Trending
Saturday , May 18 , 2024

ବିଜେଡ଼ିରେ ହେବାକୁ ଯାଉଛି ବଡ ରାଜନୈତିକ ପରିବର୍ତ୍ତନ......!!!!
ଦଳର ଭାର ବଡ ବଡ IAS , IPAS  ମାନଙ୍କ ହାତକୁ ଯିବ.....!!!!
88ରୁ ଅଧିକ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ଦିଆଯିବ ସୁଯୋଗ......!!!!
ପୁରୁଣା ନେତାଙ୍କ ହାତରେ ରହିବନି ହିସାବ୍ କିତାବ୍......!!!!
ପୂରା ଫ୍ରେସ ଟିମ୍ ନେଇ ଶାସନ ବ୍ୟବସ୍ତାକୁ ଆସିବ ବିଜେଡ଼ି .......!!!
“ ହଁ ଦର୍ଶକ ବନ୍ଧୁ “......!!!!
                        କାହାକୁ ବି ଏଥର ଦରଜ୍ ଦେଖାଇବ ନାହିଁ ବିଜେଡ଼ି ! କାହିଁକି ନା ଚାକିରି ଛାଡି ଏଥିପାଇଁ ଆସୁଛନ୍ତି ବଡ ବଡ IAS , IPAS ମାନେ ! ଏଥର ବିଜେଡ଼ି ଦଳରେ 88 ନୂଆ ମୁହଁ ମଧ୍ୟରେ 27 ଜଣ IAS , IPAS , IRS ଓ OAS  ଏହି ମାନଙ୍କୁ ଅଧିକାରୀରେ ସାମିଲ୍ କରାଯିବ ବୋଲି ପ୍ଲାନ୍ କରିଛି ବିଜେଡ଼ି ! କାହିଁକି ନା ସେମାନେ ଚାକିରିରୁ ଅବସର ନେଇ ବିଜେଡ଼ିର ରାଜନୈତିକୁ ଆସୁଛନ୍ତି !  ଏପରି ବଡ ପ୍ଲାନ୍ କରିସାରିଛି ବିଜେଡ଼ି ! ବିଜେଡ଼ିର ଅନେକ ବଡ ବଡ ନେତା ବଦନାମ ହେବା ସହ ବିଶେଷ କରି ବିଜେଡିର ମୁଖ୍ୟ ବିଧାୟକଙ୍କୁ ମଧ୍ୟ ଲାଗିଛି କଳା ଦାଗ ! କିଏ ଠିକା ଦୃନୀତି ଆଉ କିଏ ପ୍ରିସି ଦୃନୀତି ସହ ଯୋଡି ହୋଇ କିଛି ବିବାଦ୍ୟ ମନ୍ତବ୍ୟ ଦେଇଥିଲେ ! ଏଭଳି ନେତାଙ୍କ ପାଇଁ ଦଳ ଅନେକ ସ୍ଥାନରେ ଶିକ୍ଷିତଙ୍କ ଠାରୁ ଦୂରେଇ ଯାଉଥିଲା ! ଏକଥା ବିଜେଡ଼ିର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ୍ କାଳେ ବୁଝିସାରିଛନ୍ତି ! 
                          24ବର୍ଷ ଶାସନ ପରେ ଢାଞ୍ଚା ନବଦଳିଲେ ଶାସନକୁ ଫେରିପାଇବା କଷ୍ଟକର ହେବ ବୋଲି ସେ ଜାଣିସାରିଥିଲେ ! ଏଥିପାଇଁ ସରକାର ନବୀନ ପଟ୍ଟନାୟକ ପୁରା ଢାଞ୍ଚାକୁ ବଦଳାଇ ଦେଇଛନ୍ତି !  ଲୋକମାନଙ୍କର ଆସ ଆଉ ବିଶ୍ଵାସକୁ ନେଇ ନୂଆ ଯୋଜନା କରିବା ସହ ନୂଆ ମୁହଁ ଦେଇ ଲୋକଙ୍କର ବିଶ୍ଵାସକୁ ଜିତିବା ପାଇଁ  ବହୁତ ଚେଷ୍ଟା ମଧ୍ୟ କରୁଛନ୍ତି ଦେଶର ମୁଖ୍ୟନନ୍ତ୍ରୀ !  କେବଳ ସେଥିପାଇଁ ପଣ୍ଡିଆନ୍ ଙ୍କ ନିର୍ବାଚନକୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା ନେତା ମାନଙ୍କୁ , କାହିଁକି ନା ଅଧିକାଂଶ ନେତାମାନଙ୍କୁ ଦଳରୁ ବହିସ୍କୃତ କରାଯିବ !
                               ନିର୍ବାଚନ ଠିକ୍ ପୂର୍ବରୁ ସବୁ ନୂଆ ଲୋକଙ୍କର ମୁହଁ ଜନସାଧାରଣ ସାମ୍ନାକୁ ଦେଖାଯିବ ! ଲୋକେମାନେ ଆଉ ବିବାଦ୍ୟ ନେତା ମାନଙ୍କୁ ଆଉ ଦେଖିବାକୁ ପାଇପାରିବେ ନାହିଁ ! ଏହା ବ୍ୟତିତ ନବୀନଙ୍କ ଯେଉଁ କୌଣସି କାର୍ଯ୍ୟକୁ ନିର୍ବାଚନ ସମୟରେ ରଖିବ ବିଜେଡ଼ି ! ଏବଂ ଏହାକୁ ଦେଖି ପୁଣି ଥରେ ନୂଆ ପ୍ରାର୍ଥୀ ଭାବେ ଜିତିବାରେ କିଛି ବି ସମସ୍ଯା ରହିବ ନାହିଁ ବିଜେଡ଼ିରେ ! ଏପରି କିଛି ଯୋଜନା ପ୍ରସ୍ତୁତ କରିସାରିଛି ବିଜେଡ଼ି , ବିଜେଡ଼ିର ଉପର ସ୍ତରରେ ଏହି ଯୋଜନାଟି ପ୍ରସ୍ତୁତ ହୋଇସାରିଛି ! ଏଥର ନୂଆ ମୁହଁକୁ ନେଇ ଶାସନ କରିବ ବିଜେଡ଼ି ! 

ବ୍ୟୁର ରିପୋର୍ଟ  tvpnews9 …..!!!!

Tags :- # news # tvp news9 # tvp # tvpnews

Share With