦେଖାଇ BJD ଖେଳ କରୁଛି CM ,CMର ......!!
ସବୁରି ବିରୋଧ ଦେଖାଯାଉଥିବା ବବି ଦାସ ,ଏଥର ନେବ CM ଟିକେଟ୍ !!
“ ହଁ ଦର୍ଶକ ବନ୍ଧୁ ” ........!!
ସବୁ ଜନତାଙ୍କ ମନରେ ପ୍ରଶ୍ନ ଅଛି ଯେ ,ଯଦି କୌଣସି କାରଣରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାଲିବସନ୍ତି ।
ତେବେ ଆଗାମୀ CM କିଏ ହେବେ .........!!
ସତରେ କଣ IAS ପଦବୀକୁ ଛାଡି ସୁଜତା ପାଣ୍ଡିଆନ୍ ଆସିବେ ,ନା ଭୂଆଁ ବୁଲାଉଛନ୍ତି BJD । ସମସ୍ତେ ଜାଣିଛନ୍ତି ଯେ ନବୀନ ନିବାସର ସେକ୍ରେଟେରୀ ଭାବେ ଥିବା ପ୍ରଣବ ପ୍ରକାଶ ଦାସ,ଯାହାକୁ ଲୋକେ ବବି ଦାସ ନାମରେ ଜାଣନ୍ତି । ସେ ଦିନ CM ପାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ହୋଇପାରିନଥିଲେ ଓଡିଶାର ସର୍ବେ ସର୍ବା । ଏହି କଥାରୁ ଜଣା ଯାଉଛି ଯେ ,CM ହେବାର ଆଶା ଓ ଅକୋଂକ୍ଷା ବହୁ ଆଗରୁ ରହିଛି ।
ପ୍ରଣବ ପ୍ରକାଶ ଦାସଙ୍କ ମନରେ ଯାଜପୁର ରୁ MLA ପାର୍ଥୀ ହୋଇ ଯାଜପୁର ବାସୀଙ୍କ ମନକୁ ଜାଣିଛନ୍ତି । ନିଜର କାର୍ଯ୍ୟ କଳାପ ମଧ୍ୟମରେ । ଓଡିଶାର ପ୍ରତେକ MLA ବା MP ଙ୍କ ମନରେ CM ଚୌକିକୁ ନେଇ କେଉଁଠିନା କେଉଁଠି ଦୁର୍ବଳତା ରହିଛି ନିଶ୍ଚିନ୍ତ । ବହୁ ଜଣ minister ଏହି ପଦର ଆଶା ରଖିଥିବେ ନିଶ୍ଚୟ । କିନ୍ତୁ ସେହି ସ୍ଥାନକୁ ହାସଲ କରିବା ପ୍ରତେଙ୍କଙ୍କ କାବୁରେ ନଥାଏ ।
BJDକିନ୍ତୁ ,ବାଛିସାରିଛନ୍ତି ଆଗାମୀ CM । ଦିନେ ଚାରିଆଡେ ଶୁଣିବାକୁ ମିଳିଥିଲା ଯେ , “ ଭବିଷ୍ୟ ବାଣୀ ହୋଇଛି , ଜଣେ ଜଣେ ମହିଳା ହେବେ ଓଡିଶାର CM ” ।
ସେତେବେଳେ ସମସ୍ତଙ୍କର କଥା ଅନୁସାରେ , ଲୋକେ IAS ଥିବା ସୁଜତା ପଣ୍ଡିଆନଙ୍କ କଥା ସ୍ମରତାକୁ ଆଣି ଭାବି ନେଇଥିଲେ ଯେ , ସେ ହିଁ ହେବେ ବୋଧେ ଆଗାମୀ CM । କିନ୍ତୁ ମାଛ କଣ୍ଟା ଦେଖାଇ ମାଂସ ଖାଇଲା ଭଳି ଲାଗୁଛି । BJD ର ପ୍ରତେକ ନିର୍ଣ୍ଣୟ ଯାଜପୁର ବାସୀଙ୍କୁ ଖୁସି କରି ଯେପରି ବିଧାୟକ ହେଲେ ପ୍ରଣବ ପ୍ରକାଶ ସେହିପରି କଣ ପୁରା ଓଡିଶାକୁ କରି ପାରିବେ କି ? ବର୍ତ୍ତମାନ ନଜର ଲାଖିରହିଛି ଯେ , [ପ୍ରଣବ ପ୍ରକାଶ ଦାସ ବା ଲୋକ ପ୍ରିୟ BJD ନବୀନ ନିବାସ ସେକ୍ରେଟେରୀ ବବି ଦାସଙ୍କୁ ମିଳିଯିବ କି CM ଟିକେଟ୍ !